ମମିତା ମେହେରଙ୍କ ବାପା ମା ବିଜେପିରେ ସାମିଲ 

କଣ୍ଟାବାଞ୍ଜି : ଝରଣୀ ଗାଁରେ ବିଜେପିର ସଦସ୍ୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମମିତା ମେହେରଙ୍କ ବାପା ଓ ମା ହେଲେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଜିଲା ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର…
Read More...

ପଦ୍ମପୁର ସହରରେ ଶାରଦୀୟ ଦୁର୍ଗାପୁଜା ଧୁମ ଧାମରେ ପାଳିତ

ପଦ୍ମପୁର: ପଦ୍ମପୁର ବ୍ଲକ ପଦ୍ମପୁର ବସଷ୍ଟାଣ୍ଡ ବଜାର ଅଞ୍ଚଳରେ ଦୁର୍ଗତି ନାସିନୀ ମା ଦୁର୍ଗା ଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ଦୁର୍ଗା ପୂଜା କମିଟି ତରଫରୁ ଶାରଦୀୟ ଦୁର୍ଗାପୂଜା ଆଜି ଠାରୁ ଧୁମୁଧାମରେ ଆରମ୍ଭ…
Read More...

ଭୁବନେଶ୍ବର ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମା’ଙ୍କ ନିକଟରେ କଲେ ଆଶିଷ ଭିକ୍ଷା

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଆଶିଷ ଭିକ୍ଷା କରିଛନ୍ତି। ଶାରଦୀୟ ଦୂର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ…
Read More...

୧୫ରେ ଲଇଡା ସମଲେଶ୍ବରୀଙ୍କ ୨୫୪ତମ ପ୍ରସିଦ୍ଧ  ବଳିଯାତ୍ରା

ରେଙ୍ଗାଲି:  ଆସନ୍ତା ୧୫ ତାରିଖ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାର   ଲଇଡା ରେ ଅନ୍ୟତମ ପୁରାତନ ଶକ୍ତିପୀଠ ରେ ଆରାଧ୍ୟ ଦେବୀ ମା ସମଲେଶ୍ବରୀ  ଙ୍କ ୨୫୪ତମ ବଳିଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ପାଇଁ ସମସ୍ତ ପ୍ରକାର…
Read More...

ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ; ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ପୂଜା…
Read More...

ପୂଜାମଣ୍ଡପ ବୁଲିବେ ମୋହନ ଓ ନବୀନ, ପାର୍ବଣରେ ମା’ଙ୍କୁ କରିବେ ପୂଜାର୍ଚ୍ଚନା

ଭୁବନେଶ୍ବର: ପବିତ୍ର ଦଶହରା ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କଟକ ସହର ଓ ରାଜଧାନୀ ଭୁବନେଶ୍ବର ଦୁର୍ଗା ପୂଜା ପାଇଁ ଖ୍ୟାତି ଅର୍ଜନ କରିଛି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀଦଳ…
Read More...

ପାର୍ବଣରେ ଜନପଥରେ ଅସମ୍ଭାଳ ଟ୍ରାଫିକ, କଟକଣା ନେଇ ସତର୍କ ସୂଚନା ଜାରି କଲା କମିଶନରେଟ ପୁଲିସ

ଭୁବନେଶ୍ୱର : ପାର୍ବଣ ସମୟରେ ରାଜଧାନୀର ରାସ୍ତାଘାଟରେ ଟ୍ରାଫିକ ଜାମ୍‍ ହେଉଛି। ବିଶେଷ କରି ଜନପଥରରେ ପ୍ରବଳ ଜନଗହଳି ହେଉଥିବାବେଳେ ଟ୍ରାଫିକ ପୋଷ୍ଟଗୁଡ଼ିକରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଅପରପକ୍ଷରେ…
Read More...

ଖଣ୍ଡଗିରି ଥାନାରେ ପୁଲିସକୁ ଦୁର୍ବ୍ୟବହାର ଅଭିଯୋଗ, ମହିଳାଙ୍କ ବିରୋଧରେ ମାମଲା  ରୁଜୁ

ଭୁବନେଶ୍ବର: ଖଣ୍ଡଗିରି ଥାନାରେ ପୁଲିସକୁ ଦୁର୍ବ୍ୟବହାର କରୁଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୋସିଆଲ ମିଡ଼ିଆରେ ତାଙ୍କର ଭିଡିଓ ଭାଇରାଲ୍ ହେବା ପରେ କମିଶନରେଟ ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ…
Read More...

ବୁର୍ଲା ସହରରେ ଶାରଦୀୟ ଦୁର୍ଗାପୁଜାର ଧୁମ: ·ରିଆଡ଼େ ପାର୍ବଣର ମାହୋଲ

ବୁର୍ଲା: ବୁର୍ଲାରେ ଶାରଦୀୟ ଦୁର୍ଗାପୁଜା ବିଭିନ୍ନ ମଣ୍ଡପ ଠାରେ ସାଧାରଣ ଭାବରେ ରିତିନିତି ଅନୁଯାୟୀ ମହା ଆଡ଼ମ୍ବର ସହକାରେ ଆଜି ସପ୍ତମୀ ଠାରୁ ଆରମ୍ଭ ହେଉଛି। ସମସ୍ତ ପୀଠ ମାନଙ୍କରେ ମାତା ଦୁର୍ଗାଙ୍କ ପ୍ରାଣ…
Read More...

ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଗିରଫ 

ଗୋପାଳପୁର : ସ୍ତ୍ରୀକୁ ଯୌତୁକ ନିର୍ଯ୍ୟାତନା ଦେବା, ମାଡ଼ା ମାରିବା ସହ ଛାତ ଉପରୁ ଠେଲି ଦେବା ଅଭିଯୋଗରେ ସ୍ବାମୀକୁ ଗୋପାଳପୁର ପୁଲିସ ଗିରଫ କରିଛି। ଗିରଫ ପରେ ସ୍ୱାମୀକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଗିରଫ…
Read More...

୨୩ କେଜି ଗଞ୍ଜେଇ ଜବତ, ୨ ମହିଳାଙ୍କ ସମେତ ୩ ଗିରଫ 

ଗୋପାଳପୁର: ଗୋପାଳପୁର ପୁଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦୁଇ ମହିଳାଙ୍କ ସମେତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ପାଟପୁର ଥାନା ଧର୍ମପୁର ତୋଟା ସାହିର ଡ଼ି. କାହ୍ନା ଦୋରା, ଭୁବନେଶ୍ୱର…
Read More...

ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡୁନମ୍‌

ଭୁବନେଶ୍ୱର: ଏଡୁନମ୍‌– ଗାଇଡ଼ିଂ କ୍ୟାରିୟର୍ ଏକ ଅନୁଷ୍ଠାନ ଯାହା ଶିକ୍ଷାବିତ୍ ତଥା କ୍ୟାରିୟର ପରାମର୍ଶଦାତା ଶ୍ରୀ ଲମ୍ବୋଦର ରାଉତଙ୍କ ଦ୍ୱାରା ୨୦୦୭ ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା…
Read More...

ଜଙ୍ଗଲକୁ ଛତୁ ଆଣିବାକୁ ଯିବା ହେଲା କାଳ, ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ

ନୀଳଗିରି: ବାଲେଶ୍ୱର ଜିଲା, ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ଅଧୀନ ମାଙ୍କିଡ଼ିଆ ସାହିର ୪ଜଣ ମାଙ୍କିଡ଼ିଆ ଛତୁ ଆଣିବାକୁ କୁଲଡିହା ଜଙ୍ଗଲ ଭିତରକୁ ଯାଇଥିଲେ। ସେଠାରେ ଲୁଚି ରହିଥିବା ଏକ ବଣୁଆ ଭାଲୁ ସେମାନଙ୍କୁ  ଅଚାନକ…
Read More...

ଯୋଗ ଦ୍ବାରା ମାନସିକ ରୋଗୀର ସ୍ଵାସ୍ଥ୍ୟ ନିୟନ୍ତ୍ରଣକୁ ଆସିଥାଏ

ଜି.ଉଦୟଗିରି :  କନ୍ଧମାଳ ଜିଲା ଅନ୍ତର୍ଗତ ଗୁଟିଙ୍ଗିଆ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀ ତରଫରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…
Read More...

ଶାରଦୀୟ ପାର୍ବଣ ଦଶହରା ଆରମ୍ଭ,ଜିଲାବ୍ୟାପୀ ଉତ୍ସବମୁଖର

କେନ୍ଦୁଝରଗଡ଼଼: ଶାରଦୀୟ ପାର୍ବଣ ତଥା ହିନ୍ଦୁଧର୍ମର ସାର୍ବଜନୀନ ପୂଜା ଦଶହରା ପର୍ବ ଗୁରୁବାର ଠାରୁ ସମଗ୍ର ଜିଲାରେ ବେଶ୍‌‌ ଧୂମ୍‌‌ଧାମରେ ଆରମ୍ଭ ହୋଇଛି। ଜିଲାବ୍ୟାପୀ ମା’ଦୁର୍ଗାଙ୍କ ନବରାତ୍ର ପୂଜାତ୍ସୋବ ଦୈବୀପୀଠ…
Read More...

ଅନାହାର ମୃତ୍ୟୁ ଅପେକ୍ଷାରେ ଅସହାୟ ବୃଦ୍ଧ ଭାଗବତ!

ସିମୁଳିଆ:ସମାଜରେ ଅବହେଳିତ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଥିଲେ ମଧ୍ୟ ତାହା କିପରି କାର୍ଯ୍ୟକାରୀ ହେଉଛି ଏହି ଅସହାୟ ବୃଦ୍ଧଙ୍କ କ୍ଷେତ୍ରରେ। ଏପରି…
Read More...

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଜେପି ରାଜ୍ୟ ସଭାପତିଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୦/୧୦: ଶାରଦୀୟ ଦୁର୍ଗାପୂଜା ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଅନ୍ୟତମ ମହାନ ପର୍ବ । ମା’ ଦୁର୍ଗା ହେଉଛନ୍ତି ନାରୀ ଶକ୍ତିର ପ୍ରତୀକ । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ…
Read More...

ଖୋର୍ଦ୍ଧାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ

ଖୋର୍ଦ୍ଧା: ଜିଲା ଶିଶୁ ସୁରକ୍ଷା ୟୁନିଟ ଏବଂ ପୋଷଣ ଖୋର୍ଦ୍ଧାର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲା ପରିଷଦ ସଭାଗୃହରେ ଜିଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ…
Read More...

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ୮୬ ବର୍ଷରେ ପରଲୋକ ଘଟିଛି। ଶିଳ୍ପଉଦ୍ୟୋଗ କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ହାସଲ କରି ଟାଟାକୁ ଏକ ବ୍ରାଣ୍ଡରେ ସେ ପରିଣତ କରିଥିଲେ। ଚା’, ଲୁଣ ଠାରୁ ଆରମ୍ଭ କରି…
Read More...

ଟ୍ରକ ଓ ବାଇକ ଧକ୍କାରେ ୨ ମୃତ: ସ୍ଥାନୀୟ ଲୋକଙ୍କ ପ୍ରତିବାଦ, ଅଟକି ରହିଛି ଶହ ଶହ ଟ୍ରକ ଓ ବସ

ଭଦ୍ରକ : ଭଦ୍ରକ ୧୬ ନଂ ଜାତୀୟ ରାଜପଥ ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ଟ୍ରକ ଓ ବାଇକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ର ୧୬ ନଂ ଜାତୀୟ…
Read More...

ଦାନ୍ତ ପାଇଁ ଦନ୍ତା ଶିକାର, ମଠଖାଇ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ବଲାଙ୍ଗିର ବନାଞ୍ଚଳର ଅସୁରଡୁଙ୍ଗୁରି ନିକଟ ମଠଖାଇ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଦନ୍ତାର ଗୋଟିଏ ଦାନ୍ତ କଟାଯାଇଥିବାରୁ ହାତୀ ଶିକାର ପରେ…
Read More...

ଇସ୍ତଫା ଦେଲେ ଆର.ଜି.କର ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତର

କଲକାତା: ପଶ୍ଚିମବଙ୍ଗରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ କନିଷ୍ଠ ଡାକ୍ତରମାନେ ଯେଉଁ ଅନଶନ ଚଳାଇଛନ୍ତି, ତାହାକୁ ସମର୍ଥନ ଜଣାଇ କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦…
Read More...

ବିକାଶର ଗ୍ୟାରେଣ୍ଟିକୁ ପୁଣି ଭରସା : ମୋଦୀ

ନୂଆଦିଲ୍ଲୀ: କଂଗ୍ରେସର ମିଥ୍ୟା ପ୍ରଚାର ଉପରେ ବିକାଶର ଗ୍ୟାରେଣ୍ଟି ପୁଣି ଥରେ ବିଜୟ ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳ ପ୍ରକାଶ କରେ…
Read More...

ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ ନୟାଗଡରେ ୧୫.୨ମି.ମି.ବର୍ଷା ରେକର୍ଡ ହୋଇଥିବା ବେଳେ ଢେଙ୍କାନାଳ, ଦାରିଙ୍ଗବାଡି, ଫୁଲବାଣୀ,…
Read More...

ଆମେରିକା ମୁହାଁ ବୃହତ୍ ସାମୁଦ୍ରିକ ଝଡ଼

ୱାଶିଂଟନ୍: ଚଳିତ ଶତାବ୍ଦୀର ସର୍ବାପେକ୍ଷା ବୃହତ୍ ସାମୁଦ୍ରିକ ଝଡ଼ ଆମେରିକା ମୁହାଁ ହୋଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଫ୍ଲୋରିଡାଠାରେ ମିଲଟନ୍ ସାମୁଦ୍ରିକ ଝଡ଼ ନେଇ ଚେତାବନୀ ଦିଆଯାଇଛି। ଏହି ଝଡ଼କୁ…
Read More...

ଚତୁର୍ଥ ଜନଜାତୀୟ ଗୌରବ ଦିବସ ଭାବେ ବିର୍ସାଙ୍କ ଜୟନ୍ତୀ ୧୫ ନଭେମ୍ବରରୁ ବର୍ଷ ବ୍ୟାପୀ ବ୍ୟାପକ ଭାବରେ ପାଳନ କରାଯିବ

ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…
Read More...

ଟ୍ରେନ ଧକ୍କାରେ ଯୁବକ ମୃତ

ଅମର୍ଦ୍ଦାରୋଡ଼ : ଦକ୍ଷିଣ ପୂର୍ବ ରେଳପଥର ବସ୍ତା ରେଳ ଷ୍ଟେସନ ଅନତି ଦୂରରେ ରେଳ ଧାରଣା ପାରି ହେଉଥିବା ବେଳେ ଅପ ଲାଇନରେ କଟି ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ…
Read More...

ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ, ସକାଳ ୪ଟାରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି

ପୁରୀ: ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟକୁ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଅନୁମୋଦିତ ନୀତିନିର୍ଘଣ୍ଟ ଅନୁସାରେ, ସକାଳ ୪ଟାରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି ହୋଇଛି ।…
Read More...

ନାବାଳିକାଙ୍କୁ ବଳାତ୍କାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ପୁରୀ: ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗ ଯୋଡ଼ି ଗ୍ରାମର ଗୁନ ଭୋଇଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦିଆଯାଇଛି। ପୁରୀ ପୋକସୋ କୋର୍ଟ…
Read More...

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ : ଦ୍ଵିତୀୟ ଦିନରେ ଓଡ଼ିଶାକୁ ୨୪ଟି ପଦକ, ୧୦ଟି ସ୍ବର୍ଣ୍ଣ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ର ଦ୍ଵିତୀୟ ଦିନରେ ଆଜି ଓଡିଶାକୁ ୨୪ଟି ପଦକ ମିଳିଛି। ସେଥିମଧ୍ୟରୁ ୧୦ ଟି ସ୍ବର୍ଣ୍ଣ, ୦୬ ଟି ରୌପ୍ୟ…
Read More...

ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି…
Read More...

ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା, ୭୨ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ୮୫…

ଭୁବନେଶ୍ୱର:ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ୭୨ କ୍ରୀଡାବିତ୍ ମାନଙ୍କୁ ଆଜି…
Read More...

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା’ଉତ୍ତରାୟଣୀ, ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହେଉଛି ଅଲଣା ବିରି ଜାଉ…

ପିପିଲି : ପୁରୀ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ସାତଶଙ୍ଖ ସ୍ଥିତ ମା'ଉତ୍ତରାୟଣୀଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ସମସ୍ତ ରୀତିନୀତି ଅନୁଯାଇ ଅନୁଷ୍ଠିତ ହେଉଅଛି। ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁମାନେ…
Read More...

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେଣ୍ଟ, ମେସିନ୍‌ ଲର୍ଣ୍ଣିଙ୍ଗ୍‌, ଡାଟା ସାଇନ୍ସ ଆଦି ନୂତନ ପାଠ୍ୟକ୍ରମ ବହୁଳ ମାତ୍ରାରେ…

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ…
Read More...

ଏଡ଼ସ ରୋଗ ଓ ଅଗ୍ନି ନିରାପତ୍ତା ସଚେତନତା 

କଣ୍ଟାବାଞ୍ଜି : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିର ଯୁବ ରେଡକ୍ରସ ଏକକ ତରଫରୁ ଏଡ୍ସ ରୋଗ ଓ ଅଗ୍ନି ନିରାପତ୍ତା ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମକୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର…
Read More...

ସଚ୍ଚୋଟତା, ସ୍ବଚ୍ଛତା ଓ ସାଧୁତାକୁ ଅବଲମ୍ବନ କରି ଲୋକଙ୍କ ସେବା କରନ୍ତୁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ…
Read More...

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ବର: ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ଚଳଚ୍ଚିତ୍ରର…
Read More...

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କଳାକାରଙ୍କ  ଚିକିତ୍ସା ପୂର୍ବରୁ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଅପେକ୍ଷା ରତ ବୃଦ୍ଧ  ବ୍ୟକ୍ତି   ବେଞ୍ଚ ଉପରୁ  ଟଳି ପଡ଼ି ମୃତ୍ୟୁବରଣ  କରିଛନ୍ତି । ଅତାବିରା ବ୍ଲକ ମନାପଡ଼ା …
Read More...

ଯୁବକ ସଂଘ ପକ୍ଷରୁ ମା’ ବରାଳ ଦେବୀଙ୍କ ଚତୁଃପାର୍ଶ୍ବ ସଫେଇ

ଫୁଲବାଣୀ : କନ୍ଧମାଳ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା' ବରାଳ ଦେବୀଙ୍କ ମହିମା କାଇଁ ଯୁଗ ଯୁଗାନ୍ତରୁ ଅପାର। ଭକ୍ତଙ୍କ ଅସାଧ୍ୟ କାମକୁ ସାଧ୍ୟ କରିବାରେ ପ୍ରତକ୍ଷ ଥିବାରୁ ପ୍ରତ୍ୟେକ ଦିନ ଜିଲା ତଥା ଜିଲା ବାହାରୁ ବହୁ…
Read More...

ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତି  

ଗୋପାଳପୁର: ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ଡ଼. ପ୍ରିୟଦର୍ଶନ ପାତ୍ର ନୂତନ କୁଳପତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା  ପୂର୍ବରୁ ଡକ୍ଟର ପାତ୍ର ଅସ୍ଟିନସ୍ଥିତ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ.ଡି,…
Read More...

ସରକାରୀ ସହାୟତା ପ୍ରଦାନ ଦାବିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କ ବିକ୍ଷୋଭ

ପିପିଲି: ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବା ବେଳେ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ…
Read More...

ଅଗ୍ନି ସୁରକ୍ଷା ଓ ପ୍ରାକୃତିକ ମୁକାବିଲା

ରାଇକିଆ : ରାଇକିଆ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅଗ୍ନି ସୁରକ୍ଷା ଓ ପ୍ରାକୃତିକ ମୁକାବିଲା ପାଇଁ ବିଭିନ୍ନ ନିତି ନିୟମ ନେଇ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ…
Read More...

ଯୁବ କ୍ରୀଡାବିତ୍‌ ମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଏକ ଉତ୍କୃଷ୍ଟ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆଜି ଠାରୁ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆରମ୍ଭ ହୋଇଛି। ଓଡ଼ିଶାକୁ ପ୍ରଥମ ଦିନରେ ୨୭ଟି ପଦକ ମିଳିଛି। ଆଜିର ଉଦଘାଟନୀ ସମାରୋହରେ…
Read More...

ଦେହରେ ନିଆଁ ଲଗାଇଲେ ଯୁବତୀ

ବ୍ରହ୍ମପୁର: ବ୍ଲକ କାର୍ଯ୍ୟାଳୟ ଆଗରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଯୁବତୀ ଜଣକ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବତୀଙ୍କ ଦେହରେ ନିଆଁ…
Read More...

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଛୁଇଁଲା ୧ କୋଟି

ଭୁବନେଶ୍ୱର: ଆଜି(ତା ୦୭/୦୯/୨୦୨୪ ରିଖ) ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ…
Read More...

ଦୁଃଖିଶ୍ୟାମ ମିଶ୍ରଙ୍କ କବିତା ସଂକଳନ “ଅଙ୍କୋଳିକା” ଲୋକାର୍ପିତ

ଭୁବନେଶ୍ବର: ରତ୍ନଚିରା ପ୍ରକାଶନୀ ପକ୍ଷରୁ ଡ଼. ଦୁଃଖିଶ୍ୟାମ ମିଶ୍ରଙ୍କ ତୃତୀୟ କବିତା ସଂକଳନ “ଅଙ୍କୋଳିକା” ଉନ୍ମୋଚିତ ହୋଇଯାଇଛି। ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର, ମନୋଜ ପଟ୍ଟନାୟକ, ଚିନ୍ମୟ ହୋତା,…
Read More...

ସାମାଜିକ ଜୀବନରେ ମଣିଷ ଯେଉଁ ସବୁ ଘଟଣାର ସମ୍ମୁଖୀନ ହୁଏ ତାକୁ ଲେଖକଟିଏ ଅନ୍ତର୍ଦୃଷ୍ଟି ସଂପନ୍ନ ଭାବାବେଗରେ ଅବଲୋକନ…

ଜି.ଉଦୟଗିରି: କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ " ସାମାଜିକ ବାସ୍ତବତାର ଜୀବନ୍ତ କାହାଣୀ : ଦାନାପାଣି" ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗ ମୁଖ୍ୟା ସୁପ୍ରିୟା ମହାନ୍ତିଙ୍କ…
Read More...

ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମଙ୍ଗଳବାର ପାଳନ କରିବ ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର:  (ଓୟୁଟିଆର୍ ) ମଙ୍ଗଳବାର ଏହାର ତୃତୀୟ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହି ଅବସରରେ କୃତୀ ଅଧ୍ଯାପକ, ଅଣଶିକ୍ଷକ ଓ…
Read More...

ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଓ ସ୍କୁଟି ଲୁଟ୍‌‌ ଅଭିଯୋଗ

ପିପିଲି : ପିପିଲି ସ୍ଥିତ ବନ୍ଧନ ବ୍ୟାଙ୍କରେ ଆର୍‌‌ଓ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ଠାରୁ ୩ଜଣ ଦୁର୍ବୁତ୍ତ ନଗଦ ଟଙ୍କା ଓ ସ୍କୁଟି ଲୁଟି ନେଇଥିବା ସଂପର୍କରେ ପୁଲିସରେ ଅଭିଯୋଗ ହୋଇଛି। ଏନେଇ…
Read More...

ଛତୁ ଚାଷ ଉଦ୍ୟୋଗୀକ ବିକାଶ ତାଲିମ ଶିବିର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସଂଯୋଗ ସଙ୍ଘଠନ ତରଫରୁ ବେଲପଡା ବ୍ଲକର ଚିକିଲି ଗ୍ରାମରେ ୫୦ ଜଣ ମହିଳା ଙ୍କୁ ନେଇ ଛତୁ ଚାଷ ଉଦ୍ୟୋଗୀକ ବିକାଶ କାର୍ଯ୍ୟକ୍ରମ ନାବାର୍ଡର ଜିଲ୍ଲା ପ୍ରବନ୍ଧକ ଡ଼କ୍ଟର ବିବେକ କୁମାର ନାୟକଙ୍କ…
Read More...

ଦୟାନଦୀରେ କୁମ୍ଭୀର ଆତଙ୍କ

ପିପିଲି:ପିପିଲି ଦେଇ ପ୍ରବାହିତ ଦୟାନଦୀର କଣ୍ଟି ଠାରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ସୋମବାର ସକାଳେ କେତେକ ଗ୍ରାମବାସୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କଣ୍ଟି ଖେଳପଡ଼ିଆ ନିକଟରେ ଦୟାନଦୀରେ ଏକ ଘଡିଆଳ କୁମ୍ଭୀର…
Read More...

କ୍ଷେତକୁ ମିଳୁନି ଇନ୍ଦ୍ରାବତୀ ପାଣି

ଧର୍ମଗଡ଼଼: ଜମିରେ ପାଣି ନାହିଁ। ମାଟି ଫାଟି ଆଁ କଲାଣି। ଧାନ ଗଛ ମରିବାକୁ ବସିଲାଣି। ଗାଁ ମଝି ଦେଇ କେନାଲ ଯାଇଛି ସିନା କ୍ଷେତକୁ ପାଣି ମିଳୁନି। ଏହି ସମସ୍ୟାର ପ୍ରତିକାର କରିବା ପାଇଁ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କୁ…
Read More...

ଇଣ୍ଡିଆ ମେଣ୍ଟ ମୁହାଁ ହେଉଛି କି ବିଜେଡି ?

ଭୁବନେଶ୍ବର : ହରିୟାଣା ଓ ଜମ୍ମୁ କାଶ୍ମୀରରେ ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ବୁଥ୍‌ ବାହୁଡ଼ା ମତ ଇଣ୍ଡିଆ ମେଣ୍ଟ ସପକ୍ଷରେ ରହିଛି। ଏହାକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟରେ ଥିବା ଦଳର ନେତା ଯେତିକି ଖୁସି;…
Read More...

ସ୍ୱାସ୍ଥ୍ୟସେବା ଚିନ୍ତାରେ ପଞ୍ଚାୟତ ବାସୀ

ଫୁଲବାଣୀ: କନ୍ଧମାଳ ଜିଲା ରଣବା ପଞ୍ଚାୟତର ଅଧିବାସୀମାନେ ଏବେ ସ୍ୱାସ୍ଥ୍ୟସେବା ଚିନ୍ତାରେ। ୧୩ଟି ୱାର୍ଡ଼କୁ ନେଇ ଗଠିତ ଏହି ପଂଚାୟତ କନ୍ଧମାଳ-ଗଞ୍ଜାମ ଜିଲା ସୀମାନ୍ତରେ ଅବସ୍ଥିତ। ଅଞ୍ଚଳବାସୀଙ୍କ ବାରମ୍ବାର ଦାବିପରେ…
Read More...

ଅକ୍ଟୋବର ୭ ଏବଂ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର:  ଆସନ୍ତା ଅକ୍ଟୋବର ୭ ତାରିଖ ଏବଂ ଅକ୍ଟୋବର ୧୪ ତାରିଖ ( ଉଭୟ ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ…
Read More...

ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଂଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ବର : ଓଡ଼ିଶା ଫେୟାର ପ୍ରାଇସ ସପ ଡିଲର୍ସ ଫେଡେରେସନ ଅର୍ଥାତ ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର କର୍ମକର୍ତ୍ତାମାନଙ୍କର ଏକ ପ୍ରତିନିଧି ମଣ୍ଡଳ ସଭାପତି ନଗେନ୍ଦ୍ର ନାଥ ଜେନାଙ୍କର ନେତୃତ୍ବରେ ମୁଖ୍ୟମନ୍ତ୍ରୀ…
Read More...

ପ୍ରଥମ ଟି-୨୦ରେ ଜିତିଲା ଭାରତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ

ଗ୍ବାଲିୟର : ପ୍ରଥମ ଟି-୨୦ରେ ଜିତିଲା ଭାରତ। ୪୯ ବଲ ବାକି ଥାଇ ୭ ୱିକେଟରେ ଜିତିଛି ଭାରତ।ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଛନ୍ତି ଏବଂ ୧୬ ବଲରୁ ୩୯ ସହ ବିଜୟ ସୂଚକ ଛକା ମାରିଛନ୍ତି। ସେହିପରି। ସଞ୍ଜୁ ଓ…
Read More...

ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ଫୁଲବାଣୀ ଘରୋଇ ବସ ମାଲିକ ସଂଘ

ଫୁଲବାଣୀ:ପୂର୍ବ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି। କ୍ଷମତାକୁ ଆସିଲେ ଏହି ଯୋଜନାର ସମୀକ୍ଷା କରିବେ ବୋଲି କହିଥିଲେ ବର୍ତ୍ତମାନର ମୂଖ୍ୟମନ୍ତ୍ରୀ। ଅପରପକ୍ଷରେ,…
Read More...

ଗୀତା ଆବୃତ୍ତି ପ୍ରତିଯୋଗିତା, ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ

କଲ୍ୟାଣସିଂହପୁର: ରାଜ୍ୟ ପ୍ରଜ୍ଞାନ ମିଶନ ଦ୍ୱାରା ଆୟୋଜିତ ଗୀତା ଆବୃତ୍ତି ପ୍ରତିଯୋଗିତା ରାୟଗଡା ଜିଲା କଲ୍ୟାଣସିଂହପୁର ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଏଙ୍କେଟେଶ୍ୱର…
Read More...

ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର ୩  ଆହତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଓଲଟି ତିନି  ଜଣ ଆହତ ହୋଉଥବା ବେଳେ ଅଟୋ ଚାଳକ  ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଗୁରୁତର ଆହତ…
Read More...

ବୟସ୍କଙ୍କ ପାଇଁ ଯକ୍ଷ୍ମା ପ୍ରତିଶେଧକ ବିସିଜି ଟୀକାକରଣ , ସଚେତନତା ରଥ ଉଦଘାଟିତ

ଗୁରୁଡିଝାଟିଆ:  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଆଜି ପ୍ରଥମ କରି ବୟସ୍କ ଲୋକମାନଙ୍କୁ ଯକ୍ଷ୍ମା ରୋଗର…
Read More...

ଖୁଣ୍ଟୁଣୀ ଥାନା ସମ୍ମୁଖରେ ୨ଗୋଷ୍ଠୀ ଗଣ୍ଡଗୋଳ ଘଟଣା, ୨ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୁଲିସ ଥାନା ସମ୍ମୁଖରେ ଗଣ୍ଡଗୋଳ ଘଟଣାରେ ପୁଲିସ ଘଣ୍ଟିଖାଲର ଗଣେଶ ଦାସ ଓ ମେଘାର ଅଜୁ ପାତ୍ରକୁ ଗିରଫ କରିଅଛି। ଏହି ଗଣ୍ଡଗୋଳ ଘଟଣାରେ ପୁଲିସ ମୋଟ ୩ଜଣଙ୍କୁ କିରଫ କରିଛି। ଗତକାଲି ବିଜେଡିର…
Read More...

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା

କେନ୍ଦୁଝରଗଡ଼଼ : ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ବନଖଣ୍ଡ ପକ୍ଷରୁ ରବିବାର ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ହାତୀ-ମଣିଷ ଲଢ଼େଇ ସମ୍ପର୍କିତ କୋର କମିଟି ବୈଠକ…
Read More...

ଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ ରେସ୍ତୋରାଁ

ଭୁବନେଶ୍ବର: ବର୍ତ୍ତମାନ ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ରେସ୍ତୋରାଁ। ସାଙ୍ଗ ସାଥି ହେଉ କି ପରିବାର ଲୋକ ସହ ଏସି ରୁମରେ ଖାଦ୍ୟର ମଜ୍ଜା ନେଉଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ବରରେ ଭଳିକି ଭଳି…
Read More...

ମନୋରମା ହତ୍ୟା ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଅଜୟ ମୃତ

କେନ୍ଦୁଝରଗଡ଼଼: କେନ୍ଦୁଝର ସହର ପବିତ୍ରଡିହାରେ ଭଡା ଘରେ ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡଝିଅ ମନୋରମା (୨୦)କୁ ଚଳିତମାସ ୪ ତାରିଖ ଅପରାହ୍ନରେ ଘରେ ପଶି କେହି ଗଳାକାଟି ହତ୍ୟା କରିଥିବା ଘଟଣା କେନ୍ଦୁଝର ସହରରେ…
Read More...

ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ

କେନ୍ଦୁଝର: ଘଟ ଗାଁ ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ୩ ନଂ ଗେଟ ପାର୍ଶ୍ବରେ ଥିବା ୮ଟି ଭୋଗ ଦୋକାନରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଗଲା। ଅଗ୍ନିକାଣ୍ଡର କାରଣ…
Read More...

ପିଏମ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମଠାରେ ପିଏମ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି…
Read More...

ଶିକ୍ଷାଦାନକୁ ‘ଆନନ୍ଦମୟ’ କରନ୍ତୁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ସ୍ଵଚ୍ଛତା ହିଁ ସେବା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଯୁବ ରେଡକ୍ରସ ଏକକ ତରଫରୁ ସ୍ଵଚ୍ଛତା ହିଁ ସେବା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛିଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର…
Read More...

‘ସବୁଜ ସ୍ଥାନାନ୍ତରଣ ରଣନୀତି: ସ୍ଥାୟୀ ଅଭିବୃଦ୍ଧି ଏବଂ ଏକ ସ୍ଥିର ଭବିଷ୍ୟତ ପାଇଁ ଶିଳ୍ପ ଉଦ୍ଭାବନକୁ ବୃଦ୍ଧି କରିବା’…

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ…
Read More...

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଭାବଶାଳୀ ଆଇନଗତ ଢାଞ୍ଚା ଗୁରୁତ୍ୱ ବହନ କରିଥାଏ 

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ ବିଭାଗ ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଇନଗତ ସୀମା: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ଦୃଷ୍ଟିକୋଣ' ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ…
Read More...

ସଡ଼କ ଭିତ୍ତିଭୂମି ସୁଦୃଢ ସହଟ୍ରାଫିକ୍ ପରିଚାଳନା ସୁବ୍ୟବସ୍ଥିତ ହେବ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ନୀତିହେବ…

ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଆଦି ଦ୍ୱାରା  ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ସଡକ…
Read More...

ବୀର ବାଳକ ବାଜି ରାଉତଙ୍କ ଜୀବନ ସ୍ୱଳ୍ପ ହୋଇପାରେ, କିନ୍ତୁ ତାଙ୍କ ବୀରତ୍ଵର ଗାଥା ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା…

ଭୁବନେଶ୍ୱର: ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ…
Read More...

ଆହତ କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

ଭୁବନେଶ୍ବର: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଏସସିବି ମେଡିକାଲରେ ସାକ୍ଷାତ କରିଛନ୍ତି। ତାଙ୍କୁ…
Read More...

ପ୍ରତିଯୋଗିତାରେ ୧୦ଟି ରାଜ୍ୟରୁ ୬୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ, ଓଡ଼ିଶାରୁ ଭାଗନେବେ ୧୧୫ ଆଥଲିଟ୍

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ମାସ ୦୭ ତାରିଖଠାରୁ ୦୯ ତାରିଖ ପର୍ଯ୍ୟନ୍ତ…
Read More...

କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପେକ ବର୍ତ୍ତିଲେ ଚାଳକ

ଫୁଲବାଣୀ: କନ୍ଧମାଳ ଜିଲାର ନୂଆଗାଁ ଅନ୍ତର୍ଗତ ସାରଙ୍ଗଗଡ କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଆଜି ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ…
Read More...

ବନ୍ଦେ ଭାରତ ଟ୍ରନ ଉପରକୁ ଟେକା ମାଡ଼

ଅମର୍ଦ୍ଦାରୋଡ଼: ଦକ୍ଷିଣ ପୂର୍ବ ରେଳପଥର ଜଳେଶ୍ବର-ଅମର୍ଦ୍ଦାରୋଡ଼ ରେଳଷ୍ଟେସନ ମଧ୍ୟବର୍ତ୍ତୀ ପାଞ୍ଚବାଟିଆ ରେଳଫାଟକ ନିକଟରେ ପୁରୀ ହାଓ୍ବଡ଼ା ଯାଉଥିବା ପୁରୀ ହାଓ୍ବଡ଼ା ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଟେକା ମାଡ଼ ହୋଇଛି।ସୂଚନା…
Read More...

ଜିଲା ସ୍ତରୀୟ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ

ଫୁଲବାଣୀ: ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ ହୋଇଯାଇଛି। ଜିଲା ପରିସଦ ସଭାପତି ସୁଶ୍ରୀ ନନ୍ଦିନୀ ମଲିକ ଅତିଥିଭାବେ ଯୋଗଦେଇ…
Read More...

ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ ହେଉଛି ଏହି ସମ୍ମାନ: ରାଜ୍ୟପାଳ

ଭୁବନେଶ୍ୱର : ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ (ଏଫ୍‌ଆଇଭିବି)ର ସଭାପତି ଡ. ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ…
Read More...

ସହରାଞ୍ଚଳରେ ରାସ୍ତାଘାଟ ଓ ଜଳଯୋଗାଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଭୂମିହୀନମାନଙ୍କୁ ଜାଗା ଯୋଗାଇ ଦିଆଯିବ

ଭୁବନେଶ୍ୱର: ଭୂମିହୀନମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଜାଗା ଯୋଗାଇ ଦେବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ…
Read More...

କାନିବାରୁ ଏବଂ ସିନ୍ଧିବାଲି ଗ୍ରାମର ଡାଇରିଆ ସ୍ଥିତି ନିୟନ୍ତ୍ରିତ, ପାଣି ଫୁଟେଇକି ପିଇବାକୁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ…

ଭୁବନେଶ୍ୱର: କନ୍ଧମାଳ ଜିଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ କାନିବାରୁ ଏବଂ ସିନ୍ଧିବାଲି ଗ୍ରାମରେ ଡାଇରିଆ ବ୍ୟାପିଥିବାର ଖବର ପାଇବା ମାତ୍ରେ ଜିଲା ଏବଂ ବ୍ଲକ୍‌ର ତ୍ୱରିତ ପ୍ରତିକ୍ରିୟା ଦଳର ଡାକ୍ତର ଏବଂ…
Read More...

ଓରମାସ୍‌ ତରଫରୁ ରପ୍ତାନୀ ଏବଂ ଇ-କମର୍ସ ସମ୍ପର୍କିତ କର୍ମଶାଳା, ବିଭିନ୍ନ ସଂସ୍ଥା ସହିତ ୪ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓର୍‌ମାସ ଦ୍ୱାରା ଆୟୋଜିତ ଦୁଇଦିନିଆ ରପ୍ତାନୀ ଓ ଇ-କମର୍ସ କର୍ମଶାଳା ଏବଂ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ…
Read More...

ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୧୪ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ ଦନ୍ତେୱାଡ଼ା ଜିଲାରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ। ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲା ସୀମାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୪ଜଣ ମାଓବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା…
Read More...

ଜନସ୍ୱାର୍ଥର ରକ୍ଷକ ଥିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

ପିପିଲି:ସୁସଂଗଠକ, କଂଗ୍ରେସ ଦଳର ବରିଷ୍ଠ ରାଜନେତା ତଥା ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଜନସ୍ୱାର୍ଥର ରକ୍ଷକ ଥିଲେ ବୋଲି ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସ୍ୱର୍ଗତ ସାମନ୍ତରାୟଙ୍କ…
Read More...

ଏମ୍ସ ଭୁବନେଶ୍ୱରରେ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ, ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିପୁଳ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହିନ୍ଦୀ ପକ୍ଷ ପାଳନ ଅବସରରେ ହିନ୍ଦୀ ପ୍ରବନ୍ଧ ଲେଖା, ନୋଟିସ୍ ଏବଂ ଡ୍ରାଫ୍ଟ,…
Read More...

ଲେଟର ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷର କରି ଭାରତକୁ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବରେ ସାମିଲ ହେବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 'ଲେଟର ଅଫ୍ ଇଣ୍ଟେଣ୍ଟ' ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ଯାହା ଦ୍ୱାରା ଭାରତ 'ଶକ୍ତି ଦକ୍ଷତା ହବ୍‍'ରେ ସାମିଲ…
Read More...

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)କୁ ମଞ୍ଜୁର ଓ ଘୋଷଣା କଲା କ୍ୟାବିନେଟ୍

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି…
Read More...

ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ: ସାଧାରଣ ବଣ୍ଟନ, ଧାନସଂଗ୍ରହ ଓ ଗୋଦାମ ପରିଚାଳନା ନେଇ କ୍ଷେତ୍ର…

ଭୁବନେଶ୍ୱର: ରାଜ୍ୟରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥାରେ ଉନ୍ନତିକରଣ ଓ ଚାଷୀ ମାନଙ୍କ ପ୍ରଗତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,…
Read More...

କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ: ଓଡ଼ିଶାରେ କୃଷି ଯନ୍ତ୍ରପାତିର ନିର୍ମାଣ କରିବାକୁ ନିର୍ମାତାମାନଙ୍କୁ ପରାମର୍ଶ…

ଭୁବନେଶ୍ୱର: ଆଜି କୃଷି ଭବନସ୍ଥିତ ଅଡିଟୋରିୟମରେ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ…
Read More...

ଯୋଗାଣ ମନ୍ତ୍ରୀଙ୍କ ବୌଦ୍ଧ ଓ ସୋନପୁର ଗସ୍ତ, ଅଚାନକ ଯାଞ୍ଚ କଲେ ବିଭିନ୍ନ ମିଲ୍‌ ଓ ଗୋଦାମ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଗୋଦାମ ଓ ମିଲ୍‌କୁ ଅଚାନକ ପରିଦର୍ଶନ କରିଛନ୍ତି । ବୌଦ୍ଧ ଜିଲାର ରାଣୀସତୀ ମିଲ୍‌ ଓ…
Read More...

୫ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଓଡ଼ିଶାରେ ନିଶ୍ଚିତ ବିନିଯୋଗ ହେବ

ଭୁବନେଶ୍ବର: ନୂଆଦିଲ୍ଲୀରେ ଶିଳ୍ପପତିମାନଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଜି ଆମେ ଉଦ୍ୟୋଗପତି ମାନଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବିନିଯୋଗ ପାଇଁ…
Read More...

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶିଷ୍ଟ ଲେଖକ ମୋହନ ଖୋକର୍‌ଙ୍କ ଜନ୍ମଶତବାର୍ଷିକୀ ପାଳିତ

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ଥିବା ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ କଳା କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗ ଏବଂ ଗୁରୁ କେଳୁଚରଣ…
Read More...

ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ଡବ୍ଲ୍ୟୁବି-ଓଏଚଇପିଇଇ ସହଯୋଗରେ ଡିଜିଟାଲ ଯୁଗରେ ମାନସିକ ସ୍ବାସ୍ଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଆହ୍ବାନ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ…
Read More...

ସାଗୁଆନ ଓ ଫାସି କାଠ ସହ ମିନି ଟ୍ରକ ଜବତ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ବଉଳପଦା ଗ୍ରାମରୁ ବୁଧବାର ବିଳମ୍ବିତ ରାତିରେ ଚୋରା କାଠ ବୋଝେଇ ଏକ ମିନି ଟ୍ରକ ଜବତ ହୋଇଥିବା ଜଣାପଡିଛି । ବଉଳପଦା ଗ୍ରାମରେ ଗୋଟିଏ ୪୦୭ ମିନି ଟ୍ରକରେ…
Read More...

ସୁଭଦ୍ରାରେ ଅକ୍ଟୋବର ୯କୁ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ପ୍ରସ୍ତୁତି ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତିଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦ ହିତାଧିକାରୀଙ୍କୁ…
Read More...

ସୁଜାତାଙ୍କ ମନ୍ତବ୍ୟ ପରେ ବବି ଦାସଙ୍କ ମହଲରେ ହଇଚଇ

ଭୁବନେଶ୍ବର: ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁଙ୍କ ବଡ଼ ବୟାନ। ସେ ଇସ୍ତଫା ଦେବାର ନାହିଁ କିମ୍ବା ଯାଜପୁରରେ ଉପନିର୍ବାଚନ ହେବାର ନାହିଁ। ଗତକାଲି ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଉପନିର୍ବାଚନ ରଣ ହୁଙ୍କାର ପରେ…
Read More...

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ…
Read More...

୬୫ ଡେସିବେଲ ଶବ୍ଦ ତୀବ୍ରତା ଭିତରେ ରହିବ ଡିଜେ-ହାଇକୋର୍ଟ

ଭୁବନେଶ୍ବର: ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପାର୍ବଣ ସମୟରେ ଡିଜେ ବଜାଇବାକୁ ଅନୁମତି ଦେଇଛନ୍ତି। ତେବେ ୬୫ ଡେସିବେଲ ଭିତରେ ଡିଜେ ଶବ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।  କଟକ ସହ ସମ୍ପର୍କିତ…
Read More...

ବିତିଲାଣି ୬ ବର୍ଷ, ତଥାପି ସରୁନି ଭଦ୍ରକ-ବାଲେଶ୍ବର ଜାତୀୟ ରାଜପଥ କାମ

ସୋର: ଦୀର୍ଘ ୬ ବର୍ଷ ବିତିଲାଣି; ତଥାପି ସମ୍ପୂର୍ଣ୍ଣ ହୋଇପାରୁନି ବାଲେଶ୍ବର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ବାଲେଶ୍ୱର ସେକ୍ସନ ଅନ୍ତର୍ଗତ ମଇତାପୁର-ଫୁଲାଡ଼ି ୬୨.୫ କିମି ରାସ୍ତାର ପ୍ରଶସ୍ତୀକରଣ…
Read More...