www.samajalive.in
Saturday, December 6, 2025
16.1 C
Bhubaneswar

ବାୟୁସେନାର ଦୁଇଟି ଲଢୁଆ ସ୍କ୍ୱାର୍ଡନକୁ ‘ରାଷ୍ଟ୍ରପତି ମାନକ’ ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୮ ତାରିଖରେ ହିଣ୍ଡୋନ୍ ସ୍ଥିତ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ସ୍କ୍ୱାଡ୍ରନ୍ – ୨୨୧ ସ୍କ୍ୱାଡ୍ରନ୍ ଏବଂ ୪୫ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ ଉପସ୍ଥାପନ କରିବେ। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ଅଫିସର କମାଣ୍ଡିଂ ଇନ୍ ଚାର୍ଜ ଏୟାର ମାର୍ଶାଲ ପିଏମ୍ ସିହ୍ନା କହିଛନ୍ତି ଯେ ୫୦୯ ସିଗନାଲ ୟୁନିଟ୍ ଏବଂ ୧୧ ବେସ୍ ମରାମତି ଡିପୋକୁ ପ୍ରେସିଡେଣ୍ଟସ କଲର ପ୍ରଦାନ କରାଯିବ।

ଇରାନରେ ନୂଆ ସଂସଦ ପାଇଁ ଚାଲିଛି ମତଦାନ

- Advertisement -

ଉଭୟ ଯୁଦ୍ଧ ସମୟରେ ଏବଂ ଶାନ୍ତିରେ ଦେଶ ପ୍ରତି ଅସାଧାରଣ ସେବା ପାଇଁ ବାୟୁସେନା ୟୁନିଟ୍ ବା ସ୍କ୍ୱାର୍ଡନକୁ ପ୍ରଦାନ କରାଯାଉଥିବା ସର୍ବଶ୍ରେଷ୍ଠ ସମ୍ମାନ ମଧ୍ୟରୁ ରାଷ୍ଟ୍ରପତି ମାନକ ଏବଂ କଲର ପୁରସ୍କାର ଅନ୍ୟତମ। ଏୟାର ମାର୍ଶାଲ ସିହ୍ନା କହିଛନ୍ତି, ୧୮ ବର୍ଷ ଚାକିରି ପରେ ରାଷ୍ଟ୍ରପତି ମାନକ ଏବଂ ୨୫ ବର୍ଷ ଚାକିରି ପରେ ରାଷ୍ଟ୍ରପତିଙ୍କ କଲର ପୁରସ୍କାର ପ୍ରଦାନ କରାଯାଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories