www.samajalive.in
Tuesday, December 9, 2025
16.1 C
Bhubaneswar

ଥାନା ସାମ୍ନାରୁ ଝାମ୍ପିନେଲେ ସାଢେ ୫ ଲକ୍ଷ ଟଙ୍କା

ପିପିଲି :  ପିପିଲି ଥାନା ସମ୍ମୁଖରୁ ମହିଳାଙ୍କଠୁ ୨ ଦୁର୍ବୃତ୍ତ ସାଢେ ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମହିଳାଜଣକ ଷ୍ଟେଟ୍ ବ୍ୟାଙ୍କରୁ ଏସଏଚଜି ଟଙ୍କା ଉଠାଇ ଗାଡି ପାଖକୁ ଆସିବାବେଳେ ୨ ଜଣ ହେଲମେଟ୍ ପିନ୍ଧି ବାଇକରେ ଆସି ଟଙ୍କା ଝାମ୍ପି ଚମ୍ପଟ୍ ମାରିଛନ୍ତି । ୫ ଲକ୍ଷ ୫୮ ହଜାର ଟଙ୍କା ଲୁଟ୍ ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ପୁଲିସ ଏନେଇ ଯାଞ୍ଚ ଆରମ୍ଭ କରିଛି ।

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories