www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ଜନ୍ମ ଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ୧୩୭ତମ ପବିତ୍ର ଜନ୍ମ ଦିବସ ରବିବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ଉଷା କୀର୍ତନ, ସମବେତ ପାର୍ଥନା, ଠାକୁର ଙ୍କ ଜନ୍ମ ଲଗ୍ନ ଘୋଷଣା, ସତସଙ୍ଗ ଓ଼ ସଦ ଆଲୋଚନା ସହିତ ଭଜନ, କୀର୍ତନ ପରିବେଷଣ ହୋଇଥିଲା। ବିଭିନ୍ନ ଅଞ୍ଚଳ ର ବହୁ ଗୁରୁ ଭାଇ, ମା ମା ନେ ଯୋଗ ଦେଇଥିଲେ। ସତସଙ୍ଗ ପରିଚାଳନା କରିଥିଲେ ଧର୍ମ ଯାଜକ ଗଜେନ୍ଦ୍ର ତରାଇ। ଭାସ୍କର ପ୍ରଧାନ, କେ ଦୁର୍ଯ୍ୟୋଧନ ରେଡି, ଗୋବିନ୍ଦ ଦାସ, ଦେବୀ ପ୍ରସାଦ ମହାପାତ୍ର,ଦିବ୍ୟ ଜ୍ୟୋତି ପ୍ରଧାନ, ସାନୁ, ନିରାକାର ମହାରଣା, ସନ୍ତୋଷ ସାହୁ, କିଶୋର ବୈଠାରୁ, ବିପ୍ର ଭାଇ, ମୁରଲୀ ଧର ମହାରଣା, ମଙ୍ଗୁଳି ପ୍ରଧାନ, ଲକ୍ଷ୍ମୀ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories