ଶିଶୁ ଅଧିକାର ପାଇଁ ରେଡିଓ ଉତ୍କର୍ଷତା ପାଳିତ

ଡେସ୍କ: ୟୁନିସେଫ୍ ଇଣ୍ଡିଆ 'ରେଡିଓ ଫର ଚାଇଲ୍ଡ' ପୁରସ୍କାରର ପଞ୍ଚମ ସଂସ୍କରଣରେ ଆକାଶବାଣୀ, ଘରୋଇ ଏଫଏମ ଷ୍ଟେସନ ଏବଂ ଗୋଷ୍ଠୀ ବେତାର କେନ୍ଦ୍ରର ୨୨ ଜଣ ରେଡିଓ ପ୍ରଫେସନାଲଙ୍କୁ ନିୟମିତ ଟିକାକରଣ, ଜଳବାୟୁ ପରିବର୍ତ୍ତନ…
Read More...

ଆସିଲା ବାଙ୍ଗାଲୋର କାଫେରେ ବିସ୍ଫୋରଣ ସମୟର ସିସି ଟିଭି ଦୃଶ୍ୟ, ୧୦ ଆହତ

ବାଙ୍ଗାଲୋର: ବାଙ୍ଗାଲୋରର ହ୍ବାଇଟ୍‌ ଫିଲ୍ଡ ଅଞ୍ଚଳର ଆଇଟିପିଏଲ ରୋଡ୍‌ ନିକଟରେ ଥିବା ରାମେଶ୍ୱରମ କାଫେରେ ଆଇଇଡ଼ି ବିସ୍ଫୋରଣରେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି କେ…
Read More...

ପୁଣି ୪ ଆଇପିଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

ଡେସ୍କ: ରାଜ୍ୟ ସରକାର ଆଜି ୪ ଜଣ ଆଇପିଏସ ଅଧିକାରୀଙ୍କ ବଦଳି କରିଛନ୍ତି। ବର୍ତ୍ତମାନ ତାଳଚେର ଏନସିଆରର ଆଇଜିପି ଏବଂ ଅନୁଗୁଳ ପିଟିସିର ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱରେ ଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ…
Read More...

ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଠାରେ ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁର ଷ୍ଟେସନରେ ଆଭାସୀ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…
Read More...

ଓଡ଼ିଶାର ଦକ୍ଷିଣାଞ୍ଚଳ ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ – ରାଷ୍ଟ୍ରପତି

ଡେସ୍କ: ଗଞ୍ଜାମ ଭଞ୍ଜବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ କହିଛନ୍ତି, କେବଳ ଓଡ଼ିଶା ଇତିହାସରେ ନୁହେଁ ବରଂ ଭାରତ ଇତିହାସରେ ମଧ୍ୟ ଓଡ଼ିଶାର…
Read More...

ଜିଏସଟି ଆଦାୟ କ୍ଷେତ୍ରରେ ଓଡ଼ିଶା ତୃତୀୟ, ଫେବୃଆରୀରେ ୨୨୯୫.୪୧ କୋଟି

ଡେସ୍କ: ଫେବୃଆରୀ ୨୦୨୪ରେ ୨୨୯୫.୪୧ କୋଟି ଟଙ୍କା ଆଦାୟ ସହ ରାଜ୍ୟ ଜିଏସଟି ଆଦାୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୨୦୨୩ ଫେବୃଆରୀରେ ୧୬୭୩.୯୬ କୋଟି ଟଙ୍କା ଆଦାୟ ହୋଇଥିଲା। ସୂଚନା ଅନୁଯାୟୀ, ୨୦୨୪ ଫେବୃଆରୀ ମାସ…
Read More...

ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା

ଡେସ୍କ: ଦେଶରେ ଆର୍ଥିକ ଦେଣନେଣ ଉପରେ ନଜର ରଖୁଥିବା ସଂସ୍ଥା 'ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ' ଦାୟିତ୍ୱ ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ଉପରେ ୫ କୋଟି ୪୯ ଲକ୍ଷ ଟଙ୍କା…
Read More...

ଓଡିସର୍ଭ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଯୁବ ଗ୍ରାଜୁଏଟମାନଙ୍କୁ ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆଜି…
Read More...

ନିର୍ବାଚନ ଆୟୋଗଙ୍କ ଚେତାବନୀ – ପ୍ରଚାର ବେଳେ ଶୃଙ୍ଖଳା ନ ରଖିଲେ କଠୋର କାର୍ଯ୍ୟାନୁଷ୍ଠାନ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକୁ ସାର୍ବଜନୀନ ପ୍ରଚାରରେ ଶୃଙ୍ଖଳା ବଜାୟ ରଖିବାକୁ ଚେତାବନୀ ଦେଇଛି। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଏମସିସି ଉଲ୍ଲଂଘନ ବିରୋଧରେ କଠୋର…
Read More...

ଧର୍ମ ହେଉଛି ଏକ ଜୀବନ ଶୈଳୀ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଧର୍ମ ହେଉଛି ଏକ ଜୀବନ ଶୈଳୀ ଏବଂ ବ୍ରହ୍ମକୁମାରୀମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଅନୁଭବ କରାଇବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଜ୍ଞାନର ଆଲୋକ…
Read More...

ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଲା ଆବୁଧାବିର ହିନ୍ଦୁ ମନ୍ଦିର

ଡେସ୍କ: ମଧ୍ୟପ୍ରାଚ୍ୟର ପ୍ରଥମ ପାରମ୍ପରିକ ପଥର ମନ୍ଦିର ଆବୁଧାବିର ହିନ୍ଦୁ ମନ୍ଦିର ବାପସ୍, ଆଜିଠାରୁ ଜନସାଧାରଣଙ୍କ ପାଇଁ ଏହାର ଦ୍ୱାର ଖୋଲିଛି। 'ସୌହାର୍ଦ୍ଦ୍ୟ ପର୍ବ'ର ଉଦଘାଟନୀ ଉତ୍ସବରେ ଆନ୍ତଃଧାର୍ମିକ ବୁଝାମଣା,…
Read More...

ଅତିରିକ୍ତ ଟିକସ କିସ୍ତି ଜାରି କଲେ କେନ୍ଦ୍ର ସରକାର, ଓଡିଶାକୁ ୬ ହଜାର ୩୪୫ କୋଟି

ଡେସ୍କ: ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଓ ଭିତ୍ତିଭୂମି ବିକାଶ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ହାତକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ୧,୪୨,୧୨୨ କୋଟି ଟଙ୍କାର ଟିକସ ବଣ୍ଟନର ଆଉ ଏକ ଅତିରିକ୍ତ କିସ୍ତି…
Read More...

୧୮ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ନିଲାମ ଆରମ୍ଭ କଲେ ସରକାର

ଡେସ୍କ: ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଦେଶର ଆବଶ୍ୟକତା ଅନୁଯାୟୀ ଭାରତ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ୧୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକର ନିଲାମ…
Read More...

ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଲା ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ – ରିଜର୍ଭ ବ୍ୟାଙ୍କ

ଡେସ୍କ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୯୭.୬୨ ପ୍ରତିଶତ ନୋଟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି ଏବଂ ପ୍ରତ୍ୟାହାର ହୋଇଥିବା ନୋଟର ମାତ୍ର ୮…
Read More...

ଜାତୀୟ ଜନ୍ମଗତ ତ୍ରୁଟି ସଚେତନତା ମାସ ଆରମ୍ଭ

ଡେସ୍କ: ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ଜନ୍ମଗତ ତ୍ରୁଟି ସଚେତନତା ମାସ ୨୦୨୪ର ଶୁଭାରମ୍ଭ କରିଛନ୍ତି। ଜାତୀୟ ଜନ୍ମଗତ ତ୍ରୁଟି ସଚେତନତା ମାସ ୨୦୨୪ର…
Read More...

ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷିତ

ଡେସ୍କ: ପାକିସ୍ତାନରେ ରବିବାର ହେବାକୁ ଥିବା ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ନ୍ୟାସନାଲ ଆସେମ୍ବ୍ଲି ସଚିବାଳୟ ସମୟ ସୂଚୀ ଘୋଷଣା କରିଛି। ନ୍ୟାସନାଲ ଆସେମ୍ବ୍ଲି (ଏମ୍ଏନ୍ଏ)ର ନବନିର୍ବାଚିତ ସଦସ୍ୟମାନେ ନୂଆ…
Read More...

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରିୟନ ମୁଲ୍ରୋନିଙ୍କର ୮୪ ବର୍ଷ ବୟସରେ ପରଲୋକ

ଡେସ୍କ: ୧୯୮୪ରୁ ୧୯୯୩ ପର୍ଯ୍ୟନ୍ତ ନିଜ ଦେଶର ନେତୃତ୍ୱ ନେଇଥିବା କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରିୟନ ମୁଲ୍ରୋନିଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। କାନାଡ଼ା ଇତିହାସରେ ୧୮ତମ ପ୍ରଧାନମନ୍ତ୍ରୀ ଥିବା ଏହି…
Read More...

ବାୟୁସେନାର ଦୁଇଟି ଲଢୁଆ ସ୍କ୍ୱାର୍ଡନକୁ ‘ରାଷ୍ଟ୍ରପତି ମାନକ’ ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୮ ତାରିଖରେ ହିଣ୍ଡୋନ୍ ସ୍ଥିତ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ସ୍କ୍ୱାଡ୍ରନ୍ - ୨୨୧ ସ୍କ୍ୱାଡ୍ରନ୍ ଏବଂ ୪୫ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ…
Read More...

ଇରାନରେ ନୂଆ ସଂସଦ ପାଇଁ ଚାଲିଛି ମତଦାନ

ଡେସ୍କ: ଇରାନରେ ନୂଆ ସଂସଦ ଚୟନ ପାଇଁ ମତଦାନ ଚାଲିଛି। ସର୍ବୋଚ୍ଚ ନେତାଙ୍କୁ ନିଯୁକ୍ତି ଦେବା କିମ୍ବା ବହିଷ୍କାର କରିବା ଦାୟିତ୍ୱରେ ଥିବା ଆସେମ୍ବଲି ଅଫ୍ ଏକ୍ସପର୍ଟ ନାମକ ଏକ ଶକ୍ତିଶାଳୀ କ୍ଲାରିକାଲ ସଂସ୍ଥାର ୮୮ ଜଣ…
Read More...

ବିଶ୍ୱରେ ମହିଳା ସଶକ୍ତୀକରଣ ପାଇଁ ଭାରତ ଆଦର୍ଶ ପାଲଟିଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଭାରତ ବିଶ୍ୱରେ ମହିଳା ସଶକ୍ତିକରଣ ପାଇଁ ଏକ ମଡେଲ ପାଲଟିଛି। ସୁଯୋଗ ମିଳିଲେ ସେମାନେ ସବୁ କ୍ଷେତ୍ରରେ ନିଜ ପୁରୁଷ ପ୍ରତିପକ୍ଷଙ୍କୁ ପଛରେ ପକାଇ ପାରିବେ ବୋଲି ଦେଶର…
Read More...

ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୦୦ କ୍ୟୁବ୍ ଷ୍ଟାର୍ଟଅପର କରିବେ ଶୁଭାରମ୍ଭ

ଡେସ୍କ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ଦୁଇ ଦିନ ଧରି ସମ୍ବଲପୁର ଗସ୍ତ କରିବେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର…
Read More...

୧୫ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା ପ୍ରଦାନ କଲେ କୃଷିମନ୍ତ୍ରୀ

ଡେସ୍କ: କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରସାଦ ସ୍ବାଇଁ ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ଲାଗୁ ହୋଇଥିବା ନିଷେଧାଦେଶ ସମୟରେ ଜୀବିକା ସୁଦୃଢ଼ କରିବା ପାଇଁ 'ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ମାଛ ଧରା…
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ ସମ୍ମାନସୂଚକ ଡି.ଲିଟ୍ ଉପାଧି

ଡେସ୍କ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍ ଉପାଧିରେ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ…
Read More...

ସଡକ ଦୁର୍ଘଟଣାରେ ରାଜ୍ୟରେ ୨୦୨୩ରେ ଯାଇଛି ୫୬୦୦ ଜୀବନ, ୭୦% ଯୁବବର୍ଗ

ଡେସ୍କ: ରାଜ୍ୟ ସଡକ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିସନର, ପୋଲିସ ମହାନିର୍ଦେଶକ, ବାଣିଜ୍ୟ ଓ ପରିବହନ…
Read More...

ପଦକ ଜିତିଥିବା ଏନସିସି କ୍ୟାଡେଟ୍‌ମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଡେସ୍କ: ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ଵର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦ ଜିତିଥିବା ଓଡିଶାର ଏନ୍.ସି.ସି କ୍ୟାଡେଟ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନସ୍ଥିତ ସରକାରୀ ପ୍ରକୋଷ୍ଠରେ ଆୟୋଜିତ…
Read More...

ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ କହିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ଶିକ୍ଷା…
Read More...

୧୦୧ଟି ପୁରୁଣା ସାମଗ୍ରୀ ହସ୍ତାନ୍ତର କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଡେସ୍କ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରୁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ଦ୍ୱାରା ପରିଚାଳିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ସୀମା…
Read More...

ସନ୍ଦେଶଖାଲି ଘଟଣା – ତୃଣମୂଳ କଂଗ୍ରେସ ନେତା ଶେଖ ଶାଜାହାନଙ୍କ ବିରୋଧରେ ତଦନ୍ତ ଆରମ୍ଭ

ଡେସ୍କ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାଜାହାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ, ସିଆଇଡି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ…
Read More...

ଏବେ ଦେଶରେ ୧୩ ହଜାର ୮୭୪ କଲରାପତରିଆ ବାଘ, ମଧ୍ୟପ୍ରଦେଶରେ ସର୍ବାଧିକ

ଡେସ୍କ: ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ରୁ ୨୦୨୨ ମଧ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ହଜାରେରୁ ଅଧିକ ବୃଦ୍ଧି ପାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ,…
Read More...

୧୫୦ଟି ରେଳ ଷ୍ଟେସନକୁ ‘ଇଟ୍ ରାଇଟ୍ ଷ୍ଟେସନ୍’ ମାନ୍ୟତା

ଡେସ୍କ: ପ୍ରତିଦିନ ଲକ୍ଷ ଲକ୍ଷ ଭାରତୀୟ ରେଳ ଷ୍ଟେସନ ଦେଇ ଯାତାୟାତ କରିଥାନ୍ତି। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ)ର ଇଟ୍ ରାଇଟ୍ ଷ୍ଟେସନ୍ ପଦକ୍ଷେପ ଏହି ଜନଗହଳିପୂର୍ଣ୍ଣ ହବ୍ ମଧ୍ୟରେ…
Read More...

ପଦ୍ମ-ମେଘନା ଅଭୟାରଣ୍ୟରେ ମାଛ ଧରିବା ଉପରେ ୨ ମାସ ପାଇଁ କଟକଣା

ଡେସ୍କ: ବାଂଲାଦେଶରେ ପଦ୍ମ-ମେଘନା ଅଭୟାରଣ୍ୟରେ ମାଛ ଧରିବା ଉପରେ ୨ ମାସ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ ହେବ। ନ୍ୟାସନାଲ ଟାସ୍କ ଫୋର୍ସ କମିଟି ପକ୍ଷରୁ ହିଲ୍ସା ରିସୋର୍ସ…
Read More...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଡେସ୍କ: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର…
Read More...

ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ, ମିଳିବ ସାମାଜିକ ସୁରକ୍ଷା ସହାୟତା ରାଶି

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ…
Read More...

କ୍ୟାବିନେଟ ନିଷ୍ପତ୍ତି – ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ୭୫ ହଜାର ୨୧ କୋଟି ଟଙ୍କା ମଂଜୁର

ଡେସ୍କ: ଏକ କୋଟି ଘରେ ଛାତ ଉପରେ ସୌର ସ୍ଥାପନ ପାଇଁ ପିଏମ-ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏଥିପାଇଁ ୭୫ ହଜାର ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଫେବ୍ରୁଆରି…
Read More...

କଠିନ ପରିସ୍ଥିତିରେ ଆଦିବାସୀଙ୍କ ଜୀବନ, ଯୋଜନା ଅପହଞ୍ଚ – ରାଷ୍ଟ୍ରପତି

ଡେସ୍କ: କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଗରିବଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ହୋଇଥିଲେ ହେଁ ପର୍ଯ୍ୟାପ୍ତ ମାଧ୍ୟମ ଅଭାବରୁ କେତେକ ଯୋଜନା ଆଦିବାସୀ ଗୋଷ୍ଠୀଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଆଜି ରାଷ୍ଟ୍ରପତି…
Read More...

ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ‘ମୋର ପ୍ରଥମ ଭୋଟ ଦେଶ ପାଇଁ’ ଅଭିଯାନ

ଡେସ୍କ: ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ବ୍ୟାପକ ଭୋଟର ସଚେତନତା ଅଭିଯାନ 'ମୋର ପ୍ରଥମ ଭୋଟ ଦେଶ ପାଇଁ' ଆୟୋଜନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ନିର୍ବାଚନରେ ଯୁବଗୋଷ୍ଠୀଙ୍କ ନିରପେକ୍ଷ ଅଂଶଗ୍ରହଣ ସୁନିଶ୍ଚିତ…
Read More...

ବଙ୍ଗୋପସାଗର ତଟବର୍ତ୍ତୀ ଅଂଚଳରେ ଭୂକମ୍ପ ଅନୁଭୂତ

ଡେସ୍କ: ବଙ୍ଗୋପସାଗର ତଟବର୍ତ୍ତୀ ଅଂଚଳରେ ଆଜି ୪.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ରେକର୍ଡ କରାଯାଇଛି। ଭୂକମ୍ପ ନିରୋଧୀ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭାରତୀୟ ସମୟ ୧୧.୨୩ ମିନିଟରେ ୨୬ ସେକେଣ୍ଡ…
Read More...

ବିଭିନ୍ନ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି "ଜାତୀୟ ବିଜ୍ଞାନ ଦିବସ" ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଗୁରୁଜୀ କାଳିଚରଣ ହୋତା ମୁଖ୍ୟ…
Read More...

ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍‌‌ ସବ୍‌‌ ଷ୍ଟେସନର ଶିଳାନ୍ୟାସ

ଆଠଗଡ଼: ଆଠଗଡ଼ ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ମୁକ୍ତାଦେଇପୁରଠାରେ ବୁଧବାର ଏକ ୩୩/୧୧କେଭିର ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍‌‌ ସବ୍‌‌ ଷ୍ଟେସନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଠଗଡ଼ ବିଦ୍ୟୁତ୍‌‌…
Read More...

ସର୍ପେଶ୍ୱରରୁ କଖଡି ରାସ୍ତା ଉନ୍ନତିକରଣ ପାଇଁ ଶିଳାନ୍ୟାସ

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ କଟକିଆ ସାହି ପଞ୍ଚାୟତର ବାଉଁଶଦଣ୍ଡା ଠାରୁ ସର୍ପେଶ୍ୱର ଦେଇ କଖଡି ପର୍ଯ୍ୟନ୍ତ ପ୍ରାୟ ୬.୩୬କିମି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।…
Read More...

ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟାର ହେଉ ଭିଡିଓଗ୍ରାଫି – ବିଜେପି

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ସମୟରେ ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ ବିଜେପି ଆଜି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…
Read More...

୨୦୨୨ ଓ ୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କଲା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ

ଡେସ୍କ: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏହାର ପୁରସ୍କାର ଘୋଷଣା କରିଛି। ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ। ସଂସ୍କୃତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସଙ୍ଗୀତ,…
Read More...

ସନ୍ଦେଶଖାଲି ଯିବେ ଶୁଭେନ୍ଦୁ ଅଧିକାରୀ, ଅନୁମତି ଦେଲେ ହାଇକୋର୍ଟ

ଡେସ୍କ: କୋଲକାତା ହାଇକୋର୍ଟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କେତେକ ପୂର୍ବ ସର୍ତ୍ତ ସହ ପୁଣି ସନ୍ଦେଶଖାଲି ଯିବାକୁ ଅନୁମତି ଦେଇଛନ୍ତି। ଜଷ୍ଟିସ କୌଶିକ ଚନ୍ଦା ନିର୍ଦ୍ଦେଶ ଦେଇଛନ୍ତି ଯେ ଶୁଭେନ୍ଦୁ…
Read More...

ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର ଓ ମୁସଲିମ୍ କନଫରେନ୍ସ ବେଆଇନ ଘୋଷିତ

ଡେସ୍କ: କେନ୍ଦ୍ର ସରକାର ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର (ସୁମଜି ଗୋଷ୍ଠୀ) ଏବଂ ମୁସଲିମ୍ କନଫରେନ୍ସ (ଭଟ୍ଟ ଗୋଷ୍ଠୀ)କୁ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସୋସିଆଲ ମିଡିଆ…
Read More...

ଜମାତ-ଏ-ଇସଲାମି ଉପରେ ୫ ବର୍ଷ ପାଇଁ କଟକଣା ବୃଦ୍ଧି

ଡେସ୍କ: ଜମ୍ମୁ-କଶ୍ମୀରର ଜମାତ-ଏ-ଇସଲାମି ଉପରେ ଲାଗିଥିବା ନିଷେଧାଦେଶକୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ୨୦୧୯ ଫେବ୍ରୁଆରି ୨୮ତାରିଖରେ ଏହି ଗ୍ରୁପକୁ ପ୍ରଥମେ ନିଷିଦ୍ଧ କରାଯାଇଥିଲା। ଆତଙ୍କବାଦ ଏବଂ…
Read More...

ଉତ୍ତରପ୍ରଦେଶରେ ୮ଟି ରାଜ୍ୟସଭା ଆସନ ଜିତିଲା ବିଜେପି

ଡେସ୍କ: ଉତ୍ତରପ୍ରଦେଶରେ ବିଜେପି ୮ଟି ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ୨ଟି ଆସନରେ ବିଜୟୀ ହୋଇଛି।ଆରଏଲଡିର ଜୟନ୍ତ ଚୌଧୁରୀ ଏବଂ ସମାଜବାଦୀ ପାର୍ଟିର କିଛି ବିଦ୍ରୋହୀଙ୍କ ସହାୟତାରେ ବିଜେପି ଗୋଟିଏ ଅତିରିକ୍ତ…
Read More...

ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଡେସ୍କ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକ ରାମ ଚୌଧୁରୀଙ୍କୁ ଢାକାସ୍ଥିତ ସଂସଦ ଭବନରେ ସାକ୍ଷାତ କରିଛନ୍ତି। ଶେଖ୍ ହସିନା କହିଛନ୍ତି ଯେ ଭାରତ ଓ ବାଂଲାଦେଶ…
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆୟୋଜନ କରୁଛି ପୋଷଣ ଉତ୍ସବ

ଡେସ୍କ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପୋଷଣ ଉତ୍ସବ ଆୟୋଜନ କରିବାକୁ ଯାଉଛି ଯାହା କାର୍ଟୁନ୍ କୋଆଲିସନ୍ ମାଧ୍ୟମରେ ଉତ୍ତମ ପୋଷଣର ମୂଲ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଚାର କରିବା ପାଇଁ ଏକ ପ୍ଲାଟଫର୍ମ…
Read More...

ମାର୍ଚ୍ଚ ୧୧ରୁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଆୟୋଜନ କରିବ ଏନଟିଏ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ଏନଟିଏ ମାର୍ଚ୍ଚ ୧୧ରୁ ୨୮ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତରେ ଏବଂ ଭାରତ ବାହାରେ ୨୪ଟି ସହରରେ କମ୍ପ୍ୟୁଟର ଭିତ୍ତିକ ମୋଡରେ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ସିୟୁଇଟି…
Read More...

ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ଆଜି ସନ୍ଧ୍ୟାରେ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ଯବତମାଲ ଗସ୍ତରେ ଯିବେ। ରାଜ୍ୟରେ ୪୯୦୦ କୋଟିରୁ ଅଧିକ ଟଙ୍କାର ରେଳ, ସଡ଼କ ଓ ଜଳସେଚନ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ…
Read More...

ଆଉ ଶୁଣିପାରିଲେନି ବିଚାରପତି, କହିଲେ – ଶୁଣାଣି ଯୋଗ୍ୟ ନୁହେଁ…

ଡେସ୍କ: ନିକଟରେ ମାଡ୍ରାସ ହାଇକୋର୍ଟ ଏକ ବିବାହକୁ ରଦ୍ଦ କରି କହିଛନ୍ତି ଯେ ଉଭୟ ସ୍ୱାମୀ-ସ୍ତ୍ରୀ ପରସ୍ପର ପ୍ରତି ସମାନ ଭାବେ ନିଷ୍ଠୁର ଏବଂ ପରସ୍ପରର ପରିବାର ସଦସ୍ୟଙ୍କ ବିରୋଧରେ ଅପମାନଜନକ ଏବଂ ଅଶ୍ଳୀଳ ମନ୍ତବ୍ୟ…
Read More...

ପୁଣି ରାଜନୈତିକ ସଙ୍କଟ – ସଂସଦର ନୂଆ ଅଧିବେଶନ ଡାକିବାକୁ ମନା କଲେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି

​ଡେସ୍କ: ନବନିର୍ବାଚିତ ନ୍ୟାସନାଲ ଆସେମ୍ବ୍ଲିର ପ୍ରଥମ ଅଧିବେଶନ ଡାକିବାକୁ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ମନା କରିବା ଦ୍ୱାରା ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ ବୋଲି ପିଏମ୍ଏଲ୍-ଏନ୍ ଓ ପିପିପିର ବରିଷ୍ଠ…
Read More...

ଚାକିରି ପାଇଁ ଜମି ମାମଲା – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ୨ ଝିଅଙ୍କୁ ଜାମିନ

ଡେସ୍କ: ରେଳବାଇର ଚାକିରି ପାଇଁ ଜମି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ଝିଅ ମୀସା ଭାରତୀ ଓ ହେମା ଯାଦବଙ୍କୁ ଦିଲ୍ଲୀର ଏକ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ…
Read More...

କୃଷି ଭବନ ପରିଦର୍ଶନ କଲେ, ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ ଗେଟ୍ସ

ଡେସ୍କ: ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସହ ଅଧ୍ୟକ୍ଷ ବିଲ୍ ଗେଟ୍ସ ଆଜି କୃଷି ଭବନ ପରିଦର୍ଶନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ, ପୋଷଣ ନିରାପତ୍ତା ଏବଂ ଜଳବାୟୁ ସ୍ଥିରତାରେ ଉନ୍ନତି…
Read More...

ତୃଣମୂଳ କଂଗ୍ରେସ ପାଇଁ ନ୍ୟାୟ ଅପେକ୍ଷା ତୁଷ୍ଟୀକରଣ ଅଧିକ ଗୁରୁତ୍ୱପୂର୍ଣ୍ଣ – ବିଜେପି

ଡେସ୍କ: ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ବିଜେପି ଅଭିଯୋଗ କରିଛି ଯେ ଟିଏମସି ନେତା ଶାଜାହାନ ଶେଖଙ୍କ ତୁଷ୍ଟୀକରଣ ରାଜନୀତି ଯୋଗୁଁ ସେ ତାଙ୍କୁ ସୁରକ୍ଷା…
Read More...

ସିନେମା ହଲରେ ପ୍ରଦର୍ଶିତ ହେବ ଭୋଟର ସଚେତନତା ସମ୍ବନ୍ଧୀୟ ଚଳଚ୍ଚିତ୍ର

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟର ସଚେତନତା ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ…
Read More...

ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ସମନ

ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି। ଆସନ୍ତା ମାସ ୪ ତାରିଖରେ ଏହି ମାମଲାର ତଦନ୍ତରେ ହାଜର ହେବାକୁ…
Read More...

‘ମୋର ପ୍ରଥମ ଭୋଟ ଦେଶ ପାଇଁ’ ଅଭିଯାନ – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମୋର ପ୍ରଥମ ଭୋଟ ଦେଶ ପାଇଁ' ଅଭିଯାନ ବିଷୟରେ ପ୍ରଥମ ଥର ମତଦାତାଙ୍କୁ ଜଣାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ନିର୍ବାଚନ ପ୍ରକ୍ରିୟାରେ…
Read More...

ନିଯୁକ୍ତି ବିଜ୍ଞାପନ ବିଭ୍ରାନ୍ତିକର – ରେଳ ମନ୍ତ୍ରାଳୟ

ଡେସ୍କ: ରେଳବାଇ ପୁଲିସ ଫୋର୍ସ ଏବଂ ଆରପିଏଫରେ ୪୨୦୮ଟି କନଷ୍ଟେବଳ ଓ ୪୫୨ଟି ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଥିବା ବିଜ୍ଞପ୍ତିକୁ ଭୁଲ ଏବଂ ବିଭ୍ରାନ୍ତିକର ବୋଲି ରେଳ…
Read More...

ଦାବୀ ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ଜି.ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମପଞ୍ଚାୟତ ସ୍ଥିତ ୧୦ ଗୋଟି ଗ୍ରାମର ଅଧିବାସୀ ମଙ୍ଗଳବାର ଦିନ ବିଭିନ୍ନ ଦାବୀ ନେଇ ଜି.ଉଦୟଗିରି ବିଡିଓଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ…
Read More...

ବାଇକ୍-କାର୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଜି ଉଦୟଗିରି: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ଭଞ୍ଜନଗର ପଟୁ ଫୁଲବାଣୀ ଅଭିମୁଖେ ଆସୁଥିବା ଏକ କାର ଓ କଳିଙ୍ଗା ଠାରୁ ଡୁଇ କିମୀ ଏକ ବୁଲାଣି ରାସ୍ତାରେ ଜି ଉଦୟଗିରିରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିବା ଏକ…
Read More...

୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କଲା ଭାରତୀୟ ସେନା

ଡେସ୍କ: ୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କରି ଭାରତୀୟ ସେନା ନିଜର ସେତୁ ନିର୍ମାଣ ଦକ୍ଷତା ପ୍ରଦର୍ଶନ କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଏହି ସେତୁର ଡିଜାଇନ ସିଷ୍ଟମ…
Read More...

ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ନିର୍ମଳା ସୀତାରମଣ

ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସରକାରଙ୍କ ୧୦ ବର୍ଷ ମଧ୍ୟରେ…
Read More...

ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଆପ୍

ଡେସ୍କ: ଦିଲ୍ଲୀର ୪ଟି ଲୋକସଭା ଆସନ ଏବଂ ହରିୟାଣାର କୁରୁକ୍ଷେତ୍ର ନିର୍ବାଚନ ମଣ୍ଡଳୀରୁ ଗୋଟିଏ ଆସନ ପାଇଁ ଆମ୍ ଆଦମୀ ପାର୍ଟି ଆଜି ପ୍ରାର୍ଥୀ ଘୋଷଣା କରିଛି। ଆପ୍ ପୂର୍ବ ଦିଲ୍ଲୀ ଆସନରୁ କୁଲଦୀପ କୁମାରଙ୍କୁ ପ୍ରାର୍ଥୀ…
Read More...

୫% ଖସିଲା ଦେଶର ଦାରିଦ୍ର୍ୟ, ହ୍ରାସ ପାଉଛି ଗ୍ରାମାଞ୍ଚଳ-ସହରାଞ୍ଚଳ ମଧ୍ୟରେ ବ୍ୟବଧାନ

ଡେସ୍କ: ୫% ଖସିଲା ଦେଶର ଦାରିଦ୍ର୍ୟ, ହ୍ରାସ ପାଉଛି ଗ୍ରାମାଞ୍ଚଳ-ସହରାଞ୍ଚଳ ମଧ୍ୟରେ ବ୍ୟବଧାନ - ନୀତି ଆୟୋଗ ମୁଖ୍ୟ ଡେସ୍କ: ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ଦ୍ୱାରା କରାଯାଇଥିବା ସଦ୍ୟତମ ଉପଭୋକ୍ତା ବ୍ୟୟ…
Read More...

ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଅଡୁଆରେ ପତଞ୍ଜଳି, ସୁପ୍ରିମକୋର୍ଟରେ ମାମଲା

ଡେସ୍କ: ଯୋଗଗୁରୁ ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପତଞ୍ଜଳିକୁ…
Read More...

ରେକର୍ଡ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟରମାନେ ରେକର୍ଡ ସଂଖ୍ୟକ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ଆଜି ଆକାଶବାଣୀରେ 'ମନ୍ କି ବାତ୍'…
Read More...

କୃଷକ ଆନ୍ଦୋଳନ ୨୯ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କୃଷିଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଆଇନ ପ୍ରଣୟନ କରାଯିବା ଦାବିରେ କୃଷକମାନେ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୁଲିସ…
Read More...

୩ ଦିନ ହାଲୁକା ବର୍ଷା

ଭୁବନେଶ୍ବର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ୨୯ ତାରିଖରୁ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି…
Read More...

ନାରୀର ଲୁହ ଓ ଆକ୍ରମଣାତ୍ମକ ପୁରୁଷ

କୁହାଯାଏ ଯେ ଜଣେ ନାରୀ (ସୀତା)ଙ୍କ ଲୁହରେ ଧ୍ବଂସ ପାଇଥିଲା ସ୍ବର୍ଣ୍ଣମୟୀ ଲଙ୍କା ଏବଂ ଆଉ ଜଣଙ୍କ (ଦ୍ରୌପଦୀ) ଲୁହରେ ପ୍ରବଳ ପ୍ରତାପୀ କୁରୁବଂଶ। କାହାଣୀଗୁଡ଼ିକ ପୌରାଣିକ ହେଲେ ହେଁ ତାହା ମନରେ ସ୍ବତଃ ପ୍ରଶ୍ନଟିଏ…
Read More...

କୃତଜ୍ଞତାର କାହାଣୀ

ଆମେଥି ଜିଲାର ଜଣେ ଯୁବଚାଷୀ, କ୍ଷେତରେ ଗୋଡ଼ଭାଙ୍ଗି ପଡ଼ିଥିବା ଏକ ସାରସ ପକ୍ଷୀକୁ ଉଦ୍ଧାର କରି ଘରକୁ ଆଣିଲେ । କ୍ଷତସ୍ଥାନରେ ମଲମ ଲଗାଇ ବ୍ୟାଣ୍ଡେଜ୍‌ କରିବା ସହ ପକ୍ଷୀଟିକୁ ଖାଇବାକୁ ଦେଲେ । ଅଳ୍ପ ଦିନରେ ପକ୍ଷୀଟି…
Read More...

ବିଶ୍ୱ ଦେଖ ମଧୁମୟ

କଥାରେ ଅଛି ‘ଦୂର ବନ୍ଧୁ ସୁନ୍ଦର’। ସେମିତି ଦୂର ପରବତ ସୁନ୍ଦର। ସମ୍ପର୍କକୁ ସୁଦୃଢ଼ କରିବାକୁ ହେଲେ ସେଥିରେ ନିର୍ଦିଷ୍ଟ ଦୂରତା ରଖିବା ଜରୁରୀ। ନଚେତ୍‌‌ ସମ୍ପର୍କଟା ପାଣିଚିଆ ହୋଇଯାଏ। ଦିନ ଥିଲା ଭାବର ଆଦାନପ୍ରଦାନ…
Read More...

ବିଜେପି କୃଷକ ମୋର୍ଚ୍ଚାର ଗ୍ରାମ ପରିକ୍ରମା କାର୍ୟ୍ୟକ୍ରମ

ବୌଦ୍ଧ: ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଗ୍ରାମ ପରିକ୍ରମା କାର୍ୟ୍ୟକ୍ରମରେ ବୌଦ୍ଧର କୁଲୁତାଖଳି ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ମୋଦି ସରକାରଙ୍କ ବିଭିନ୍ନ ଜନହିତକରୀ ଯୋଜନା ବିଶେଷକରି ଚାଷୀଙ୍କ ଉନ୍ନତି…
Read More...

ବୌଦ୍ଧଗଡ଼ ଏନଏସିକୁ ମ୍ୟୁନସିପାଲଟି ଘୋଷଣା ପରେ ସହରରେ ଉତ୍ସବର ମାହୋଲ

ବୌଦ୍ଧ: ବୌଦ୍ଧବାସୀଙ୍କ ଦୀର୍ଘ ଦିନର ଦାବୀ ରାଜ୍ୟ ସରକାର ପୂରଣ କରିବା ପରେ ଜିଲାରେ ଆନନ୍ଦ ଖେଳିଯାଇଛି। ୧୯୬୧ରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଥିଲେ ମଧ୍ୟ ବୌଦ୍ଧକୁ ପୌରପରିଷଦ ଘୋଷଣା କରିବାକୁ ଦୀର୍ଘଦିନରୁ…
Read More...

ଜିଲା କଂଗ୍ରେସ କାର୍ଯ୍ୟାଳୟର ଶୁଭ ଦେଲେ ଜିଲା ସଭାପତି

ଫୁଲବାଣୀ: କନ୍ଧମାଳ ଜିଲାର କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା ଦଳୀୟ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଏଥିରେ ବରିଷ୍ଠ ନେତା ଘନ କୁମାର ଶବର, ଯୁବନେତା ରଜତ ମହାନ୍ତି, ନନ୍ଦ କିଶୋର ଦାସ, ନଗର…
Read More...

ପାକିସ୍ତାନରେ ୨୦୨୪ ଆରମ୍ଭରୁ ୨୬ ଜଣଙ୍କୁ ହତ୍ୟା

ଡେସ୍କ: ପାକିସ୍ତାନରେ ୨୦୨୪ର ପ୍ରଥମ ୨ ମାସରେ ଅତି କମରେ ୨୬ ଜଣଙ୍କୁ ଅପରାଧୀମାନେ ହତ୍ୟା କରିଥିବା ଜଣାପଡିଛି। ସିନ୍ଧ ପୁଲିସ ବିଭାଗ ପକ୍ଷରୁ ଅନେକ ନୀତି ପ୍ରଣୟନ ସତ୍ତ୍ୱେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି।…
Read More...

୫୦ ହଜାର କୋଟି ଛୁଇଁବ ଭାରତର ପ୍ରତିରକ୍ଷା ରପ୍ତାନି

ଡେସ୍କ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ୨୦୨୮-୨୯ ସୁଦ୍ଧା ୫୦ ହଜାର କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ନୂଆଦିଲ୍ଲୀରେ ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା…
Read More...

ସନ୍ଦେଶଖାଲି ପୀଡ଼ିତାଙ୍କୁ ନ୍ୟାୟ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଡେସ୍କ: ସନ୍ଦେଶଖାଲିରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତୀ ଶ୍ରୀନିବାସନ ଓ ବିଜେପି ନେତ୍ରୀ ଅଗ୍ନିମିତ୍ର ପାଲ ଦଳୀୟ କର୍ମୀଙ୍କ ସହ କୋଲକାତାର କଲେଜ ଛକରୁ…
Read More...

କ୍ୱାଡ୍ ଗୋଷ୍ଠୀ ବିଶ୍ୱର ମଙ୍ଗଳ ପାଇଁ ଉଦ୍ଦିଷ୍ଟ – ଜୟଶଙ୍କର

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ କ୍ୱାଡ୍ ଚାରିଟି ବୃହତ ଗଣତନ୍ତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମରେ ପରିଣତ ହୋଇଛି, ଯାହା ଏକ ମୁକ୍ତ ଏବଂ ସମାଵେଶୀ…
Read More...

ମିଛ ସମ୍ବାଦ – ମାର୍ଚ୍ଚ ୧୩ରେ ହେବନି ନିର୍ବାଚନ ଘୋଷଣା

ଲୋକସଭା ନିର୍ବାଚନ ୨୦୨୪ କାର୍ଯ୍ୟସୂଚୀର ନକଲି ହ୍ଵାଟ୍ସଆପ୍ ମେସେଜକୁ ଖଣ୍ଡନ କଲା ନିର୍ବାଚନ କମିଶନ ଡେସ୍କ: ୨୦୨୪ ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀକୁ ନେଇ ପ୍ରସାରିତ ହେଉଥିବା ଏକ ନକଲି ହ୍ଵାଟ୍ସଆପ୍ ମେସେଜକୁ…
Read More...

ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ, ୨୭ ବର୍ଷୀୟ ଭାରତୀୟ ନାଗରିକ ମୃତ

ଡେସ୍କ: ଆମେରିକାର ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଫାଜିଲ ଖାନ୍ ବୋଲି ଜଣାପଡ଼ିଛି। ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ଏ ନେଇ ଶୋକ…
Read More...

ପୁଲିସ ଜାଲରେ ପଡ଼ିଲା ବିଦେଶୀ ମଦ ବେପାରୀ

ରେଙ୍ଗାଲିକ୍ୟାମ୍ପ: ଦୀର୍ଘ ଦିନରୁ ସ୍କୁଟିରେ ଦୋକାନୀ ମାନଙ୍କୁ ବିଦେଶୀ ମଦ ବିକ୍ରି କରୁଥିବା ମଦ ବେପାରୀକୁ ଧରିବା ପାଇଁ ଅତାବିରା ପୋଲିସ ଅନେକ ଦିନରୁ ଜାଳ ବିଛାଇ ରହିଥିଲା। ସେହି ଜାଲରେ ଧରପଡ଼ିଛି ଉକ୍ତ ମଦ ବେପାରୀ।…
Read More...

ବୌଦ୍ଧ ମହାନଦୀ ଆଳତୀରେ କୁନି ପ୍ରବଚକ କେଶବ ଦାସ

ବୌଦ୍ଧ: ମାଘ ପୂର୍ଣ୍ଣିମା ଅବସରରେ ମହାନଦୀ ଆଳତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁନି ପ୍ରବଚକ କେଶବ ଦାସ ଯୋଗ ଦେଇ ଆଳତୀ କରିଥିଲେ। ପୂଜକ ମିନୁପ୍ରସାଦ ମିଶ୍ର ଓ କର୍ତ୍ତଭାବେ…
Read More...

ଅଯୋଧ୍ୟାରୁ ଫେରିଥିବା ବାଇକ ଅଭିଯାତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଆଠଗଡ଼: ସ୍ୱରସ୍ବତୀ ପୂଜା ଦିନ ତିନିଜଣ ରାମଭକ୍ତ ଆଠଗଡରୁ ବାଇକ ଯେଗେ ଅଯୋଧ୍ୟା ଯାଇ ରାମ ଲାଲାଙ୍କ ଦର୍ଶନ କରି ସେଠାରେ ଓଡିଶୀ ନୃତ୍ୟ ପଦର୍ଶନ କରି ପ୍ରଶଂସିତ ହୋଇଥିଲେ। ଶନିବାର ସେମାନେ ଫେରିବା ପରେ ଆଠଗଡର ବିଭିନ୍ନ…
Read More...

ଛତ୍ରପୁର ଏନଏସିକୁ ମୁନିସିପାଲଟି ମାନ୍ୟତା

ଛତ୍ରପୁର: ବହୁ ବର୍ଷ ପ୍ରତିକ୍ଷାର ଅନ୍ତ ଘଟି ଛତ୍ରପୁର ଏନଏସିକୁ ମୁନିସିପାଲଟି ମାନ୍ୟତା ମିଳିଛି। ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ଏନଏସି ୧୯୫୫ ମସିହାରେ ଗଠିତ ହୋଇଥିଲା। କିନ୍ତୁ ଏହି ପୁରାତନ ଏନଏସିକୁ…
Read More...

ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ବଜାର ଅଞ୍ଚଳରେ ଗୋଟିଏ ରାତିରେ ୫ଟି ଦୋକାନରୁ ଚୋର ମାନେ ସିରିଜ ଚୋରି କରି ଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ରଣ୍ଢା ପଞ୍ଚମା ରୋଡରେ ଥିବା…
Read More...

ଭବ୍ୟକଳସ ଶୋଭାଯାତ୍ରା ଅନୁଷ୍ଠିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଗୋପୀନାଥ ମନ୍ଦିର ପରିସର ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ନିମନ୍ତେ ଭବ୍ୟକଳସ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହେଇଯାଇଛି। ଶନିବାର ସନ୍ଧ୍ୟା ସାଢେ ୪ଟା ସମୟରେ…
Read More...

କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଭାଗ୍ୟଫଳ

ମେଷ: ରବିବାର ଓ ସୋମବାର କର୍ମ ଅନୁସାରେ ଫଳ ପ୍ରାପ୍ତ ହେବ। ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯତ୍ନଶୀଳ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର…
Read More...

ପଶ୍ଚିମବଙ୍ଗ ସନ୍ଦେଶଖାଲି ଗସ୍ତ କଲେ ମାନବାଧିକାର ଆୟୋଗ ଟିମ୍

ଡେସ୍କ: ଜାତୀୟ ମାନବାଧିକାର ଆୟୋଗର ୫ ଜଣିଆ ଟିମ୍ ଆଜି ସନ୍ଦେଶଖାଲି ଗସ୍ତ କରିଛନ୍ତି। ଆୟୋଗର ଅଧ୍ୟକ୍ଷା ବିଜୟ ଭାରତୀ ସାୟାନୀଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଥିଲା। ଟିମର ୩ ଜଣ ସଦସ୍ୟ ଜେଲିଆଖାଲି ଯାଇଥିବା…
Read More...

କେମିତି କମ କରିବେ ବିଜୁଳି ବିଲ

ଡେସ୍କ: ଧୀରେ ଧୀରେ ପାଗ ଗରମ ହେବାରେ ଲାଗିଛି। ସବୁକିଛି ବହୁତ ଥଣ୍ଡା, କିନ୍ତୁ ଏସବୁ ଭିତରେ ଗୋଟିଏ ଜିନିଷ ଅଛି ଯାହା ଧୀରେ ଧୀରେ ଚାଲିବାକୁ ପସନ୍ଦ କରେ ନାହିଁ। ତାହା ହେଉଛି ଆମ ଘରେ ଲାଗିଥିବା ବିଦ୍ୟୁତମିଟର।…
Read More...

ନୂତନ ନଳକୂଅ ଖୋଳିବାକୁ ସାହି ବାସିନ୍ଦାଙ୍କ ଦାବି

ଝୁମ୍ପୁରା: ଗ୍ରୀଷ୍ମଦିନ ଆସିବା ଆଗରୁ ସାହି ସାହିରେ ପିଇବା ପାଣି ସଂକଟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକର ଚଉଠିଆ ଉପର ବେଡା ସାହି ବାସିନ୍ଦାଙ୍କ ପିଇବା ପାଣି ଟୋପାଏ ନିମନ୍ତେ ଅନ୍ୟ ସାହି ଉପରେ…
Read More...

୨୬ରେ କଂଗ୍ରେସର ଭୁବନେଶ୍ୱର ଚାଲ ଡାକରା

କେନ୍ଦୁଝରଗଡ଼: କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ଉଭୟ ସରକାରଙ୍କ କୁଶାସନ ଓ ବିଫଳତା ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ସଚିବାଳୟ ଘେରାଉ…
Read More...

କେନ୍ଦୁଝର ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳା

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ଅଧ୍ୟକ୍ଷତାରେ ମଣ୍ଡୁଆସ୍ଥିତ ଜିଲା କାର୍ଯ୍ୟାଳୟରେ ଶନିବାର ଲାଭାର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ…
Read More...

ପରିବେଶ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ: ଶନିବାର ଦେଓଗାଁ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଜୋର ଉନ୍ନିତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବ୍ରାହ୍ମଣୀଜୋର ଗାଁରେ ପରିବେଶ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷକ ରତନ…
Read More...

ଜୟପାଟଣା ଏନଏସି ଘୋଷିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ସମୟର ସହର ଜୟପାଟଣାକୁ ଆଜି ରାଜ୍ୟ ସରକାର ଏନଏସି ଘୋଷଣା କରିଛନ୍ତି। ଏହି ଖବର ସମଗ୍ର ଅଞ୍ଚଳରେ ଖୁସିର କାରଣ ସାଜିଛି। ସୂଚନା ଅନୁଯାୟୀ ୧୫ଟି ୱାର୍ଡକୁ ନେଇ ଜୟପାଟଣା ଗ୍ରାମ…
Read More...

ଭିନ୍ନକ୍ଷମ ଖେଳାଳି ଠକେଇର ଶିକାର

ଭବାନୀପାଟଣା: ଜଣେ ଉଦୀୟମାନ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କୁ କ୍ରୀଡା ଉପଯୋଗୀ ସ୍ବତନ୍ତ୍ର ଗୋଡ ଯୋଗାଇବାକୁ ସରକାର ଅନୁଦାନ ଦେଇଥିଲେ। ଅଥଚ ଏଆରସି ନାମକ ସଂପୃକ୍ତ ସଂସ୍ଥା ତାଙ୍କୁ ଏକ ସାମାନ୍ୟ ଗୋଡ ଦେଇ ଅର୍ଥ ହଡ଼ପ…
Read More...

କଲ୍ୟାଣୀ ନଦୀରେ ବୁଡ଼ି ୪ ବର୍ଷର ଝିଅ ମୃତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କଲାକୁପା ଗାଁର ଚନ୍ଦ୍ରିକା ମାଝୀ (୪)ଙ୍କ ଶନିବାର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସୂଚନାନୁସାରେ ମୃତ ଚନ୍ଦ୍ରିକା…
Read More...

ଆଠଗଡ ‘ରିଙ୍ଗ ରୋଡ’ ପ୍ରକଳ୍ପ ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଆଠଗଡ: ଆଠଗଡର ବର୍ଦ୍ଧିତ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ସହର ଚତୁର୍ପାଶ୍ୱରେ ବହୁ ପ୍ରତିକ୍ଷିତ 'ରିଙ୍ଗ ରୋଡ' ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞୁର କରିବା ପରେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ…
Read More...

ଚେନ୍ନାଇରେ ସରିଲା ପୂର୍ଣ୍ଣ ନିର୍ବାଚନ କମିଶନଙ୍କ ଦୁଇ ଦିନିଆ ବୈଠକ

ଡେସ୍କ: ଚେନ୍ନାଇରେ ଆଜି ପୂର୍ଣ୍ଣ ନିର୍ବାଚନ କମିଶନଙ୍କ ଦୁଇ ଦିନିଆ ବୈଠକ ଶେଷ ହୋଇଛି। ଏହି ବୈଠକରେ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ରାଜୀବ…
Read More...

ଜୁଲାଇ ପହିଲାରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ

ଡେସ୍କ: ସରକାର କହିଛନ୍ତି ଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଚଳିତ ବର୍ଷ ଜୁଲାଇ ପହିଲାରୁ ଲାଗୁ ହେବ। ଏ ନେଇ ଆଜି ଗୃହ ମନ୍ତ୍ରଣାଳୟ…
Read More...