ଜିଲା କଂଗ୍ରେସ କାର୍ଯ୍ୟାଳୟର ଶୁଭ ଦେଲେ ଜିଲା ସଭାପତି

ଫୁଲବାଣୀ: କନ୍ଧମାଳ ଜିଲାର କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା ଦଳୀୟ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଏଥିରେ ବରିଷ୍ଠ ନେତା ଘନ କୁମାର ଶବର, ଯୁବନେତା ରଜତ ମହାନ୍ତି, ନନ୍ଦ କିଶୋର ଦାସ, ନଗର ସଭାପତି ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.