ପ୍ୟାରିସ୍ ପାରାଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଇତିହାସ ରଚିବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭାରତୀୟ ଦଳ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀ କ୍ରୀଡ଼ାବିତ୍ମାନଙ୍କ ସହ ଥଟ୍ଟା ମଜା କରୁଥିବା ଦେଖିବାକୁ ମିଳିଛି। ଇତିହାସ ରଚିଥିବା ପାରାଆଥ୍ଲେଟ୍ ଏବଂ ସେମାନଙ୍କ କୋଚ୍ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ ପାରାଲିମ୍ପିକ୍ସରେ ୨୯ଟି ପଦକ ଜିତି ରେକର୍ଡ଼ ସୃଷ୍ଟି କରିବା ପରେ ମଙ୍ଗଳବାର ସ୍ଵଦେଶ ଫେରିଛନ୍ତି ଭାରତୀୟ କ୍ରୀଡ଼ାବିତ୍। ପ୍ୟାରିସ୍ ପାରାଲିମ୍ପିକ୍ସରେ ୭ଟି … Continue reading ପ୍ୟାରିସ୍ ପାରାଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed