ପୂର୍ବତନ ଉପଜିଲାପାଳଙ୍କୁ ଜେଲ

ଭୁବନେଶ୍ବର: ପୂର୍ବତନ ଉପଜିଲାପାଳଙ୍କୁ ଜେଲ ଦଣ୍ଡାଦେଶ। ଝାରସୁଗୁଡ଼ା ପୂର୍ବତନ ଉପଜିଲାପାଳଙ୍କୁ ଜେଲ ଦଣ୍ଡାଦେଶ। ପୂର୍ବତନ ଉପଜିଲାପାଳ ପ୍ରଦୀପ କୁମାର ବାରିକଙ୍କୁ ଜେଲ ଦଣ୍ଡାଦେଶ। ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦେଶ। ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ।

ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ଉପଜିଲାପାଳ ପ୍ରଦୀପ କୁମାର ବାରିକଙ୍କ ପେନ୍‌ସନ୍‌ ବନ୍ଦ ପାଇଁ ଓଡିଶା ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Comments are closed.