www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦୁଝର ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳା

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ଅଧ୍ୟକ୍ଷତାରେ ମଣ୍ଡୁଆସ୍ଥିତ ଜିଲା କାର୍ଯ୍ୟାଳୟରେ ଶନିବାର ଲାଭାର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ସମସ୍ତ ସାଙ୍ଗଠନିକ ମଣ୍ଡଳ ସଭାପତି ତଥା ମଣ୍ଡଳରେ ନିଯୁକ୍ତ ଲାଭାର୍ଥୀ ସଂଯୋଜକ ଓ ସହସଂଯୋଜକ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇ ଲାଭାର୍ଥୀ ସମ୍ପର୍କ ଅଭିଯାନ ସମ୍ପର୍କରେ ପ୍ରଶିକ୍ଷିତ ହୋଇଥିଲେ। ଉକ୍ତ କର୍ମଶାଳାରେ କେନ୍ଦୁଝର ଲୋକସଭା ପ୍ରଭାରୀ ସଞ୍ଜୀବ ମହାନ୍ତି ଯୋଗଦେଇ ଆଗାମୀ ନିର୍ବାଚନରେ ଦଳ ଏକାକି କିପରି ଲୋକସଭା ନିର୍ବାଚନରେ ୩୭୦ଆସନରେ ବିଜୟୀ ହେବାସହ ଓଡ଼ିଶାରେ ସରକାର ଗଢ଼ିବା ଲକ୍ଷ ହାସଲ କରିପାରିବ ସେଥିପାଇଁ ଦିନରାତି କଠିନ ପରିଶ୍ରମ କରିବା ସହିତ ଜନସମ୍ପର୍କ ସ୍ଥାପନ ନିମନ୍ତେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories