ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ଡବ୍ଲ୍ୟୁବି-ଓଏଚଇପିଇଇ ସହଯୋଗରେ ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ…
Read More...

ସାଗୁଆନ ଓ ଫାସି କାଠ ସହ ମିନି ଟ୍ରକ ଜବତ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ବଉଳପଦା ଗ୍ରାମରୁ ବୁଧବାର ବିଳମ୍ବିତ ରାତିରେ ଚୋରା କାଠ ବୋଝେଇ ଏକ ମିନି ଟ୍ରକ ଜବତ ହୋଇଥିବା ଜଣାପଡିଛି । ବଉଳପଦା ଗ୍ରାମରେ ଗୋଟିଏ ୪୦୭ ମିନି ଟ୍ରକରେ…
Read More...

ସୁଭଦ୍ରାରେ ଅକ୍ଟୋବର ୯କୁ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ପ୍ରସ୍ତୁତି ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତିଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦ ହିତାଧିକାରୀଙ୍କୁ…
Read More...

ସୁଜାତାଙ୍କ ମନ୍ତବ୍ୟ ପରେ ବବି ଦାସଙ୍କ ମହଲରେ ହଇଚଇ

ଭୁବନେଶ୍ବର: ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁଙ୍କ ବଡ଼ ବୟାନ। ସେ ଇସ୍ତଫା ଦେବାର ନାହିଁ କିମ୍ବା ଯାଜପୁରରେ ଉପନିର୍ବାଚନ ହେବାର ନାହିଁ। ଗତକାଲି ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଉପନିର୍ବାଚନ ରଣ ହୁଙ୍କାର ପରେ…
Read More...

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ…
Read More...

୬୫ ଡେସିବେଲ ଶବ୍ଦ ତୀବ୍ରତା ଭିତରେ ରହିବ ଡିଜେ-ହାଇକୋର୍ଟ

ଭୁବନେଶ୍ବର: ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପାର୍ବଣ ସମୟରେ ଡିଜେ ବଜାଇବାକୁ ଅନୁମତି ଦେଇଛନ୍ତି। ତେବେ ୬୫ ଡେସିବେଲ ଭିତରେ ଡିଜେ ଶବ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।  କଟକ ସହ ସମ୍ପର୍କିତ…
Read More...

ବିତିଲାଣି ୬ ବର୍ଷ, ତଥାପି ସରୁନି ଭଦ୍ରକ-ବାଲେଶ୍ବର ଜାତୀୟ ରାଜପଥ କାମ

ସୋର: ଦୀର୍ଘ ୬ ବର୍ଷ ବିତିଲାଣି; ତଥାପି ସମ୍ପୂର୍ଣ୍ଣ ହୋଇପାରୁନି ବାଲେଶ୍ବର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ବାଲେଶ୍ୱର ସେକ୍ସନ ଅନ୍ତର୍ଗତ ମଇତାପୁର-ଫୁଲାଡ଼ି ୬୨.୫ କିମି ରାସ୍ତାର ପ୍ରଶସ୍ତୀକରଣ…
Read More...

୪ ବର୍ଷର ନାବାଳିକାଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର

କଳାପଥର:ଆଜି ଜଣେ ୪ ବର୍ଷ ନାବାଳିକାର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ମୃତ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର ପରେ କଟକ ଜିଲାର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପାଇଁ…
Read More...

ଓଡିଶାରେ ୧୨ଟି ବଡ ବଡ ନଦୀ ରହିଛି, ଏହାକୁ ବିକାଶ କଲେ ଯୁବପିଢୀ ଚାକିରୀ ପାଇପାରିବେ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୩ତମ ବାର୍ଷିର୍କ ସ୍ଥାନୀୟ ଏକ ତାରକା ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ରଘୁବର…
Read More...

ସ୍ୱଚ୍ଛ ପରିବେଶ ସହ ପ୍ରଶାସନିକ ସ୍ୱଚ୍ଛତା ଜରୁରୀ

ପିପିଲି: ସ୍ୱଚ୍ଛ ପରିବେଶ ସହ ପ୍ରଶାସନିକ ସ୍ୱଚ୍ଛତା ଜରୁରୀ ବୋଲି ପିପିଲି ବ୍ଳକ ଅନ୍ତର୍ଗତ ଚଉଦମାଣ ଗ୍ରାମରେ ବାପୁଜୀ ୟୁଥ୍‌‌ କ୍ଲବ ପକ୍ଷରୁ ଆୟୋଜିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବରେ ଅତିଥିମାନେ…
Read More...

ଗାନ୍ଧୀ ଜୟନ୍ତୀରେ କଣ୍ଟାମାଳ ଡାକ୍ତରଖାନାରେ ସ୍ୱଛତା ଅଭିଯାନ, ଝାଡୁଧରି ସଫେଇ କଲେ ଓ ଶପଥ ନେଲେ ବିଧାୟକ କହ୍ନାଇ ଡାଙ୍ଗ…

ଘଣ୍ଟାପଡା: ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ସ୍ୱଛତା ପକ୍ଷ ଅବସରରେ ଗାନ୍ଧିଜୀଙ୍କ ସ୍ଲୋଗାନ ସ୍ଵଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ଓ ସ୍ୱଛତା ହିଁ ସେବାକୁ ପାଥେୟ କରି ଆଜି କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା

ରାଇକିଆ: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରାଇକିଆରେ ପାଳିତ ହୋଇଛି। ଏହି ଅବସରରେ ପଞ୍ଚାୟତରେ ଏକ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ସରପଞ୍ଚ ଗୀତାଞ୍ଜଳୀ ନାୟକ ସଭାପତିତ୍ବ କରିଥିଲେ। ପଞ୍ଚାୟତ…
Read More...

ଧାମରା ପଞ୍ଚାୟତରେ ମା’ ପାଇଁ ଗଛଟିଏ

ଧାମରା: ଧାମରା ପଂଚାୟତରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକୁ ସନ୍ତୁଳିତ ରଖିବା ବିଜେପି କାର୍ଯ୍ୟକର୍ତାଙ୍କ ମୁଖ୍ୟ ଉଦ୍ୱେଶ ଥିବା ବେଳେ ଅଞ୍ଚଳରେ ଏହି ବୃକ୍ଷ…
Read More...

ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ ମହାତ୍ମା ଗାନ୍ଧୀ

ମାଲକାନଗିରି: ଜିଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ  ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲାପାଳ…
Read More...

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗ ପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ବାଣୀବିହାର ପରିସରରେ ଥିବା ଅହିଂସାସ୍ଥଳରେ…
Read More...

‘ଯୁବପିଢ଼ି ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ରାଷ୍ଟ୍ରଗଠନରେ ବ୍ରତୀ ହୁଅନ୍ତୁ’ : ମନ୍ତ୍ରୀ

ଭୁବନେଶ୍ୱର: ଗାନ୍ଧୀଜୀ କେବଳ ଏକ ନାମ ନୁହେଁ, ଏହା ଜୀବନ ଓ ଦର୍ଶନର ଏକ ମହାନ ମାର୍ଗ । ଗାନ୍ଧୀଜୀ କେବଳ ଦେଶକୁ ସ୍ୱାଧୀନ କରି ନଥିଲେ, ଦେଶ ତଥା ସମଗ୍ର ମାନବଜାତିକୁ ସତ୍‌ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ ।…
Read More...

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦: ଉଚ୍ଚ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ ନେଇରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱ ବିଦ୍ୟାଳୟର ପ୍ରସ୍ତୁତି ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତଥା କର୍ମଶାଳା ଗତକାଲି…
Read More...

ସମଗ୍ର ଦେଶ ଏବେ ସଂପୂର୍ଣ୍ଣ ସ୍ୱଚ୍ଛତା ଆଡକୁ ଗତି କରୁଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ମହାନଗର ନିଗମର ସଫେଇ କର୍ମଚାରୀ ମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ…
Read More...

ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରି ବିଶ୍ୱ ଦରବାରରେ ଭାରତୀୟଙ୍କୁ ଗର୍ବିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମୋଦିଜୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ସେପ୍ଟେମ୍ବର ୧୭ରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା “ସେବା ପକ୍ଷ” ଆଜି ଗାନ୍ଧି ଜୟନ୍ତୀରେ ଶେଷ ହୋଇଛି। ସେବା ପକ୍ଷ ପାଳନ ଅବସରରେ ରାଜ୍ୟବ୍ୟାପୀ ଦୀର୍ଘ ୧୫ ଦିନ ଧରି…
Read More...

ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ତରଫରୁ ସ୍ୱଚ୍ଛ ଦିବସ ପାଳିତ

ଭୁବନେଶ୍ବର: ଆଜି ସମଗ୍ର ଭାରତରେ ସ୍ୱଚ୍ଛ ଦିବସ ପାଳିତ ହୋଇ ଥାଏ। ଏହି ଅବସରରେ ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ତରଫରୁ କ୍ୟାପିଟାଲ ହସ୍ପିଟାଲ ୟୁନିଟ ୬ ପରିସରରେ ଦିବ୍ୟ ବାର୍ତ୍ତାବହ ହଜରତ ମହମ୍ମଦଙ୍କ ଶିକ୍ଷା…
Read More...

ଭାରତର ସର୍ବୋଚ୍ଚ ଔଷଧ ନିୟାମକ ପରୀକ୍ଷଣରେ ବିଫଳ

ନୂଆଦିଲ୍ଲୀ: ଗୁଣବତ୍ତା ଓ ନିରାପତ୍ତା ପରୀକ୍ଷଣରେ ବିଫଳ ହେବା ପରେ ୧୬ଟି ବହୁଳ ପ୍ରଚଳିତ ଔଷଧକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବିଷାକ୍ତ ଘୋଷଣା କରିଛନ୍ତି। ସାଧାରଣତଃ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା…
Read More...

ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର…
Read More...

ଗୋବିନ୍ଦ ନଗରରେ ଜୁଆ ଆଡ୍ଡା ଚଢାଉ, ୬ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗର ଶ୍ମଶାନ ପଛପଟେ ଚାଲିଥିବା ଏକ ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି। ଜୁଆ ଆଡ୍ଡାରୁ ପୁଲିସ ଜୁଆଡି ସମେତ ୩୬୦୦ ଟଙ୍କା ଜବତ କରିବା ସହ ୫ଟି…
Read More...

ବଦଳିଲା ସ୍କୁଲ ୟୁନିଫର୍ମ ରଙ୍ଗ, ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ରଙ୍ଗ। ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ଛାତ୍ରଛାତ୍ରୀ ପିନ୍ଧିବେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ବଦଳିଲା। ସମସ୍ତ…
Read More...

ଇସ୍ରାଏଲ ଉପରେ ଇରାନର ଆକ୍ରମଣ

ଇସ୍ରାଏଲ: ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ଇସ୍ରାଏଲ ଉପରେ ଇରାନ ମିଜାଇଲ ଆକ୍ରମଣ କରିଛି। ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବା କ୍ଷଣି ସାଇରନ ବାଜି ଉଠିଲା। ସମସ୍ତ ନାଗରିକମାନଙ୍କୁ ବମ୍ବ…
Read More...

ଘୋଷଣା ହେଲା ‘ସମାଜ’ ଗଣମାଧ୍ୟମ ପୁରସ୍କାର: ୭ଟି ବିଭାଗରେ ୨୨ ପ୍ରତିଭା ମନୋନୀତ, ୧୦୫ତମ ପ୍ରତିଷ୍ଠା ଦିବସ ସମାରୋହରେ…

ଭୁବନେଶ୍ବର: ‘ସମାଜ’ର ୧୦୫ତମ ପ୍ରତିଷ୍ଠା ଦିବସ ଅବସରରେ ‘ସମାଜ’ ଗଣମାଧ୍ୟମ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ମଧ୍ୟରେ…
Read More...

ଯୁବବର୍ଗ ହେଉଛନ୍ତି ଆମ ରାଜ୍ୟର ଆଶା ଏବଂ ଏକ ପ୍ରଭାବଶାଳୀ ସମାଜ ନିର୍ମାଣର ଆଧାର

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଅଭିଲେଖାଗାରଠାରେ "ଦକ୍ଷତା ବିକାଶ : ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା" ଶୀର୍ଷକ ସଂସ୍କୃତି ଚର୍ଚ୍ଚା ସମାରୋହ କାର୍ଯ୍ୟକ୍ରମ…
Read More...

ସେବା ଏବଂ ଯାତ୍ରୀ ସୁବିଧା ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ଵର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ର ଅନୁଧ୍ୟାନ କରିଛନ୍ତି। ବିଡିଏ…
Read More...

ଓଡ଼ିଶାରେ ଦେଖାଗଲା ଧୂମକେତୁ

ଭୁବନେଶ୍ବର: ଅକ୍ଟୋବର ମାସ ୧ ତାରିଖଭୋର ସମୟରେ ଆମ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‌ରେ ଦେଖାଯାଇଛି।ଏହାର ଫଟୋ ମଧ୍ୟ ନିଆଯାଇଛି।ଆମ…
Read More...

ଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ , ୨ ଦିନରେ ୩ ମୃତ

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ…
Read More...

‘ସମାଜ’ ପାଠକଙ୍କ ବିଶ୍ବାସକୁ ପାଥେୟ କରି ଆଗକୁ ଚାଲିଛି, ନେତୃତ୍ବ ନେବା ଭଳି ପ୍ରତିଭା ଗଣମାଧ୍ୟମକୁ ଦରକାର

ସାମ୍ବାଦିକ ସରକାରଙ୍କ ଜାଗ୍ରତ ପ୍ରହରୀ: ଉମାକାନ୍ତ ମିଶ୍ର  ନେତୃତ୍ବ ନେବା ଭଳି ପ୍ରତିଭା ଆବଶ୍ୟକ: ନୀଳାମ୍ବର ରଥ ବିଶ୍ବସନୀୟତା ‘ସମାଜ’ର ମୂଳଭିତ୍ତି: ସନ୍ଦୀପ ମିଶ୍ର ଏବେ ଗଣତନ୍ତ୍ର ଗଣମାଧ୍ୟମକୁ…
Read More...

ଧାନ ଚାଷରେ ଅଜଣା ରୋଗ:  ଚାଷୀ ହତାଶ , କୃଷି ବିଭାଗ ନୀରବ ଦ୍ରଷ୍ଟା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଓ ଆଖପାଖ ଗ୍ରାମରେ ଧାନ ଚାଷରେ ଅଜଣା ରୋଗ ଦେଖା ଦେଇଛି। ଅନିୟମିତ ବର୍ଷା ସତ୍ବେ ଚାଷୀ ମାନେ ବହୁ କଷ୍ଟ ରେ ଧାନ ଚାଷ କରୁଥିବା ବେଳେ ଧାନ ଗଛ ର ପତ୍ର…
Read More...

ଆଇପିଏସ ସ୍ତରରେ ଅଦଳ ବଦଳ: କଟକ-ଭୁବନେଶ୍ବର ପୁଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂ,

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୁଲିସ ସେବା (ଆଇପିଏସ) ସ୍ତରରେ ଅଦଳ ବଦଳ କରାଯାଇଛି। କଟକ-ଭୁବନେଶ୍ବର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇଛି। ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଏବଂ…
Read More...

ଭୈରବ ବାଲି ଯାତ୍ରା, କଣ୍ଟା ଦୋଳିରେ ଝୁଲନ୍ତି ପୂଜକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ମହକୁମାରେ  ଭୈରବ ବାଲି ଯାତ୍ରା ବା ନିଆଁ ମଡ଼ା ଯାତ୍ରା ଆଡମ୍ବରରେ ପାଳିତ ହୋଇଛି । ଚଳିତ ମାସ ୧୮ ନୂଆ ଖାଇବା ଦିନ ପୂଜକ ରାଉତ ଗାଣ୍ଟା,…
Read More...

ନିଜ କାର୍ଯ୍ୟକ୍ଷେତ୍ରକୁ ଭଲ ପାଇବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ

ଭୁବନେଶ୍ୱର: ସାଧାରଣ ଦୁର୍ବିପାକଠାରୁ ଆରମ୍ଭ କରି ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ, ପ୍ରମାଣପତ୍ର ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି…
Read More...

ସମସ୍ତ ପାକ୍‌ସ ହେବ କମ୍ପୁଟରୀକରଣ: ଜାତୀୟ ସମବାୟ ଡାଟା ବେସ୍; ନୀତି ଏବଂ ଷ୍ଟାକ୍ ସହ ହେବ ସଂଯୋଗ

ସମବାୟ ସମିତିର ସଶକ୍ତିକରଣ ପାଇଁ ଦୁଇ ଦିନିଆ ଜାତୀୟସ୍ତରୀୟ ସମୀକ୍ଷା ବୈଠକ ଯୋଗ ଦେବେ ସମସ୍ତ ୨୮ ରାଜ୍ୟ, ୪ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ୨ ଲକ୍ଷ ନୂତନ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି,…
Read More...

ଯୋଡାବନ୍ଦଠାରେ ଚିରସ୍ରୋତା ଏଫପିଓ ତରଫରୁ ପ୍ରଥମ ସାଧାରଣ ବୈଠକ

ଲାଞ୍ଜିଗଡ:ଲାଞ୍ଜିଗଡ ବ୍ଲକ ଚାମ୍ପାଦେଇପୁର ପଞ୍ଚାୟତ ଯୋଡା ବନ୍ଦ ବିଦ୍ୟାଳୟ ପରିସରରେ ଚିରସ୍ରୋତା ଏଫପିଓର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ମୁଖ୍ୟ ଅତିଥି…
Read More...

ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ ଟିମ୍ ଅର୍ବାନକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପ୍ରଜା ଫାଉଣ୍ଡେସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ସ୍ୱାଧୀନ ଅଧ୍ୟୟନ ୨୦୨୪ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ (ୟୁଜିଆଇ)ରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।ସହରାଞ୍ଚଳ ସଂସ୍କାର ପ୍ରତି ଓଡ଼ିଶାର…
Read More...

ଶିକ୍ଷକଙ୍କ ନିଆର ଢଙ୍ଗରେ ଶିକ୍ଷାଦାନ

କଲ୍ୟାଣସିଂହପୁର:  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର  ଶିକ୍ଷକ ତାପସ କୁମାର ଦଳାଇ ନିଆରା ଢଙ୍ଗରେ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି। ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣା ହେଲେ…
Read More...

ଅଜଗର ସାପ ଉଦ୍ଧାର

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମର ବ୍ରୟଲର କୁକୁଡ଼ା କେନ୍ଦ୍ରରୁ ଅଜଗର ସାପ ଉଦ୍ଧାର କରାଯାଇଛି । କତାଗୁଡା ଗ୍ରାମର ଜୟ ବଜାରଙ୍ଗୀ  ସ୍ୱୟଂ ସହାୟକ…
Read More...

ମାଓବାଦୀଙ୍କ ବୋମା ବିସ୍ଫୋରଣ, ୫ ସିଆରପିଏଫ ଯବାନ ଆହତ

ମାଲକାନଗିରି : ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି।ସୁରକ୍ଷାକର୍ମୀଙ୍କୁ ଟାର୍ଗେର କରି ନକ୍ସଲ  ବୋମା ବିସ୍ଫୋରଣ କରିଛନ୍ତି। ଉକ୍ତ ଘଟଣାରେ  ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି।ସୀମାନ୍ତ…
Read More...

ଭୁବନେଶ୍ୱର ରନୱେ ୱିକ୍ – ସିଜନ୍‌-୧୧:ପ୍ରଦର୍ଶିତ ହେଲା ବଛାବଛା ଡ଼ିଜାଇନରଙ୍କର ଆକର୍ଷଣୀୟ ଡ଼ିଜାଇନ

ଭୁବନେଶ୍ୱର: ନିଜକୁ ସୁନ୍ଦର କରି ସଜାଇବା ନିମିତ୍ତ ଯେକୌଣସି ବ୍ୟକ୍ତିର ମନରେ ଥାଏ ଅସୁମାରି ଉତ୍ସାହ । କୌଣସି ଉତ୍ସବରେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ନ୍ୟୁ ଲୁକ୍‌ରେ ନିଜକୁ ପରସି ଦେବାପାଇଁ ସମସ୍ତଙ୍କ ମନରେ…
Read More...

ନଜର ଆଢ଼ୁଆଳରେ ପ୍ରାଚୀନ ଡାହଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର 

କଳାପଥର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମରେ ଥିବା ଦଶମ ଓ ଏକାଦଶ ଶତାବ୍ଦୀର ପ୍ରାଚନୀ ଡାହାଳିଆ କୀର୍ତ୍ତି ଚୌରାଶିଆ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି ।  ଦଶମ ଓ…
Read More...

ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

କାମାକ୍ଷାନଗର:  କାମାକ୍ଷାନଗର ଉପଖଣ୍ଡ ର ମହାବିରୋଡ଼ ଥାନା ବାମ ଗାଁରେ ବିଦ୍ୟୁତ ଆଘାତରେ ଦେଢ଼ ବର୍ଷ ଶିଶୁପୁତ୍ରର ମୃତ୍ୟୁ। ମୃତକ ବାମ ଗ୍ରାମ ହନୁମନ୍ତିଆ ସାହିର ପୂର୍ଣ୍ଣଚନ୍ଦ୍ର ସାଏଙ୍କ ଦେଢ଼ ବର୍ଷର ପୁଅ ରାଜେଶ…
Read More...

୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର 

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଗାଲଫୁଲା ଗ୍ରାମରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ଜଣଙ୍କ ରାୟା ନାଏକ ପୁଅ ଆକାଶ ନାଏକ ବୋଲି ଜଣାପଡିଛି। ସେ ଘର…
Read More...

ଅନିକୋଣା ଗାଁରେ ଅଜଣା ଜ୍ଵର, ୨ ମୃତ 

କଲ୍ୟାଣସିଂହପୁର:ରାୟଗଡ଼ା ଜିଲାକଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଅନିକୋଣା ଗ୍ରାମରେ ଅଜଣା ଜ୍ଵରରେ ୨ ମୃତ ହୋଇଥିବାବେଳେ ବହୁ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ ଲଳିତା…
Read More...

ସଡ଼କ ଦୁର୍ଘଟଣାରେ ୨ ହକି ଖେଳାଳୀ ମୃତ

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ଟପକରା କତେଇବରା ନିକଟରେ ଦୁର୍ଘଟଣା ଘଟି ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କର ଧକ୍କାରେ ୨ ହକି…
Read More...

ସ୍ୱାସ୍ଥ୍ୟମନ୍ତ୍ରୀ-ନର୍ସିଂ ସଙ୍ଘ ଆଲୋଚନା ସଫଳ. ଆନ୍ଦୋଳନ ପ୍ରତ୍ୟାହାର କଲା ନର୍ସିଂ ଅଫିସର ସଂଘ

ଭୁବନେଶଶ୍ବର: ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ରାତି ୧୧ଟା.୩୦ରୁ ସମସ୍ତ ନର୍ସିଂ ଅଫିସର କାର୍ଯ୍ୟରେ ଯୋଗଦେବେ। ୪ଦିନ ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲେ ନର୍ସିଂ ଅଫିସର। ଆନ୍ଦୋଳନ ପ୍ରତ୍ୟାହୃତ ନେଇ…
Read More...

ଓଡ଼ିଶାରେ ଶିକ୍ଷକଙ୍କ ନିଯୁକ୍ତି କେବଳ ଶିକ୍ଷାବିତ୍‌ ହିଁ କରିବେ

ଭୁବନେଶ୍ୱର :ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବସରକାରଙ୍କ ଦ୍ୱାରା ଅଣା ଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ -୨୦୨୦ରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ…
Read More...

ବାଦ୍ୟ ସଙ୍ଗୀତର ଧୂନର ବିଶେଷ କାର୍ଯ୍ୟକ୍ରମ ‘ସଙ୍ଗୀତାୟନ’

ଭୁବନେଶ୍ୱର :  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ 'ସଙ୍ଗୀତାୟନ' ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଆଠଗଡ କଲେଜ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ

ଆଠଗଡ: ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଜଣ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ ଆଣିଛନ୍ତି ଜନୈକ ଅଧ୍ୟାପିକା। ଶୁକ୍ରବାର ରାତିରେ ଅଧ୍ୟାପିକା ବୀରକିଶୋରପୁର ଠାରେ ରହୁଥିବା ବାସଭବନରେ ଦୁଇ ଜଣ କର୍ମଚାରୀ…
Read More...

ସେପ୍ଟେମ୍ବର ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର:ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ସେଦିନ ଭୁବନେଶ୍ୱର ୟୁନିଟ-୫…
Read More...

ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ-“ଲୋକଙ୍କୁ ସାଙ୍ଗରେ ନେଇ ଚାଲନ୍ତୁ, ସବୁ ସହଜ ଓ ସରଳ ହୋଇଯିବ”

ଉଦ୍‌ଯାପନୀ ଉଦ୍‌ବୋଧନରେ ଅଧିକାରୀମାନଙ୍କୁ ନୂତନ କାର୍ଯ୍ୟଶୈଳୀକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କୌଣସି ସ୍ତରରେ ବା କୌଣସି ପ୍ରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ପୂର୍ବରୁ ଦୁର୍ନୀତି…
Read More...

ମାଓବାଦୀ ମୁକାବିଲା କ୍ଷେତ୍ରରେ ଓଡିଶା ପୁଲିସର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ମାଓବାଦୀ ମୁକାବିଲା କ୍ଷେତ୍ରରେ ଓଡିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ମିଳିତ ସହାୟତାରେ ଓଡିଶାକୁ ମାଓ ହିଂସା କବଳରୁ ମୁକ୍ତ କରାଯାଇ ପାରିଛି। ଏବେ…
Read More...

ସାଧନକେନ୍ଦ୍ର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

 ଜି.ଉଦୟଗିରି,: ଜି.ଉଦୟଗିରି ଥାନା ଅନ୍ତର୍ଗତ ଆଡାସିକୁପା ସ୍ଥିତ ନବଜ୍ୟୋତି ଉଚ୍ଚ ବିଦ୍ୟାଳୟ ପରିସରରେ ଲୁହୁରୀଙ୍ଗିଆ ସାଧନକେନ୍ଦ୍ର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୁହୁରୀଙ୍ଗିଆ ସାଧନକେନ୍ଦ୍ର…
Read More...

ଉଦ୍ୟମିତା ପ୍ରୋତ୍ସାହନ ଆଲୋଚନାଚକ୍ର 

ପିପିଲି: ସ୍ବଦେଶୀ ଜାଗରଣ ମଂଚ ଓ ପୁରୀ ଜିଲା ସ୍ବାଭିମାନ ଭାରତ ଅଭିଯାନ ପକ୍ଷରୁ ପିପିଲି ମହାବିଦ୍ୟାଳୟ ଠାରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାଶଙ୍କ…
Read More...

ପୁଲିସର ଅକ୍ଲାନ୍ତ ପରିଶ୍ରମ ପାଇଁ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଛି ଓଡିଶା ନିରନ୍ତର

ଭୁବନେଶ୍ୱର: ସର୍ବ ପ୍ରଥମେ ମୁଁ ଓଡିଶା ପୁଲିସକୁ ଧନ୍ୟବାଦ ଦେବି ଏବଂ ମୋର କହିବାରେ ତିଳେମାତ୍ର ଦ୍ଵିଧା ନାହିଁ ଯେ ମୋଟାମୋଟି ଭାବେ ଓଡିଶା ପୁଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୁଲିସ ବଳ। ଯେପରି ଭାବେ…
Read More...

ରୁଙ୍ଗଟା କାରଖାନାରେ ବିସ୍ପୋରଣ

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ଝାଡ଼ବନ୍ଧ ନିକଟରେ ଗଢି ଉଠିଥିବା ରୁଙ୍ଗଟା କାରଖାନାରେ ବିସ୍ପୋରଣ ଘଟି ୮ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳୁ ରୁଙ୍ଗଟା କାରଖାନାର ଏସ୍‌ଏମ୍‌ସି ଅଞ୍ଚଳରେ କମ୍ପାନୀ…
Read More...

କମୁଛି ଅଶୋଧିତ ତୈଳ ଦର, ଗ୍ରାହକଙ୍କୁ ମିଳୁନି ଲାଭ

ଭୁବନେଶ୍ୱର : ମନମୋହନଙ୍କ ସରକାର ସମୟରେ ପେଟ୍ରୋଲିୟମ ଜାତ ତୈଳ ଦଳକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରି ବଜାର ସମ୍ବନ୍ଧିତ କରି ଦିଆଗଲା। ଅର୍ଥାତ୍ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ପରିବର୍ତ୍ତନ ହେଲେ ଆମ…
Read More...

ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ, ୨ ଗୁୁରୁତର

ବାଲିଆପାଳ: ସୁବର୍ଣ୍ଣରେଖା ନଦୀରେ ତିନି ଜଣ ଏକ କଦଳୀ ଭେଳାରେ ବୁଲିବାବେଳେ ଦୁଃଖଦ ଘଟଣା ଘଟିଯାଇଛି। ଭେଳାଟି ଓଲଟିବାରୁ ଜଣେ ନାବାଳକର ସଲିଳ ସମାଧି ହୋଇଯାଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ…
Read More...

ଛିଣ୍ଡା ବିଦ୍ୟୁତ୍‌ ତାର ନେଲା ଜୀବନ, ପୁଅକୁ ବଞ୍ଚାଇ ଜୀବନ ହାରିଲେ ବାପା

ସୋରଡ଼ା: ନିଜ ସନ୍ତାନ ଉପରେ ଦୁଃଖ ପଡିଲେ ପାହାଡ଼ ସଦୃଶ ଛିଡା ହୋଇଥାନ୍ତି ବାପା। ଆଜି ଏହି ଘଟଣାର ପ୍ରମାଣ ମିଳିଛି ଗଞ୍ଜାମ ଜିଲାର ସୋରଡ଼ା ବ୍ଲକରେ। ବଡଗଡ଼ ଥାନା ମେରିକୋଟ ପଞ୍ଚାୟତ ଗୁନାଖାଲ ଗ୍ରାମରେ ବିଦ୍ୟୁତ…
Read More...

କାନପୁର ଟେଷ୍ଟରେ ବର୍ଷା ବାଧକ ପ୍ରଥମ ଦିନରେ ୩୫ ଓଭର ଖେଳ; ବାଂଲାଦେଶ ୩/୧୦୭

କାନପୁର: ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନପାର୍କ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଚଳିତ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ତଥା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବର୍ଷା ବାଧକ ସାଜିଛି। ବର୍ଷା ପାଇଁ ଶୁକ୍ରବାର ପ୍ରଥମ…
Read More...

ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ 

ବୁର୍ଲା: ବୁର୍ଲା ସ୍ଥାନୀୟ ଶକ୍ତିନଗର ୬ ନମ୍ବର ୱାର୍ଡସ୍ଥିତ  ଫେବର ବ୍ଲକ ଦ୍ୱାରା ନବ ନିର୍ମିତ ରାସ୍ତା ସ୍ଥାନୀୟ ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଅଛି। ସମ୍ବଲପୁର ମହାନଗର ଦ୍ୱାରା…
Read More...

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି କ୍ୟାମ୍ପସ

ଭୁବନେଶ୍ୱର: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ…
Read More...

ଆମ ରାଜ୍ୟ ସଙ୍ଗୀତ, ଆମ ପର୍ଯ୍ୟଟନ ସମ୍ଭାବନାର ଦର୍ପଣ

ଭୁବନେଶ୍ୱର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାର ଜନସାଧାରଣ ଓ ସାରା ଦେଶ ଏବଂ ବିଶ୍ୱର ପର୍ଯ୍ୟଟନପ୍ରେମୀମାନଙ୍କୁ ଓଡିଶା ମାଟିରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ…
Read More...

ପୁଷ୍ଟିକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ସହ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ଭୁବନେଶ୍ୱର:ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ପୋଷଣ ମାହ (ଜାତୀୟ ପୁଷ୍ଟି ମାସ) ଉତ୍ସବ ପାଳିତ ହୋଇଯାଇଛି । ରାଜ୍ୟର ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି…
Read More...

ରାଜ୍ୟ ସରକାରଙ୍କ ବିଭିନ୍ନ ଗଣଶିକ୍ଷା ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଗୁରୁତ୍ୱ ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଶୁଭାରମ୍ଭ କରାଯାଇଛି । ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ଉକ୍ତ ସମ୍ମିଳନୀର ଏକ…
Read More...

ଜିଲାପାଳ ସମ୍ମିଳନୀ: ପ୍ରତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ନିକଟରେ ପହଞ୍ଚିବ…

ଭୁବନେଶ୍ୱର: ଆଜି ଜିଲାପାଳ ସମ୍ମିଳନୀର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉପସ୍ଥିତ ରହି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି…
Read More...

ଧାନର ଓଜନ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ହେବ, ସର୍ବମୋଟ ୪୦୦୬ଟି ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ…

ଭୁବନେଶ୍ୱର:  ଲୋକସେବା ଭବନର କନଭେନସନ ହଲରେ ଆଜି ଆୟୋଜିତ ଜିଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ…
Read More...

ଜିଲାପାଳ ସମ୍ମିଳନୀରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସଂପର୍କିତ ଆଲୋଚନା

ଭୁବନେଶ୍ୱର : ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ୨ ଦିନିଆ ଜିଲାପାଳ ସମ୍ମିଳନୀର ଉଦଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ 'ସୁଭଦ୍ରା" ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା ।…
Read More...

ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଦୁଇ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ…
Read More...

ଓଡ଼ିଶା ଲୋକ ସେବା ଆୟୋଗ ନୂଆ ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ  ଅରୁଣ କୁମାର…
Read More...

କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ

ପିପିଲି:ଭୁବନେଶ୍ୱର ସ୍ଥିତ ଓୟୁଏଟି ଅଧିନ କୃଷି ମହାବିଦ୍ୟାଳୟ (କଲେଜ ଅଫ୍‌‌ ଏଗ୍ରିକଲ୍‌‌ଚର)ର ପ୍ରଥମ ବର୍ଷର ବିଏସ୍‌‌ସି ଛାତ୍ରଛାତ୍ରୀଙ୍କ ଦୁଇଦିନିଆ ଦିକ୍ଷାରମ୍ଭ କାର୍ଯ୍ୟକ୍ରମ ପିପିଲି ବ୍ଲକ ଅନ୍ତର୍ଗତ…
Read More...

ସ୍ଵଚ୍ଛତା ଏକ ସଂସ୍କୃତି ଭାବରେ ବିକଶିତ ଓଡ଼ିଶାର ମୂଳଦୁଆ ହେବ

ଭୁବନେଶ୍ଵର: ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶନ୍ଧି ପୂର୍ତ୍ତି ପାଳନର ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସିଆର୍ ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୁରୀ ଜିଲା ସତ୍ୟବାଦୀ…
Read More...

ଓଡିଶା ନର୍ସିଂ କର୍ମଚାରୀ ସଂଘ ଦାବି ଉପରେ ବିଚାରବିମର୍ଶ ପାଇଁ ଗଠିତ ହେବ ଅନ୍ତଃବିଭାଗୀୟ କମିଟି

ଭୁବନେଶ୍ୱର ତା ୨୬.୦୯.୨୦୨୪- ଓଡିଶା ନର୍ସିଂ କର୍ମଚାରୀ ସଂଘ (ଓଏନଇଏ) ର ଦାବି ଉପରେ ଆଜି ଆଲୋଚନା କରାଯାଇଥିଲା। ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ…
Read More...

ଗାଁକୁ ଯାଇପରିଲାନି ଆମ୍ବୁଲାନ୍ସ, ଖଟିଆରେ ରୋଗୀ ମୃତ

ଭବାନୀପାଟଣା: ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସଦର ବ୍ଲକ୍ ଯୁଗସାଏପାଟଣା ପଂଚାୟତ ଅନ୍ତର୍ଗତ  ମାଣ୍ଡିଆବିରି ଗାଁର ଜଣେ ରୋଗୀ ଆଜି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଆଜି ମାଣ୍ଡିଆବିରି ଗାଁର ସୁବାସ…
Read More...

ନୀତି ନିଷ୍ପତ୍ତି ସମୟରେ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଲୋକୋ ପ୍ରଶାସନ ବିଭାଗ ଓ ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଭୁବନେଶ୍ୱର ଶାଖାର ମିଳିତ ଆନୁକୁଲ୍ୟରେ "ରାଜ୍ୟ ଏବଂ ନାଗରିକଙ୍କ ମଧ୍ୟରେ ବିକାଶ ଯୋଜନା ଏବଂ ସମନ୍ୱୟ" ଶୀର୍ଷକ ଏକକ…
Read More...

ଚିକିଟି ମଦମୃତ୍ୟୁର ତଦନ୍ତ ପାଇଁ ନିର୍ଦେଶ

ଭୁବନେଶ୍ବର: ଚିକିଟି ମଦମୃତ୍ୟୁ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦେକ୍ଷପ ଗ୍ରହଣ କରିଛନ୍ତି। ଆଜି ଗଞ୍ଜାମ ଚିକିଟି ମଦମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ମାସ ଭିତରେ…
Read More...

କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଜି.ଉଦୟଗିରି: ଆଜି ସ୍ଥାନୀୟ ରେଞ୍ଜ ଅଫିସ୍ ସମ୍ମୁଖରେ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ…
Read More...

୨୭ରୁ ଆରମ୍ଭ ହେବ ବୟସ୍କଙ୍କ ପାଇଁ ବିସିଜି ଟୀକାକରଣ; ଜିଲାରେ ୧,୩୬୦୦୦ ହିତାଧିକାରୀ

ଫୁଲବାଣୀ:୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଶୁକ୍ରବାର ବୟସ୍କ ବ୍ୟକ୍ତିଙ୍କୁ ବିସିଜି ଟୀକାର ଶୁଭାରମ୍ଭ ହେଉଛି। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏହି…
Read More...

ଘରକାମ ଚାଲିଥିବା ବେଳେ ଭୁଶୁଡି ପଡ଼ିଲା ପାଚେରୀ, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଫୁଲବାଣୀ :ସ୍ଥାନୀୟ ବ୍ରାହ୍ମଣ ସାହି ଠାରେ ଏକ ଘରକାମ ଚାଲିଥିବା ବେଳେ ପାଚେରୀ ଭୁଶୁଡି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ମୃତକ ଜଣକ ଟିକାବାଲି ଥାନା ସୁନାପାଙ୍ଗା ପ୍ରଧାନ ସାହିର କଳାକୃଷ୍ଣ ଭୋଇ ବୋଲି…
Read More...

 ଏନସିସି ଛାତ୍ରୀଙ୍କ ସ୍ଵଚ୍ଛତା ସଚେତନତା 

ରାଇକିଆ -ରାଇକିଆ ସ୍ଥାନୀୟ ଏସଟି. କ୍ୟାଥରିନ୍ ବାଳିକା ବିଦ୍ୟାଳୟ ଏନସିସି ଗୃପ୍ ଛାତ୍ରୀମାନଙ୍କ ପକ୍ଷରୁ ଗୁରୁବାର ସ୍ଵଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏନସିସି ଶିକ୍ଷୟତ୍ରୀ ସୁପ୍ରଭା ନାୟକଙ୍କ…
Read More...

ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୩୯ତମ ବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ୱର: ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୩୯ତମ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି…
Read More...

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କ ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀର ପ୍ରତିନିଧିମାନେ ସାକ୍ଷାତ ଓ…
Read More...

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷିତ, ସମ୍ବର୍ଦ୍ଧିତ ହେବେ ୧୬ ଜଣ ବୈଜ୍ଞାନିକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପୁରସ୍କାର ତାଲିକା ପ୍ରକାଶ ପାଇଛି` ଏଥିରେ ୫ଟି ବର୍ଗରେ ୧୬ ଜଣ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବ ।…
Read More...

କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାକରଚୁଆ କ୍ଲଷ୍ଟର ବାପୁଜି ଉଚ୍ଚ ବିଦ୍ୟାଳୟ ସରଗୁଲ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମୋହସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ କଯ୍ୟକ୍ରମ ରେ…
Read More...

ଧାମରା ରେ ଶେଷ ହେଲା ସାଗରଭ୍ୟାସ , ସାଗର କବଚ ୨/୨୪

ଧାମରା:  ରାଜ୍ୟ ଉପକୂଳ ଅଞ୍ଚଳରେ ଚାଲିଥିବା ସାଗରଭ୍ୟାସ ସାଗର କବଚ ଆଜି ଶେଷ ହୋଇଛି। ୨ଦିନ ଧରି ଚାଲିଥିବା ଏହି ସାଗରଭ୍ୟାସ ଆଜି ସନ୍ଧ୍ୟା ସୁଦ୍ଧା ୪ଜଣ ଗୁପ୍ତଚରଙ୍କୁ ଧରିବାରେ ସଫଳ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀ…
Read More...

ବିଶ୍ୱ ତମାଖୁ ବର୍ଜନ ପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ, ଓଡିଶାକୁ ମିଳିଲା ଦ୍ବିତୀୟ ସ୍ଥାନ

ଭୁବନେଶ୍ୱର: ବିଶ୍ୱ ତମାଖୁ ବର୍ଜନ ଦିବସ - ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକରୀ ଭାବେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର…
Read More...

ହାତ ଲେଖା ଡାଏରୀରେ ଲେଖା ହୋଇଛି ହତ୍ୟାକାଣ୍ଡର କାରଣ, ପୁଲିସ ଜାରି ରଖିଛି ତଦନ୍ତ

ଆରଡି: ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା ଓ ମାଂସଖଣ୍ଡକୁ ୫୯ଖଣ୍ଡ କରି ଫ୍ରିଜରେ ରଖିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଡିଶାର ଭଦ୍ରକ ଜିଲା ଆରଡିଫାଣ୍ଡି ଅଧିନସ୍ଥ ଭୁଇଁପୁର ଗାଁର ତପନ ରାୟଙ୍କର…
Read More...

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

କଳାବାଡିଆ : ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଓଭର ର୍ବ୍ରିଜ୍ ନିକଟରେ ଟ୍ରକ ସହ ସ୍କୁଟି ଧକ୍କା ହୋଇଥିଲା।  ଟ୍ରକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ଦୁଇଜଣଙ୍କ ଜୀବନ ଚାଲିଯାଇଛି। ମୃତକ ଦୁଇଜଣ ହେଲେ ଚନ୍ଦନପୁର…
Read More...

କଲମପୁର ପୁଲିସ ଥାନାରେ ସିସି କ୍ୟାମେରା ଲାଗିବ କେବେ ?

କଲମପୁର: ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସରକାର କାର୍ଯ୍ୟାଳୟରେ ଉଭୟ ସାଧାରଣ ଜନତା ଏବଂ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ସିସି କ୍ୟାମରା ସଂଯୋଗ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ରହିବ।…
Read More...

ବଡକୁଟୃ ରାସ୍ତା ବିପର୍ଯ୍ୟସ୍ଥ: ହେଉନି ମରାମତି, ବଢୁଛି ଅସନ୍ତୋଷ

କଲମପୁର : ରାସ୍ତା ସାରା ଖାଲ ଏଭଳି ଶୋଚନୀୟ ହେଇ ପଡ଼ିଛି ବଡକୁଟୃ ରାସ୍ତାର ଅବସ୍ଥା। କଲମପୁର, ଜୟପାଟଣା ଏବଂ ଥୁଆମୁଳ ରାମପୁର ଆଦି ୩ଗୋଟି ବ୍ଲକକୁ ମଧ୍ୟରେ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା। ବାରମ୍ବାର ଏନେଇ…
Read More...

‘ନାଭାଲ ଏନସିସି ପକ୍ଷରୁ ବିଶ୍ବ ନଦୀ ଦିବସ ପାଳନ’

ଗଞ୍ଜାମ: ନାଭାଲ୍ ୟୁନିଟ୍ ଏନସିସି ବ୍ରହ୍ମପୁର ପକ୍ଷରୁ ବିଶ୍ବ ନଦୀ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମସ୍ଥିତ ଋଷିକୂଲ୍ୟା ତଟ ଓ ଏହାର ଆଖପାଖ ଅଞ୍ଚଳରେ ନଦୀ ସୁରକ୍ଷା ନେଇ ବିଶ୍ବ ନଦୀ ଦିବସ ପାଳନ କରଯାଇଛି । ସାରା…
Read More...

ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ୪୯୫୪ କୋଟି ଟଙ୍କାର ୩୧ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ…
Read More...

ଖରାପ ଅଣ୍ଡାକୁ ନେଇ ଅଙ୍ଗନବାଡ଼ି କେନ୍ଦ୍ରରେ ନାରକୀୟ କାଣ୍ଡ: ଅଙ୍ଗନଓ୍ବାଡ଼ି କର୍ମୀ ଓ ସର୍କଲ ପରିଦର୍ଶିକାଙ୍କୁ ପିଟିଲେ…

ମର୍ଦ୍ଦାରୋଡ଼ : ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଉର୍ମିଳା ସାମଲଙ୍କୁ ଅମାନୁଷିକ ଭାବେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏହି…
Read More...

ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ…

ଭୁବନେଶ୍ୱର: ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…
Read More...

ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇସ୍ପାତ ଓ ଖଣି ବିଭାଗର କାର୍ଯ୍ୟାବଳୀ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭାଗର…
Read More...

ଶିକ୍ଷା ବ୍ୟବସ୍ଥାରେ ଉନ୍ନତ ଭିତ୍ତିଭୂମି ସହିତ ସର୍ବୋତ୍ତମ ଶିକ୍ଷାଦାନ ପ୍ରଣାଳୀକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଓଡିଶାର ଦୁଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଏବଂ ଶ୍ରୀ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ…
Read More...

ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଦକ୍ଷ ଯୁବ ଶକ୍ତି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ…
Read More...

ଜଳ ପ୍ରପାତରେ ଭାସିଗଲେ ଦୁଇ ଡାକ୍ତରୀ ଛାତ୍ରୀ, ଜଣେ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରର ଆଲୁରୀ ଜିଲା ଜଳତରଙ୍ଗିନୀ ଜଳପ୍ରପାତରେ ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ଜିଲା ମୋଟୁଠାରୁ ୪୦…
Read More...