କେମିତି କମ କରିବେ ବିଜୁଳି ବିଲ

ଡେସ୍କ: ଧୀରେ ଧୀରେ ପାଗ ଗରମ ହେବାରେ ଲାଗିଛି। ସବୁକିଛି ବହୁତ ଥଣ୍ଡା, କିନ୍ତୁ ଏସବୁ ଭିତରେ ଗୋଟିଏ ଜିନିଷ ଅଛି ଯାହା ଧୀରେ ଧୀରେ ଚାଲିବାକୁ ପସନ୍ଦ କରେ ନାହିଁ। ତାହା ହେଉଛି ଆମ ଘରେ ଲାଗିଥିବା ବିଦ୍ୟୁତମିଟର। ଗ୍ରୀଷ୍ମ ଋତୁ ଆସିବା ସହିତ ବିଦ୍ୟୁତ ବ୍ୟବହାର ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ଖରାଦିନେ କୁଲର, ଫ୍ୟାନ୍, ଏସି, ଫ୍ରିଜ୍ ଭଳି ଇଲେକ୍ଟ୍ରୋନିକ୍ ଜିନିଷର ବ୍ୟବହାର ବଢ଼ିଯାଇଥାଏ। ଯାହାର ସିଧାସଳଖ ପ୍ରଭାବ ଆମ ପକେଟ … Continue reading କେମିତି କମ କରିବେ ବିଜୁଳି ବିଲ