www.samajalive.in
Monday, December 8, 2025
20.1 C
Bhubaneswar

କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାକରଚୁଆ କ୍ଲଷ୍ଟର ବାପୁଜି ଉଚ୍ଚ ବିଦ୍ୟାଳୟ ସରଗୁଲ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମୋହସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ କଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରିତା ଭଦ୍ରା ସରପଂଚ ଜରୁଆମୁଣ୍ଡା,ମୁଖ୍ୟ ବକ୍ତା ଗଜୟ ଦାସ ସିଆରସିସି ମାକାରଚୁଆ, ସଭାପତି ଭାବେ ଲଖମନ ସାହୁ ପ୍ରଧାନ ଶିକ୍ଷକ ବାପୁଜି ଉଚ୍ଚ ବିଦ୍ୟାଳୟ ସରଗୁଲ,ମଞ୍ଚ ପରିଚାଳନା ମଧୁସୂଦନ ବାଗ,ସମ୍ମାନନୀୟ ଅତିଥି ରଘୁମଣି ଭୋଇ ପ୍ରଧାନ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରଗୁଲ,ଗଣେଶ୍ୱର ମାଝୀ ନାଏବ ସରପଞ୍ଚ କରୁଆ ମୁଣ୍ଡା, ଓଁକାର ମାଝୀ ଏସଏମସି ସଭାପତି ସରଗୁଲ, ମାକାରଚୁଆ କ୍ଲଷ୍ଟର ର ଅନ୍ୟ ଶିକ୍ଷକ ମାନେ ବିଘେଁଶ୍ୱର ବଉକ,ସୁଖମଣି ରଣା, ନିଲକାନ୍ତ ରଣା, ଅକୁର ବେହେରା, ମହେଶ୍ୱର ଦେଓ,ସୁବଳ ରଣା, ଥବିର ବଉକ ପ୍ରମୁଖ ଉପସ୍ଥିତ ଥିଲେ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡ଼ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories