ନିଯୁକ୍ତି ବିଜ୍ଞାପନ ବିଭ୍ରାନ୍ତିକର – ରେଳ ମନ୍ତ୍ରାଳୟ

ଡେସ୍କ: ରେଳବାଇ ପୁଲିସ ଫୋର୍ସ ଏବଂ ଆରପିଏଫରେ ୪୨୦୮ଟି କନଷ୍ଟେବଳ ଓ ୪୫୨ଟି ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଥିବା ବିଜ୍ଞପ୍ତିକୁ ଭୁଲ ଏବଂ ବିଭ୍ରାନ୍ତିକର ବୋଲି ରେଳ ମନ୍ତ୍ରାଳୟ କହିଛି। ଏକ ସରକାରୀ ବିଜ୍ଞପ୍ତିରେ ମନ୍ତ୍ରଣାଳୟ କହିଛି ଯେ ଆରପିଏଫ କିମ୍ବା ମନ୍ତ୍ରଣାଳୟ ପକ୍ଷରୁ ଏହାର ଅଫିସିଆଲ ୱେବସାଇଟ କିମ୍ବା ଅନ୍ୟ କୌଣସି ମିଡିଆ ପ୍ଲାଟଫର୍ମରେ ଏଭଳି କୌଣସି ବିଜ୍ଞପ୍ତି ଜାରି କରାଯାଇନାହିଁ। ଏଭଳି ଗୁଜବ ଉପରେ ଧ୍ୟାନ ନଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି।

୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କଲା ଭାରତୀୟ ସେନା

Comments are closed.