ପଶ୍ଚିମବଙ୍ଗ ସନ୍ଦେଶଖାଲି ଗସ୍ତ କଲେ ମାନବାଧିକାର ଆୟୋଗ ଟିମ୍

ଡେସ୍କ: ଜାତୀୟ ମାନବାଧିକାର ଆୟୋଗର ୫ ଜଣିଆ ଟିମ୍ ଆଜି ସନ୍ଦେଶଖାଲି ଗସ୍ତ କରିଛନ୍ତି। ଆୟୋଗର ଅଧ୍ୟକ୍ଷା ବିଜୟ ଭାରତୀ ସାୟାନୀଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଥିଲା। ଟିମର ୩ ଜଣ ସଦସ୍ୟ ଜେଲିଆଖାଲି ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସଦସ୍ୟ ସନ୍ଦେଶଖାଲି ଥାନାକୁ ଯାଇଥିଲେ। ଏହି ଟିମ୍ ସନ୍ଦେଶଖାଲି ବ୍ଲକର ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

କେମିତି କମ କରିବେ ବିଜୁଳି ବିଲ

ପୂର୍ବରୁ ଜାତୀୟ ମାନବାଧିକାର ଆୟୋଗ ସନ୍ଦେଶଖାଲି ଘଟଣାରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କ୍ଷତିପୂରଣ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.