ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ବ୍ଲକ ପକ୍ଷରୁ ପ୍ରସ୍ତୁତି ବୈଠକ

ଗଞ୍ଜାମ :ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ମଙ୍ଗଳବାର ସମ୍ଭାବ୍ୟ ବାତ୍ୟା କୁ ନେଇ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା…
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ 

ଆଠଗଡ:  ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟାର ରୂପ ନେଇ ଓଡିଶାର ପାରାଦ୍ବୀପ ଓ ପୁରୀ ମଧ୍ୟରେ ଆସନ୍ତା ୨୩ ବିଳମ୍ବିତ ରାତିରୁ ୨୪ ତାରିଖ ସକାଳ ମଧ୍ଯରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ…
Read More...

‘ଦାନା’ ପାଇଁ ୬ଟି ବ୍ଲକ ଦାୟିତ୍ୱରେ ନୀଳଗିରି ଉପଜିଲାପାଳ

ନୀଳଗିରି: ବାଲେଶ୍ୱର ଜିଲାରେ ବାତ୍ୟା ‘ଦାନା’ ପ୍ରଭାବ ଅଧିକ ରହିଥିବା ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥଙ୍କୁ ଖଇରା, ସୋର, ସିମୁଳିଆ, ବାହାନଗା, ଔପଦା, ନୀଳଗିରି ପ୍ରଭୃତି…
Read More...

ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା

ଭୁବନେଶ୍ବର:  ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦…
Read More...

ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ…
Read More...

ବାତ୍ୟା ’ଦାନା’ରେ ବୁଲା ଗାଈଗୋରୁ ଓ ପଶୁଙ୍କ ସୁରକ୍ଷା ପାଇଁ ଜିଲାପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ଏବଂ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ମତେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ…
Read More...

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ଜିଲା ପ୍ରଶାସନ ପ୍ରସ୍ତୁତ,୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ କାର୍ଯ୍ୟକ୍ଷମ ସହ…

କେନ୍ଦୁଝରଗଡ଼଼: ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲାପାଳ ବିଶାଲ ସିଂହ କହିଛନ୍ତି। ଜିଲାପାଳ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ…
Read More...

ଜିଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା, ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ ମାନଙ୍କର…

ଭୁବନେଶ୍ୱର : କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଟେନିସ୍‌ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ…
Read More...

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶିଷ୍ଟ ଭାଷାବିତ୍ ଗିରିଜାଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଆଜି ବିଶିଷ୍ଟ ଭାଷାବିତ୍ ଗିରିଜାଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ପ୍ରଫେସର ଡ. ଅରବିନ୍ଦ…
Read More...

ଚିରସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଏବଂ ବଜାର ଓ ପ୍ରଯୁକ୍ତିବିଦ୍ୟା ସୁବିଧା କୃଷକଙ୍କୁ ଉପଲବ୍ଧ କରାଇବା ପ୍ରକଳ୍ପର ମୁଖ୍ୟ…

ଭୁବନେଶ୍ୱର:  କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ), ମିଳିତ ଜାତିସଂଘର ମିଳିତ ସହଯୋଗରେ ଗ୍ଲୋବାଲ ଏନଭାୟାରମେଣ୍ଟ ଫାଶିଲିଟି (ଜିଇଏଫ୍‌) - ୭ ପ୍ରକଳ୍ପ, ଓଡ଼ିଶା ଦ୍ୱାରା…
Read More...

ଅଖିଳ ଭାରତ କୃଷକ ସଭାର ବିକ୍ଷୋଭ, କୃଷକମାନଙ୍କୁ ୧୦ ହଜାର ପେନସନ ଦାବି

ବାସୁଦେବପୁର : ଅଖିଳ ଭାରତ କୃଷକ ସଭା ବାସୁଦେବପୁର ଶାଖା ପକ୍ଷରୁ ଏକାଧିକ ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା ଜରିଆରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ…
Read More...

ଦେଶର ପ୍ରଗତି ନିମନ୍ତେ ବାଳିକା ଶିକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ

ରେଙ୍ଗାଲିକେମ୍ପ୍: ବରଗଡ଼ ଜିଲା ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି।ଏହି ଅବସର ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ…
Read More...

କଣ୍ଟାବାଞ୍ଜିରେ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ତୁରେକେଲା ବ୍ଳକ ଅନ୍ତର୍ଗତ ଏଗାର ଗୋଟି କ୍ଳଷ୍ଟରର ବିଭିନ୍ନ…
Read More...

ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରଶାସନର ଜୋରଦାର ପ୍ରସ୍ତୁତି, ୬୦କି.ମିରୁ ଅଧିକ ବେଗରେ ପବନ ବହିଲେ…

ପିପିଲି:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା "ଦାନା' ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳୁ ଭୀଷଣ ରୂପରେ ଓଡିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ…
Read More...

ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାର, ମରାମତି ଦାବି 

ରାଇକିଆ: ରାଇକିଆ ବ୍ଲକ୍ ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତରେ ଥିବା ଯାତ୍ରୀ ବିଶ୍ରାମଗାର ପରିତ୍ୟକ୍ତ ଅବସ୍ତାରେ ରହିଛି। ଛକରେ ଦୀର୍ଘ ଦିନ ଧରି ଯାତ୍ରୀଙ୍କ କୈାଣସି କାର୍ଯ୍ୟରେ ଏହି ଗୃହ ଆସୁନାହିଁ। ନିର୍ମାଣର କିଛି ଦିନ…
Read More...

ଶିକ୍ଷା ହିଁ ମଣିଷ ଜୀବନର ଶ୍ରେଷ୍ଠ ଉପଲବ୍ଧି, ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବା ଆବଶ୍ୟକ 

ଆଠଗଡ: ଆଠଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସକ 'ସୁରଭି ୨୦୨୪' ସୋମବାର ଜେନାପଦା ନୋଡାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଏହାକୁ ଉଦଘାଟନ କରିବା…
Read More...

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ

ଗଞ୍ଜାମ : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ସୋମବାର ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ବିଶ୍ବ ଧଳାବାଡି ସପ୍ତାହର ଉଦଯାପନୀ ଦିବସ

 ଆଠଗଡ: ଆଠଗଡ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ବିଶ୍ଵ ଧଳାବାଡି ସପ୍ତାହର ଉଦଯାପନୀ ଦିବସ  ଧରିତ୍ରୀ ଦିବ୍ୟାଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀ ଓ ରାଷ୍ଟ୍ରୀୟ ଦୃଷ୍ଟିହୀନ ସଂଘ ତରଫରୁ ପାଳନ କରାଯାଇଛି। ଏହି…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ବିକାଶ: ପୂର୍ବ ଭାରତର ଦୃଷ୍ଟିକୋଣ ପୂର୍ବାଞ୍ଚଳ ଆଞ୍ଚଳିକ…

ଭୁବନେଶ୍ବର:  ଉତ୍କଳ ବିଶ୍ବବିଦ୍ୟାଳୟର ଜନସଂଖ୍ୟା ଗବେଷଣା କେନ୍ଦ୍ର ଏବଂ  ଜନସଂଖ୍ୟା ଅଧ୍ୟୟନ ଭାରତୀୟ ସଂଘ(ଆଇଏଏସପି)ର ମିଳିତ ସହଯୋଗରେ 'ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ବିକାଶ: ପୂର୍ବ ଭାରତର ଦୃଷ୍ଟିକୋଣ' ପୂର୍ବାଞ୍ଚଳ…
Read More...

ଡିସେମ୍ବର ୧୩ରୁ ୧୫ ମାଲ୍ୟବନ୍ତ ମହୋତ୍ସବ

ମାଲକାନଗିରି: ଡିସେମ୍ବର ୧୩ରୁ ୧୫ ତିନିଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଅନୁଷ୍ଠିତ ହେବ। ଆଜି ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ…
Read More...

ଦାନା ବାନ୍ଧୁଛି ବାତ୍ୟା ‘ଦାନା’ ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ଭଦ୍ରକ : ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ଏହାର ରୂପରେଖ କ’ଣ ହେବ, କେଉଁଠି ସ୍ଥଳଭାଗ ଛୁଇଁବ ସେଥିନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ଜିଲା ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର…
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ତତ୍ପରତା, ଆଭାସି ବୈଠକରେ ଜିଲାପାଳଙ୍କ ସମୀକ୍ଷା

ବାଲେଶ୍ବର: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟ ସ୍ଥିତିର ମୁକାବିଲା ପାଇଁ ବାଲେଶ୍ବର ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ…
Read More...

ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ଏସଆରସି। ୧୪ ଜିଲା-ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା,…
Read More...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର 

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସଚିନ ପାୱାର…
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକ ସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ମିଳନୀ କକ୍ଷଠାରେ ଆଭାସୀ ମାଧ୍ୟମରେ…
Read More...

କେହି ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ…
Read More...

ପାଟଣା ବନାଞ୍ଚଳରେ ହାତୀପଲଙ୍କ ଉତ୍ପାତ, ଘର ଭାଙ୍ଗି ଧାନଚାଉଳ ଖାଇଲେ ଚାଉଳ

ପାଟଣା:  ୯ ଦିନ ହେଲା ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖି ବହୁ ଧାନ ଜମିରେ ଫସଲ ନଷ୍ଟ କରିଥିବା ହାତୀପଲଙ୍କ ଉତ୍ପାତ ଅବ୍ୟାହତ ରହିଛି। ଗତକାଲି ଡିମିରିଡିହା ନିକଟରେ ଥିବା ହାତୀପଲ ଖମୁଆ ଗ୍ରାମରେ ପ୍ରବେଶ କରିଥିଲେ।…
Read More...

ପାଟଣାରେ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରା, ଅଘୋରୀ ନୃତ୍ୟରେ କମ୍ପିଲା ବଜାର ଅଞ୍ଚଳ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ଆନନ୍ଦେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପାଟଣା କୁମାର ଉତ୍ସବ କମିଟିର ୫୫ ତମ ଗଜଲକ୍ଷ୍ମୀ ପୂଜା ସମାରୋହ ଧୁମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଗତ ସନ୍ଧ୍ୟାରେ ରଙ୍ଗାରଙ୍ଗ…
Read More...

ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା, ସମସ୍ୟା ସମାଧାନ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ: ଭବାନୀପାଟଣାରୁ ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା, ବିଶେଷ କରି ଛତିକୁଡାରୁ ଶାନ୍ତପୁର ଓ ଶାନ୍ତପୁରରୁ କିଡିଙ୍ଗ ପର୍ଯ୍ୟନ୍ତ ଦୀର୍ଘ ଏକ ବର୍ଷ ହେଲା ନିର୍ମାଣ ଚାଲିଛି, ସରିପାରୁନି,…
Read More...

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁଲିସର ଏକ ସ୍ବତନ୍ତ୍ର ସ୍ଥାନ ରହିଛି-ଆରକ୍ଷୀ ମହାନିର୍ଦ୍ଦେଶକ

କଟକ: ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୫ ତମ ପୁଲିସ ଶହୀଦ ସ୍ମୁତିଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି…
Read More...

ଏନସିସି ତାଲିମ୍ ଶିବିରରେ ସାଇବର ସଚେତନତା 

କେନ୍ଦୁଝର: କେନ୍ଦୁଝର ସହର ପୁରୁଣାବଜାର ସ୍ଥିତ ଓଏସଏପି ଦ୍ଵିତୀୟ କ୍ୟାମ୍ପସରେ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. ପକ୍ଷରୁ ଆୟୋଜିତ ବାର୍ଷିକ ତାଲିମ୍ ଶିବିରରେ ରବିବାର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର…
Read More...

ପ୍ରସିଦ୍ଧ କାଳୀପୂଜା ପାଇଁ ସଜେଇ ହେଲାଣି କେନ୍ଦୁଝର

କେନ୍ଦୁଝରଗଡ଼଼: ଆଉ ମାତ୍ର ୧୦ଦିନ ପରେ ଆରମ୍ଭ ହେବ କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା। ଏଥିପାଇଁ ସହରର ୩ ପ୍ରମୁଖ କାଳୀପୂଜା କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରଦାରରେ ଆଗେଇ ଚାଲିଛି। ଅନ୍ଧାର ଉପରେ ଆଲୋକର ଏବଂ…
Read More...

ତାଇକୋଣ୍ଡରେ କନ୍ଧମାଳ ଛାତ୍ରଛାତ୍ରୀଙ୍କ ସଫଳତା, ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ

ଫୁଲବାଣୀ:ପ୍ରଥମଥର ପାଇଁ କନ୍ଧମାଳ ଜିଲାର ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ କୁସ୍ତି ଏବଂ ତାଇକୋଣ୍ଡ ପ୍ରତିଯୋଗିତାର ଭାଗନେଇ ସଫଳ ହୋଇଛନ୍ତି। ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଗତ…
Read More...

ସମ୍ବଲପୁରରେ ବୋମା ଆତଙ୍କ

ସମ୍ବଲପୁର: ସମ୍ବଲପୁରରେ ବୋମା ଆତଙ୍କ। ସମ୍ବଲପୁର ଅଇଁଠାପାଲି ଛକରେ ବୋମା ଆତଙ୍କ। ସନ୍ଦିଗ୍ଧ ଟ୍ରଲି ବ୍ୟାଗକୁ  ନେଇ ବୋମା ଆତଙ୍କ। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳର ତନାଘନା। ଟ୍ରଲି ବ୍ୟାଗରୁ ବାହାରିଲା କିଛି…
Read More...

କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

 ଗୋପାଳପୁର: କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସୋମବାର ଲଘୁଚାପର ରୁପ ନେବ। ପରେ ବାତ୍ୟାର ରୂପ ନେବା ପରେ ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି।…
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ତିନି ଜଣ ଗୁରୁତର

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ ଛକ ନିକଟରେ ରବିବାର ସନ୍ଧ୍ୟାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ…
Read More...

ତାଳଚେରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ପାଇଁ ଜାତୀୟ ଜଳମାର୍ଗ-୫ କାର୍ଯ୍ୟ ଆଗକୁ ବଢିବ

ଭୁବନେଶ୍ୱର : ଜାତୀୟ ଜଳମାର୍ଗ-୫ ର ତାଲଚରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ଆଗକୁ ବଢିବାକୁ ଯାଉଛି ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ…
Read More...

ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଦୂରଦୃଷ୍ଟି ଯୋଗୁ ଆଜି ଆମର ବତୀଘର ଗୁଡିକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ…

ଭୁବନେଶ୍ୱର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି । ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି…
Read More...

ହବିଷ୍ୟାଳୀ ମା’ ମାନଙ୍କ ଅସୁବିଧାର ସମାଧାନ ପାଇଁ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର,…
Read More...

ଯାହା ଲାଗୁଛି ବାତ୍ୟା ହୋଇପାରେ, ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା-ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ…
Read More...

ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାର ଗ୍ରାମବାସୀଙ୍କ ଚେତାବନୀ

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କୁମ୍ଭରି ଗାଁ ପଞ୍ଚାୟତର ଟୁଡୁବିଜୁ ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଯାଇଛି। ଟୁଡୁବିଜୁ ରାଜସ୍ୱ ଗ୍ରାମ ସହିତ ପଡ଼ା ଗ୍ରାମ ଗଚାଗୁଡି ଓ ସାନ୍ଦିମା  ଗ୍ରାମରେ ୨୪୬…
Read More...

ଓଡ଼ିଆ ଐତିହ୍ୟ, କଳା , ସଂସ୍କୃତି, ପରମ୍ପରା ଅନନ୍ୟ

ପଦ୍ମପୁର:ପୁଣେ ଠାରେ ରହୁଥିବା ପ୍ରବାସୀ ଓଡିଆଙ୍କ ଦ୍ୱାରା ଆୟୋଜନ ହେଇଥିଲା “କୁମାର ଉତ୍ସବ ୨୦୨୪” । ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରୁଥିଲେ “ଓଡ଼ିଆ ସାଂସ୍କୃତିକ ପରିଷଦ”। ବିଗତ ୪ ବର୍ଷ ଧରି…
Read More...

ପୁରୀ ଜିଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ, ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ

ପୁରୀ: ପୁରୀ ଜିଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…
Read More...

ବଉଳପଦାରେ ଗଜଲକ୍ଷ୍ମୀ ପୂଜା

ଆଠଗଡ:ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ବଉଳପଦାଠାରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ଯରେ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ବଉଳପଦା ଗଜଲକ୍ଷ୍ମ ପୂଜା କମିଟି ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେବ ସେଠାରେ ଗଜଲକ୍ଷ୍ମୀ…
Read More...

ଦକ୍ଷିଣାଞ୍ଝଳ ରାଜସ୍ୱ ଡିଭିଜନାଲ୍ କମିଶନର୍ଙ୍କ ୨ ଦିନିଆ କନ୍ଧମାଳ ଗସ୍ତ, ଜିଲା ସ୍ତରୀୟ ସମୀକ୍ଷା ବୈଠକ

ଫୁଲବାଣୀ :ଦକ୍ଷିଣାଞ୍ଝଳ ରାଜସ୍ୱ ଡିଭିଜନାଲ୍ କମିଶନର୍ ଶ୍ରୀମତୀ ରୂପା ରୋଶନ ସାହୁ ଦୁଇ ଦିନିଆ କନ୍ଧମାଳ ଜିଲା ଗ୍ରସ୍ତରେ ଆସି ଆଜିି ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲାର ବିଭିନ୍ନ ବିଭାଗର ପ୍ରମୁଖ…
Read More...

ନୂଆଦିଲ୍ଲୀରେ ଜାତୀୟ ରବି ଫସଲ କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜାତୀୟ ରବି ଫସଲ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟରେ କୃଷି ସମ୍ବନ୍ଧୀୟ ବିଭିନ୍ନ ରବି କାର୍ଯ୍ୟକ୍ରମ ସମ୍ପର୍କରେ ମତ…
Read More...

ଅକାଳେ ଝଡ଼ିଗଲା ଯୁବତୀଙ୍କ ଜୀବନ!

ନୀଳଗିରି: ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଜଣେ ୨୩ବର୍ଷୀୟା ଯୁବତୀଙ୍କ ଜୀବନ ଅକାଳରେ ଝଡ଼ି ଯାଇଛି । ଜାମୁଡ଼ିହା ପଞ୍ଚାୟତ ଅଧୀନ ବଡ଼ବିଲ କେଶୁରା ଅଞ୍ଚଳର ବର୍ଷା ବିଶ୍ୱାଳ(୨୩)ଙ୍କ ଅକାଳ…
Read More...

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ – ଓଡ଼ିଶା ପାଇଁ ରଣନୀତି ସମ୍ପର୍କିତ ସ୍ୱତନ୍ତ୍ର କର୍ମଶାଳା

ଭୁବନେଶ୍ଵର : ଓଡ଼ିଶା ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ - ଓଡ଼ିଶା ପାଇଁ ରଣନୀତି ସମ୍ପର୍କିତ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ…
Read More...

ଗଙ୍ଗୁଆ ନାଳ ସେତୁ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ : ମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର ଜଗନ୍ନାଥ ନଗର-କୋରଡ଼କଣ୍ଟା ରାସ୍ତାରେ ଗଙ୍ଗୁଆ ନାଳରେ ସେତୁ ନିର୍ମାଣ ପାଇଁ ୩ କୋଟି ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି…
Read More...

ଅବସରପ୍ରାପ୍ତ ବରିଷ୍ଠ ଓଡ଼ିଶା ସୂଚନା ସେବା ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ପରଲୋକ

ଭୁବନେଶ୍ଵର : ଓଡ଼ିଶା ସୂଚନା ସେବାର ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ଆଜି ହୃଦଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଶଯ୍ୟା ନିକଟରେ ତାଙ୍କ ଦୁଇ ଝିଅ, ଜ୍ୱାଇଁ…
Read More...

ଗୋପାଳପୁରରେ ଦ୍ୱିତୀୟ ଭାରତୀୟ ବତୀଘର ଉତ୍ସବ ପାଳିତ 

ଗୋପାଳପୁର :  ଗୋପାଳପୁର ବତୀଘର ଠାରେ ଆଜି ଦ୍ୱିତୀୟ ଭାରତୀୟ ବତୀଘର ଉତ୍ସବ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ କଲିକତା ଉପ ନିର୍ଦେଶକ ପି. ଶ୍ରୀରାମୁଲୁ ଅଧକ୍ଷତା କରିଥିଲେ। ଭାରତରେ ମୋଟ…
Read More...

ମା’ ହରଗୌରୀ ପେଣ୍ଡ୍ରାଣିଙ୍କ ବୋଲ ଯାତ୍ରା

କଲମପୁର : ସାଗବାରୀ ପୀଠରେ ସମାପନ ହେଲା ମା’ ହରଗୌରୀ ପେଣ୍ଡ୍ରାଣି ଦେବୀଙ୍କ ଦଶହରା ଓ ବୋଲ ଯାତ୍ରା । ବର୍ଷକରେ ଥରେ ନବରାତ୍ର ପୂଜା ପାଳନ କରିବା ସହ ପ୍ରତି ସପ୍ତାହର ରବିବାର ଦିନ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଥାଏ ।…
Read More...

ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ପ୍ରେସ କ୍ଳବ ଓ କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ  ଦାବିପତ୍ର…

କଣ୍ଟାବାଞ୍ଜି: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କଣ୍ଟାବାଞ୍ଜି ଦିନିକିଆ ଗସ୍ତର କାର୍ଯ୍ୟକ୍ରମ ଥିଲା। ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କଣ୍ଟାବାଞ୍ଜି ପହଞ୍ଚିଲା ପରେ ସହର ବିଭିନ୍ନ ସଂଗଠନ ସହ ବିଜେପିର…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟରେ ବ୍ୟାକରଣ ବ୍ୟାଖ୍ୟାନ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁ ସାପ୍ତାହିକ ପାଠଚକ୍ର କ୍ରମରେ ଶନିବାର ଏକ ସ୍ୱତନ୍ତ୍ର ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭକ୍ତ ପାଠଚକ୍ରରେ…
Read More...

କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ଘଟଣାରେ ୨ ଗିରଫ

ଭୁବନେଶ୍ୱର : ନିଶାସକ୍ତ ଅବସ୍ଥାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଶୁକ୍ରବାର ଅଦାଲତ ଚାଲାଣ କରିଛି।…
Read More...

ଟ୍ରେନ ଚଢ଼ିବାବେଳେ ଖସିପଡ଼ିଲେ ମାଆ ଓ ଶିଶୁ କନ୍ୟା; କଟିଗଲା ଗୋଡ଼, ହାତ

ରାୟଗଡ଼଼ା: ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଛି ଅଘଟଣ। ରାୟଗଡା ନିକଟସ୍ଥ ସିଙ୍ଗାପୁର ରୋଡ ଷ୍ଟେସନରେ କୋର୍ବା ଏକ୍ସପ୍ରେସରେ ଚଢିବା ବେଳେ ଅସାବଧାନତା ଯୋଗୁଁଁ ଖସି ପଡ଼ିଛନ୍ତି ମାଆ ଓ ୪ ବର୍ଷର ଶିଶୁ କନ୍ୟା। ଦୁଇ…
Read More...

ସୂର୍ଯ୍ୟମନ୍ଦିର ପରିସରରେ ଅବ୍ୟବସ୍ଥା: ଖୋଲାରେ ଆଲୋକ ଏବଂ ଶବ୍ଦ ଶୋ’ ଦେଖୁଛନ୍ତି ପର୍ଯ୍ୟଟକ

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିରରେ ଏବେ ନାନା ଅବ୍ୟବସ୍ଥା ସତ୍ତ୍ବେ ଖୋଲା ଆକାଶତଳେ ପର୍ଯ୍ୟଟକ ଆଲୋକ ଏବଂ ଶବ୍ଦ ଶୋ’ ଦେଖୁଛନ୍ତି। ଐତିହାସିକ କଥାବସ୍ତୁକୁ ନେଇ ମନ୍ଦିର ପ୍ରସ୍ତର ଉପରେ ସ୍ୱତନ୍ତ୍ର ଭାବେ ଆଲୋକ ଏବଂ…
Read More...

ଭରତପୁର ଥାନା ମାମଲା: ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ, ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ…

ଭୁବନେଶ୍ୱର: ଭରତପୁର ଥାନା ମାମଲାରେ ଶୁକ୍ରବାର ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ସମ୍ପର୍କରେ ଏଥିରେ…
Read More...

ଆସୁଛି ଲଘୁଚାପ, ୨୩ରୁ ବର୍ଷା

ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।…
Read More...

ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଓ ବୌଦ୍ଧ ଜିଲା ଗସ୍ତ, ମାଓବାଦୀଙ୍କ ବିରୋଧରେ ସ୍ବତନ୍ତ୍ର ରଣନୀତି ସମ୍ପର୍କରେ…

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ  ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏବଂ କନ୍ଧମାଳ ଜିଲା ଗସ୍ତରେଯାଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇଥିଲେ। ଉଭୟ ଜିଲାରେ ଆଇନ ଓ…
Read More...

ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ: ମା’ମାନଙ୍କ ସେବା, ସମର୍ପଣ ଓଡିଶାକୁ ସମୃଦ୍ଧ କରିବ

ପୁରୀ : ହବିଷ୍ୟାଳୀ ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଯାହା ଆମ ଓଡିଶାକୁ ସମୃଦ୍ଧ କରିବ…
Read More...

ଓଡ଼ିଶାରେ ଏସିଆନ୍‌ ମହିଳା ହକି ଚାମ୍ପିୟନସିପ୍ ଟ୍ରଫି ଗୌରବ ଯାତ୍ରାର ଭବ୍ୟ ସ୍ୱାଗତ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସ ୧୧ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିର ଠାରେ ଏସିଆନ୍ ମହିଳା ହକି ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଭାରତ ସମେତ ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ ଏବଂ…
Read More...

ବିଜେଡିରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ବର: ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଇସ୍ତଫା ଦେଇଛନ୍ତି। ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦ ସହିତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ।…
Read More...

ବଜ୍ରାପାତରେ ସ୍ୱାମୀ ଆହତ, ସ୍ତ୍ରୀ ଗୁରୁତର 

ଫୁଲବାଣୀ :  ଶୁକ୍ରବାର ବିଲରେ କାମ କରୁଥିବା ସମୟରେ ସ୍ବାମୀସ୍ତ୍ରୀ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସ୍ତ୍ରୀ ଗୁରୁତର  ହୋଇଥିବାବେଳେ ସ୍ବାମୀ ଆହତ ହୋଇଥିବା ସୂଚନା ମିଳିଛି। କନ୍ଧମାଳ ଜିଲା…
Read More...

ଭୋଜି ଖାଇ ଫେରୁଥିବା ସମୟରେ ରାସ୍ତା ମଝିରେ ଓଲଟି ପଡିଲା ଯାତ୍ରୀବାହି ଅଟୋ: ଡ୍ରାଇଭର ଗୁରୁତର, ୬ ଯାତ୍ରୀ ଆହତ 

ଫୁଲବାଣୀ:ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଓଲଟି ପଡିଲା ଅଟୋ। ଫଳରେ ଅଟୋ ଚାଲାକ ଗୁରୁତର ଆହତ ହୋଇଥିବା ବେଳେ ଓଟୋରେ ବସିଥିବା ୬ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲା…
Read More...

ଜମୁଛି ଗଜଲକ୍ଷ୍ମୀ ପୂଜା,୨୫ରେ ଭସାଣ

କେନ୍ଦୁଝରଗଡ଼଼: କେନ୍ଦୁଝର ସଦର ବ୍ଲକ ପଦ୍ମପୁରରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ବେଶ୍‌‌ ଧୁମ୍‌‌ଧାମରେ ପାଳିତ ହୋଇଆସୁଛି। ଚଳିତବର୍ଷ ଏହି ପୂଜାତ୍ସୋବ ୬୩ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାକୁ କିଭଳି…
Read More...

ହବିଷ୍ୟାଳିଙ୍କୁ ସବୁ ସୁବିଧା ମିଳିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀ ହବିଷ୍ୟାଳି ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଲେ। ଗଣମାଧ୍ୟମରୁ ହବିଷ୍ୟାଳିଙ୍କ ଅସୁବିଧା ସମ୍ପର୍କରେ…
Read More...

ଡିଏଫଓଙ୍କ ଅନିୟମିତତା ଅଭିଯୋଗର ସ୍ୱତନ୍ତ୍ର ଅଡିଟ୍‌‌ ଆରମ୍ଭ

କେନ୍ଦୁଝରଗଡ଼ : କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି.ଙ୍କ ନାମରେ ହୋଇଥିବା ଅନିୟମିତତା ଅଭିଯୋଗର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍‌‌ ନିର୍ଦ୍ଦେଶ ପରେ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଅଡିଟ ଅଫିସର ମୋହନ ରାଉଡିଆ,…
Read More...

ଶ୍ରୀମନ୍ଦିରକୁ ୫କୋଟି ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ଆଜି ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ୫କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି। ତେବେ ଏହି ବଦାନ୍ୟ ବ୍ୟକ୍ତି ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ୫କୋଟି…
Read More...

ବିଧାୟିକାଙ୍କ ଗୃହ କମିଟିକୁ ପ୍ରସ୍ତାବ, ମିନି ଅଙ୍ଗନୱାଡ଼ି ପ୍ରତିଷ୍ଠା ହେଉ ଓ ମହିଳାଙ୍କୁ ବିନା ସୁଧରେ ଋଣ ପ୍ରଦାନ…

ଓଡିଶା ବିଧାନସଭାରେ ମହିଳା ଓ ଶିଶୁ ବିକାଶ ଗୃହ କମିଟି ର ପ୍ରଥମ ବୈଠକରେ ଯୋଗଦେଲେ ବିଧାୟିକା ମ.ରାମପୁର: କଳାହାଣ୍ଡି ଜିଲା ଗୃହ କମିଟିର ପ୍ରଥମ ବୈଠକରେ ନର୍ଲା ବିଧାୟିକା  ମନୋରମା ମହାନ୍ତି ଯୋଗଦେଇଥିଲେ। ଓଡ଼ିଶା…
Read More...

ପର୍ବତ ଆରୋହୀ ମଧୁସ୍ମିତା ପାତ୍ରଙ୍କୁ ମିଳିବ ଆର୍ଥିକ ସହାୟତା, ପ୍ରତିଶ୍ରୁତି ଦେଲେ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ

ଗୋପାଳପୁର: ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀ ଗସ୍ତ ଅବସରରେ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଗୃହ ଠାରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି କ୍ରମରେ ନିଜ…
Read More...

ସଂସ୍କୃତ କାବ୍ୟ ଗ୍ରନ୍ଥ ‘ସମୁଦ୍ରଶତକମ୍’ରେ ସର୍ବାଧିକ ୫ଟି ଭାଷାର ଲିପି ବ୍ୟବହାର, କୃଷ୍ଣକେଶବ ଷଡଙ୍ଗୀଙ୍କୁ ଇଣ୍ଡିଆ…

ଭୁବନେଶ୍ବର: ସ୍ୱରଚିତ ସଂସ୍କୃତ କାବ୍ୟ ଗ୍ରନ୍ଥ ‘ସମୁଦ୍ର ଶତକମ୍’ରେ ସର୍ବାଧିକ ୫ଟି ଭାଷାର ଲିପି ବ୍ୟବହାର ସହ ସମୁଦ୍ର ବିଷୟରେ ସ୍ୱତନ୍ତ୍ର ଶତକ କାବ୍ୟ ରଚନା ପାଇଁ ବିଶିଷ୍ଟ ସଂସ୍କୃତ କବି ତଥା ଭୁବନେଶ୍ୱର ଭଞ୍ଜଭାରତୀର…
Read More...

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଟାସ୍କଫୋର୍ସ ପୁର୍ନଗଠନ କଲେ ସରକାର

ଭୁବନେଶ୍ବର: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟାସ୍କଫୋର୍ସ…
Read More...

ଓଡ଼ିଶା ପିସିସି ସାଂଗଠନିକ ବ୍ୟାପାର ଓ ନେତୃତ୍ବ ନେଇ ଏଆଇସିସିର ତନାଘନା

ଭୁବନେଶ୍ବର: ଓଡ଼ିଶା ପିସିସି ସାଂଗଠନିକ ବ୍ୟାପାର ଓ ନେତୃତ୍ବ ନେଇ ଏଆଇସିସିର ତନାଘନା ଆରମ୍ଭ କରିଛି। ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହାନ୍ତଙ୍କୁ ଦାୟିତ୍ବ ଦିଆଯାଇଛି। ତୁରନ୍ତ ଓଡ଼ିଶା ପହଞ୍ଚି…
Read More...

କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, ନୟାପଲ୍ଲୀ ପୁଲିସର ତନାଘନା ଜାରି

ଭୁବନେଶ୍ବର: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ୨ଜଣ ମଦ୍ୟପ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ଅଭିଯୋଗ…
Read More...

ଓଏସଏସଏସସି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ସମସ୍ୟା ସମାଧାନ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ  ଆୟୋଗ (ଓଏସଏସଏସସି) ଦ୍ବାରା ପରିଚାଳିତ ପରୀକ୍ଷା ସମ୍ପର୍କରେ ବିବାଦ ଲାଗି ରହିଥିବାବେଳେ ରାଜ୍ୟ ସରକାର ନେଇ ନିଷ୍ପତ୍ତି ନେବେ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଜାରି…
Read More...

ପ୍ରକାଶ ପାଇଲା ୟୁଜିସି ନେଟ-୨୦୨୪ ପରୀକ୍ଷାଫଳ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ))  ପକ୍ଷରୁ ୟୁଜିସି ନେଟ-୨୦୨୪ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାଫଳ ସହିତ ବିଷୟ ଭିତ୍ତିକ କଟଅଫ ମାର୍କ ମଧ୍ୟ ପ୍ରକାଶ କରାଯାଇଛି। ୟୁଜିସି ନେଟ-୨୦୨୪ ପରୀଫାଳ…
Read More...

ମା’ ଝିଅ ନିଖୋଜ ଘଟଣା, ହତ୍ୟା ଅଭିଯୁକ୍ତ ଗିରଫ

ବାସୁଦେବପୁର: ବାସୁଦେବପୁର ସ୍ଥିତ ନାୟକାଣିଡ଼ିହି ଥାନା ବଡହାବେଳିସାହି ୫ ଘେରିଆ ଗାଁରେ ନିଖୋଜ ଥିବା ମା ଝିଅଙ୍କ ନର କଙ୍କାଳ ଠାବ ହୋଇଛି। ମା ଝିଅ ଦୁଇ ଜଣଙ୍କୁ ଅଭିଯୁକ୍ତ ଗୁରୁପଦ ଗାୟନ ହତ୍ୟା କରିଥିବା ସ୍ବୀକାର…
Read More...

ଅକ୍ଟୋବର୨୧ ଓ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବେନେଶ୍ୱର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଚଳିତ ଅକ୍ଟୋବର ୨୧ ତାରିଖ (ସୋମବାର) ଓଅକ୍ଟୋବର ୨୮ ତାରିଖ (ସୋମବାର)ରେ ପୂର୍ବାହ୍ନ ୧୧ଟା ସମୟରୁ ୟୁନିଟ-୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…
Read More...

ପୁଲିସ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗସ୍ତ, ମାଓ ଦମନ ଓ ଗଞ୍ଜେଇ ମୂଳୋତ୍ପାଟନ ପାଇଁ ହେବ ସ୍ବତନ୍ତ୍ର ରଣନୀତି

ଫୁଲବାଣୀ: ନୂତନ ଭାବେ ଦାୟିତ୍ୱ ନେଇଥିବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରଥମଥର ପାଇଁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲାରେ ମାଓ ସ୍ଥିତି ଓ ଗଞ୍ଜେଇ କାରବାରର ସମୀକ୍ଷା କରିଛନ୍ତି। ଏ…
Read More...

ସହିଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ  ପ୍ରତିବାଦ ସଭା, ଘଟଣାସ୍ଥଳରେ ପଶ୍ଚିମବଙ୍ଗର ରାଷ୍ଟ୍ରମନ୍ତ୍ରୀ

ପାଟଣା : ଇତିହାସ ପ୍ରସିଦ୍ଧ ଚୁହାଳ ବିଦ୍ରୋହର ମହାନାୟକ ତଥା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁନାଥ ମାହାତୋଙ୍କ ପାଟଣା ବ୍ଲକର ଧାନବେଣି ବୈତରଣୀ ତଟସ୍ଥିତ ପ୍ରତିମୂର୍ତ୍ତିକୁ କୌଣସି ଦୁର୍ବୃତ୍ତ ଭାଙ୍ଗି…
Read More...

ଆଠଗଡର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା

ଆଠଗଡ: ଆଠଗଡର ପୁରୁଣା ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାରଠାରେ ଷ୍ଟାର ନାଇଟ୍ କ୍ଲବ ଓ ଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ବୁଧବାର ଆୟୋଜକ କମିଟିର ସଦସ୍ୟମାନେ ଶାସନ ପୋଖରୀରୁ…
Read More...

ପାଟଣା ଥାନା ଅଞ୍ଚଳରେ ୨ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୨୨ବର୍ଷର ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି । ଆଜି ସକାଳୁ ଯୁବକଙ୍କ ଝୁଲନ୍ତା…
Read More...

ପୂଜା ପାଇଲେ ଧନଦାତ୍ରୀ ମା ଗଜଲକ୍ଷ୍ମୀ, ଚଳଚଞ୍ଚଳ ପଦ୍ମପୁର ସହର

ପଦ୍ମପୁର: ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା। ଧରାବତାରଣ କରିଛନ୍ତି ମା ଗଜଲକ୍ଷ୍ମୀ।ମା ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବ ମୁଖର ହୋଇପଡିଛି ପୁର ପଲ୍ଲୀ। ଆଉ ସେଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲା ପଦ୍ମପୁର  ସହର।…
Read More...

ସାଲାସର ବାଲାଜୀ ଦରବାର ଶ୍ରଦ୍ଧାଳୁଙ୍କ ଝଣ୍ଡା ଶୋଭାଯାତ୍ରା

ଆଠଗଡ଼଼: ପବିତ୍ର କୁମାର ପୂର୍ଣିମା ଉପଲକ୍ଷେ ସାଲାସର ବାବା ସେବା ସମିତି ପକ୍ଷରୁ ଗୁରୁବାର ଆଠଗଡ଼ ସହରରେ ସାଲାସର ବାଲାଜୀ ଦରବାରର ଭକ୍ତମାନଙ୍କର ଏକ ବିରାଟ ତଥା ଭବ୍ୟ ଝଣ୍ଡା ଶୋଭାଯାତ୍ରା (ନିଶାନ ପଦଯାତ୍ରା)…
Read More...

ଖୁଦ୍ର ବିକାଶ ତାଲିମ ଶିବିର ଆୟୋଜିତ

କଣ୍ଟାବାଞ୍ଜି : ବେସରକାରୀ ସଂଗଠନ ସଂଯୋଗକଣ୍ଟାବାଞ୍ଜି  ଓ ନାବାର୍ଡର ମିଳିତ ସହଯୋଗରେ  ଗମ୍ବରୀଗୁଡା ଗ୍ରାମରେ ୩୦ଜଣ ମହିଳାଙ୍କୁ ନେଇ ଖୁଦ୍ର ଉଦ୍ୟୋଗ ବିକାଶ ତାଲିମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ…
Read More...

ପ୍ରତିବର୍ଷ ୫୫୦୦ରୁ ଅଧିକ ପିଲା ବ୍ୟବହାର କରୁଛନ୍ତି ତମାଖୁ

କେନ୍ଦୁଝର: ଯୁବପିଢ଼ିଙ୍କ ମଧ୍ୟରେ ଭୟଙ୍କର ଭାବେ ବଢ଼ି ଚାଲିଥିବା ନିଶା ସେବନର ଅଭ୍ୟାସକୁ ପ୍ରତିହତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ କେନ୍ଦୁଝର ପକ୍ଷରୁ ଯୁବସମାଜ ପାଇଁ ତମାଖୁ…
Read More...

ଅନୁଭବଙ୍କ ନାମରେ ନକଲି ଆକାଉଣ୍ଟ, ଅଭିଯୁକ୍ତକୁ ଗିରଫ କଲା କଟକ ସାଇବର ଥାନା ପୁଲିସ

କଟକ: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିଥିବା ଭୀଷ୍ମ ମହାନ୍ତକୁ ପୁଲିସ ଗିରଫ କରିଛି। ଆଜି କଟକ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ…
Read More...

ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ କଳସ ଯାତ୍ରା ଆରମ୍ଭ

ଲାଞ୍ଜିଗଡ:କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ପାହାଡ ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ଵୁଢ଼ାରଜାଙ୍କ ବାର୍ଷିକ କଳସ ଯାତ୍ରା ଆରମ୍ଭ ହୋଇଯାଇଛି। ଆଜି ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ…
Read More...

ଆଖଣ୍ଡଳମଣିଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା

ଆରଡି: ଆଖଣ୍ଡଳମଣିଙ୍କ ପୀଠରେ  ପବିତ୍ର କୁମାର ଉତ୍ସବ ଠାରୁ ୪ଦିନ ବ୍ଯାପି ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ପୀଠରେ ୨ଟି ମେଢରେ ପୂଜା ପାଇ ଆସୁଛନ୍ତି ଗଜଲକ୍ଷ୍ମୀ। ଏଥିପାଇଁ ମା’ଙ୍କ…
Read More...

ଦକ୍ଷ ରାଜନେତା ତଥା ସମାଜସେବୀ ଭାବରେ ସୁନାମ ଅର୍ଜନ କରିଥିଲେ ସ୍ବର୍ଗତ ପ୍ରଭାତ ସାମନ୍ତରାୟ

ଭୁବନେଶ୍ବର: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ…
Read More...

ଦୁର୍ଘଟଣାକୁ ହାତ ଠାରି ଡାକୁଛି ରାସ୍ତା ପାର୍ଶ୍ବ ଜଙ୍ଗଲ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ ଜୁନାଡିହି ଛକରୁ ଲାଙ୍ଗବାହାଲ, ଲଇଡା, ପୁରୁଣାପାଣି, କଟୁରାଟୁଆଁ, ସାତକମା, ଆଦି ଗ୍ରାମ ଦେଇ କୁଚିଣ୍ଡା କୁ ସଂଯୋଗ କରୁଥିବା ରାସ୍ତା ଏବଂ ଲଇଡାରୁ ରେଙ୍ଗଲୋଇ,…
Read More...

ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠ ଠାରେ ନବକନ୍ୟା ପୂଜନ ସମାରୋହ

ବୌଦ୍ଧ: ନାରୀ ହିଁ ସେନେହମୟୀ, ନକ୍ଷରୀ ହିଁ କରୁଣାମୟୀ, ନାରୀ ହେଉଛି ଶକ୍ତି ର ପ୍ରତୀକ କ୍ଷ ଏହାକୁ ପ୍ରତିପାଦନ କରିବାକୁ ଆଜି ନବରାତ୍ରୀ ପୂଜା ପୂର୍ଣ୍ଣାହୁତି ଅବସରରେ ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠ ଠାରେ ନବକନ୍ୟା ପୂଜନ…
Read More...

ଆରଏସଏସ ପକ୍ଷରୁ ବିଜୟା ଦଶମୀ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ରାଷ୍ଟୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ସମାରୋହ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାରଛି। ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବିଜୟା ଦଶମୀ ସମାରୋହରେ ମୁଖ୍ୟ…
Read More...

କିରାମାହା ଗ୍ରାମବାସୀଙ୍କୁ ମିଳୁନି ବସୁଧା ପାନୀୟ ଜଳ

ଫୁଲବାଣୀ: ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ହେତୁ କିରାମାହା ଗ୍ରାମବାସୀଙ୍କୁ ମିଳୁନି ବସୁଧା ପାନୀୟ ଜଳ।…
Read More...

‘ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଆଲୋକ ଉନ୍ମେଷ କରିଥିଲା’ ‘ସମ୍ପୂର୍ଣ୍ଣକ୍ରାନ୍ତିର…

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ବାଜି ରାଉତ ମେମୋରିଆଲ୍‌ ଫାଉଣ୍ଡେସନ୍‌ର ମଳିତ ସହଯୋଗରେ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ…
Read More...

ଦଶହରା ପାଇଁ ସାରା ଜିଲା ଉତ୍ସବ ମୁଖର, ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ମୃଣ୍ମୟୀ ପ୍ରତିମା

ଫୁଲବାଣୀ:ଶାରଦୀୟ ଦୁର୍ଗାପୂଜା ପାଇଁ କନ୍ଧମାଳ ଜିଲା ହୋଇ ଉଠିଛି ଉତ୍ସବ ମୁଖର। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ମୃଣ୍ମୟୀ ପ୍ରତିମା। ସପ୍ତମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା।…
Read More...

ନୀଳଗିରି ସିରିଚ ଚୋରି ଘଟଣାର ପର୍ଦ୍ଦାଫାସ, ୨ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଗୋପୀନାଥପୁର ଗାଁର ମହେଶ୍ୱର ବେହେରାଙ୍କ ପରିବାର ଘରେ ନଥିବା ସମୟରେ ଗତ ସେପ୍ଟେମ୍ବର ୨୪ରାତି ପ୍ରାୟ ୮ଟା ସମୟରେ ତାଙ୍କର ସମ୍ପର୍କୀୟ ପୁତୁରା ଘରେ ପଶି ଆଲମାରୀରୁ…
Read More...

ଦାଦନ ଖଟିବାକୁ ଯାଇ ଅକାଳ ମୃତ୍ୟୁର ଶିକାର ହେଲେ ଅର୍ଚ୍ଚନା 

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି।  ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ…
Read More...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଗୁରୁଡିଝାଟିଆ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ବେଲ ତିରିଆ(୫୫) ହୋଇଥିବା ବେଳେ ତାଙ୍କ ଘର ଗୋବରା ପଞ୍ଚାୟତର ଖିରିଖିଆ ଗ୍ରାମରେ ବୋଲି ବନ ବିଭାଗ ସୂଚନା ଦିଆଯାଇଛି। ଗତକାଲି ମୃତ…
Read More...