୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କଲା ଭାରତୀୟ ସେନା

ଡେସ୍କ: ୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କରି ଭାରତୀୟ ସେନା ନିଜର ସେତୁ ନିର୍ମାଣ ଦକ୍ଷତା ପ୍ରଦର୍ଶନ କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଏହି ସେତୁର ଡିଜାଇନ ସିଷ୍ଟମ ଆଜି ନୂଆଦିଲ୍ଲୀର ମାନେକଶା ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉପସ୍ଥିତ ଥିଲେ। ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ … Continue reading ୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କଲା ଭାରତୀୟ ସେନା