www.samajalive.in
Wednesday, December 10, 2025
18.1 C
Bhubaneswar

ଆସୁଛି ଦୁର୍ଗାପୂଜା, ହାଇକୋର୍ଟଙ୍କ ନିର୍ଦେଶ ପରେ ସିଏମସି ତତ୍ପର

କଟକ: ଆସୁଛି ଦୁର୍ଗାପୂଜା। ହାଇକୋର୍ଟ ନିୟମ ଅନୁଯାୟୀ ସେପ୍ଟେମ୍ବର ୨୬ ପୂର୍ବରୁ  କଟକର ସମସ୍ତ ରାସ୍ତା  ମରାମତି କାମ ସରିବ। ଏନେଇ ସ୍ପଷ୍ଟ କରିଛନ୍ତି କଟକ ମହାନଗର ନିଗମ ମେୟର ସୁବାସ ସିଂ। ସିଏମସି ମେୟର ସୁବାସ ସିଂ କହିଛନ୍ତି ଯେ ମା’ ଦୁର୍ଗାଙ୍କ ପୂଜା ସମୟରେ ଯେପରି କୌଣସି ଅସୁବିଧା ନହେବ ସେ ଦିଗରେ ସିଏମସି ଗୁରତ୍ବ ଦେଇଛି। ଶାନ୍ତିଶୃଙ୍ଖଳାର ସହ କିଭଳି କଟକ ସହରରେ ଦୁର୍ଗୋତ୍ସବ ସମ୍ପନ୍ନ ହେବ ସେଥିନେଇ ସିଏମସି ପକ୍ଷରୁ ବିଭିନ୍ନ ସମୟରେ ପୂଜା କମିଟିଗୁଡ଼ିକ ସହିତ ଆଲୋଚନା ଜାରି ରଖିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories