www.samajalive.in
Monday, December 15, 2025
15.1 C
Bhubaneswar

୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କଲା ଭାରତୀୟ ସେନା

ଡେସ୍କ: ୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କରି ଭାରତୀୟ ସେନା ନିଜର ସେତୁ ନିର୍ମାଣ ଦକ୍ଷତା ପ୍ରଦର୍ଶନ କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଏହି ସେତୁର ଡିଜାଇନ ସିଷ୍ଟମ ଆଜି ନୂଆଦିଲ୍ଲୀର ମାନେକଶା ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉପସ୍ଥିତ ଥିଲେ।

ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ନିର୍ମଳା ସୀତାରମଣ

- Advertisement -

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଆସନ୍ତା ୪ ବର୍ଷ ମଧ୍ୟରେ ସଶସ୍ତ୍ର ବାହିନୀରେ ମୋଟ ୪୧ଟି ସେତୁ ସାମିଲ କରାଯିବ। ଏହି ସେତୁ ସେନାକୁ କେନାଲ ଓ ଖାଲ ଭଳି ବାଧାବିଘ୍ନକୁ ସହଜରେ ଅତିକ୍ରମ କରିବାରେ ସହାୟକ ହେବ। ବର୍ତ୍ତମାନ ଭାରତୀୟ ସେନାରେ ବ୍ୟବହୃତ ହେଉଥିବା ମାନବ ନିର୍ମିତ ମଧ୍ୟମ ଗର୍ଡର ବ୍ରିଜର ସ୍ଥାନ ନେବ ଏହି ମଡ୍ୟୁଲାର ସେତୁ।

ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଆପ୍

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories