www.samajalive.in
Wednesday, November 19, 2025
26.1 C
Bhubaneswar

ମାଓବାଦୀଙ୍କ ବୋମା ବିସ୍ଫୋରଣ, ୫ ସିଆରପିଏଫ ଯବାନ ଆହତ

ମାଲକାନଗିରି : ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି।ସୁରକ୍ଷାକର୍ମୀଙ୍କୁ ଟାର୍ଗେର କରି ନକ୍ସଲ  ବୋମା ବିସ୍ଫୋରଣ କରିଛନ୍ତି। ଉକ୍ତ ଘଟଣାରେ  ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି।ସୀମାନ୍ତ ଛତିଶଗଡ଼ର ଟେରାମ ଏବଂ ଗୁଡୁମ ମଧ୍ୟରେ୧୫୩ ସିଆରପିଏଫ ଯବାନ ସର୍ଚ୍ଚ ଅପରରସନ କରୁଥିବା ବେଳେ ନକ୍ସଲଙ୍କ ଆଇଡି ବ୍ଲାଷ୍ଟ ହୃଇଥିଲା।

ଏହି ଘଟଣାଟି ଚିନ୍ନା ଗେଲୁର କ୍ୟାମ୍ପ ଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି।ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ସର୍ଚ୍ଚ ଓପେରସନ ଜୋରଦାର କରୁଥିବା ଜଣା ପଡିଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories