www.samajalive.in
Monday, December 8, 2025
20.1 C
Bhubaneswar

ସୁଭଦ୍ରା ଯୋଜନା ରଥ ଉଦଘାଟିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ  କାର୍ଯ୍ୟାଳୟ ପରିସରରେ ଆଜି ସୁଭଦ୍ରା ଯୋଜନା ପ୍ରଚାରର ରଥ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମନୀଷା ଦାସ  ଯୋଗ ଦେଇ ପାରମ୍ପରିକ ରୀତିନୀତି ଅନୁଯାୟୀ  ପୂଜା ପାଠ କରି ପ୍ରଚାର ଗାଡିକୁ ଉଦଘାଟନ କରିଥିଲେ। ଏଥିରେ ତହସିଲଦାର ରଞ୍ଜନ କୁମାର ମାନସେଠ ଯୋଗ ଦେଇଥିବା ବେଳେ କଲ୍ୟାଣ ସିଂହପୁର ଶିଶୁ ବିକାଶ ଅଧିକାରିଣୀ ମମତା ରାଣୀ ଦାସ ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏସ.ପ୍ରଧାନୀ ସହ ବରିଷ୍ଠ କଂଗ୍ରେସ କର୍ମୀ ଚିନ୍ତାଲି ନାଗେଶ୍ୱର ରାଓ, ଗୁଡଲା ପ୍ରସାଦ ରାଓଙ୍କ ଉପସ୍ଥିତିରେ ବ୍ଲକର ଅନେକ ଅଙ୍ଗନୱାଡି କର୍ମି ଏବଂ ଓଏଲଏମର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories