୨୦୨୬ ସୁଦ୍ଧା ଆସାମରୁ ମୂଳପୋଛ ହେବ କଂଗ୍ରେସ – ଆସାମ ମୁଖ୍ୟମନ୍ତ୍ରୀ

ଡେସ୍କ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ ଅନ୍ଧାର, ୨୦୨୬ ସୁଦ୍ଧା ରାଜ୍ୟରେ ଆଉ ପୁରୁଣା ଦଳ ରହିବ ନାହିଁ। କଂଗ୍ରେସ ଦଳକୁ ଭୋଟ୍ ଦେବା ଅର୍ଥ ରାହୁଲ…
Read More...

ଆପତ୍ତିଜନକ ପୋଷ୍ଟକୁ ନେଇ ସୁପ୍ରିୟାଙ୍କୁ ଟାର୍ଗେଟ କଲା ବିଜେପି, ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ନେତା

ଡେସ୍କ: ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରିଥିବା କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ଭାରତୀୟ ଜନତା ପାର୍ଟି ତୀବ୍ର ସମାଲୋଚନା…
Read More...

ଆଜି କେମିତି କଟିବ, ଜାଣନ୍ତୁ

ମେଷ: ଚାକିରି ସହ ଜଡିତ ଲୋକଙ୍କ ପାଇଁ ଆଜି ଭଲ ଦିନ, କାରଣ ଆଜି ସେମାନେ ଚାକିରିରେ ଥିବା ନିଜ ଅଧିକାରୀଙ୍କଠାରୁ କିଛି ଭଲ ଖବର ଶୁଣିପାରନ୍ତି, କିନ୍ତୁ ଆଜି ସେମାନଙ୍କୁ କିଛି ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇପାରେ,…
Read More...

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଆପ୍

ଡେସ୍କ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯିବାକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ କରିବାକୁ ଆହ୍ୱାନ…
Read More...

ବୁଡ଼ି ଯାଉଥିବା ଭାରତୀୟ ମାଛଧରା ଡଙ୍ଗାରୁ ୫ ମତ୍ସ୍ୟଜୀବୀ ଉଦ୍ଧାର

ଡେସ୍କ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପୋରବନ୍ଦରଠାରୁ ପ୍ରାୟ ୫୦ କିଲୋମିଟର ଦୂର ମଧ୍ୟ ସମୁଦ୍ରରେ ବୁଡ଼ି ଯାଉଥିବା ଭାରତୀୟ ମାଛଧରା ଡଙ୍ଗାରୁ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଜରୁରୀକାଳୀନ ଏସଓଏସ୍ କଲର…
Read More...

ଟ୍ରକ ପଛରେ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରର ଧନୁର୍ଜୟପୁର ନିକଟରେ ଆଜି ସକାଳ ପାଖାପାଖି ୬ଟା ସମୟରେ ଏକ ଟ୍ରକ ଅନ୍ୟ ଏକ ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।…
Read More...

ସାରା ଦେଶରେ ପାଳିତ ହେଉଛି ରଙ୍ଗର ପର୍ବ ହୋଲି

ଡେସ୍କ: ଆଜି ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳିତ ହେଉଛି। ଏହି ପର୍ବ ମନ୍ଦ ଉପରେ ଭଲର ବିଜୟକୁ ସୂଚିତ କରେ ଏବଂ ବସନ୍ତ ଋତୁର ଆଗମନକୁ ଦର୍ଶାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଆଦାନ ପ୍ରଦାନ…
Read More...

ଆଇଏମଆଇଟିରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର

ଡେସ୍କ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର ‘ଇଣ୍ଟରନାସନଲ କନଫରେନ୍ସ…
Read More...

ରୁଷ ଗୁଳିକାଣ୍ଡ – ମୃତ୍ୟୁ ସଂଖ୍ୟା ୧୩୩କୁ ବୃଦ୍ଧି, ୧୪୭ ଆହତ

ଡେସ୍କ: ରୁଷରେ ମସ୍କୋର କ୍ରୋକସ୍ ସିଟି ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୧୩୩କୁ ବୃଦ୍ଧି ପାଇଥିବା ବେଳେ ୧୪୭ରୁ ଅଧିକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଦେଶର…
Read More...

ଶୋକ ବ୍ୟକ୍ତ କରିବା ଲାଗି ରୁଷ ଦୂତାବାସ ଖୋଲିଲା ଅନଲାଇନ ପ୍ଲାଟଫର୍ମ

ଡେସ୍କ: ଭାରତରେ ଥିବା ରୁଷ ଦୂତାବାସ ମୃତକଙ୍କ ପରିବାରକୁ ସମବେଦନା ଜଣାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଅନଲାଇନ ପ୍ଲାଟଫର୍ମ ଖୋଲିଛି। ଏହି ଅନଲାଇନ୍ ପୁସ୍ତକ ଲୋକମାନଙ୍କୁ ଶୋକ ବାର୍ତ୍ତା ପୋଷ୍ଟ କରିବାକୁ କିମ୍ବା…
Read More...

ଗ୍ରୀଷ୍ମ ଋତୁରେ ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରର ନିର୍ଦ୍ଦେଶ

ଡେସ୍କ: ଗ୍ରୀଷ୍ମ ଋତୁରେ ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଆଜି ଆପ୍’ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗିରଫ ହେବା ପରେ ଭବିଷ୍ୟତ ରଣନୀତି ସ୍ଥିର କରିବା ପାଇଁ ଆମ୍ ଆଦମୀ ପାର୍ଟି ଆଜି ଏହାର ନେତା, ବିଧାୟକ ଓ କାଉନସିଲରଙ୍କୁ ନେଇ ଏକ ବୈଠକ କରିବ। ରାଜ୍ୟସଭା ସାଂସଦ…
Read More...

ପିଆଜ ରପ୍ତାନି ନିଷେଧାଦେଶ ଅବଧି ବୃଦ୍ଧି

ସମାଜ: ଘରୋଇ ଉପଲବ୍ଧତା ବଢ଼ାଇବା ଓ ଏହାର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ନିଷେଧାଦେଶ ସମୟ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ରପ୍ତାନି ଉପରେ…
Read More...

କୋରାନ୍‌ ପୋଡ଼ିଥିବାରୁ ମହିଳାଙ୍କୁ ଆଜୀବନ ଜେଲ୍‌

ସମାଜ: ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ ପୋଡିଥିବା ଅଭିଯୋଗରେ ଏକ ପାକିସ୍ତାନୀ ଅଦାଲତ ଜଣେ ମହିଳାଙ୍କୁ ଗୁରୁବାର ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଆସିୟା ବିବି (୪୦) ୨୦୨୧ରେ…
Read More...

୪୦ ଡିଗ୍ରୀ ଟପିବ ତାତି

ସମାଜ: ବଲାଙ୍ଗୀରରେ ପାରଦ ଉପର ମୁହାଁ ହୋଇଛି। ଶନିବାର ସେଠାରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଟିଟିଲାଗଡରେ ୩୭.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା ଏବଂ ପାରଳାଖେମୁଣ୍ଡିରେ ତାପମାତ୍ରା ୩୭ ଡିଗ୍ରୀ…
Read More...

ବଜାରକୁ ଆସିବ ସିଏନ୍‌ଜି ମୋଟର ସାଇକଲ

ସମାଜ: ପ୍ରଥମ ଥର ପାଇଁ ବଜାରକୁ ଆସିବ ସିଏନ୍‌ଜି ମୋଟର ସାଇକଲ। ଜୁନ୍‌ରେ ଏହାର ବଜାର ପ୍ରବେଶ କରାଇବାକୁ ବଜାଜ ଅଟୋ ଜୋରଦାର ଉଦ୍ୟମ ଚଳାଇଛି। ମାଇଲେଜକୁ ପ୍ରାଧାନ୍ୟ ଦେଉଥିବା ଗ୍ରାହକଙ୍କ ନିମନ୍ତେ ଏହି ସିଏନ୍‌ଜି ମୋଟର…
Read More...

ଆଇପିଏଲ: ଆଜି ରାଜସ୍ଥାନ-ଲକ୍ଷ୍ନୌ ଓ ଗୁଜରାଟ-ମୁମ୍ବଇ ମୁକାବିଲା

ସମାଜ: ଆଇପିଏଲର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍‌ସ -ଲକ୍ଷ୍ନୌ ସୁପରଜ୍ୟାଏଣ୍ଟସକୁ ଓ ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍‌ସ-ମୁମ୍ବଇ…
Read More...

ବିଲୁପ୍ତି ମାର୍ଗରେ ପକ୍ଷୀଜଗତ

ପକ୍ଷୀମାନଙ୍କ ସଦ୍ୟତମ ଗଣନା ଅନୁସାରେ ୧୩୧୭ ପ୍ରଜାତିର ପକ୍ଷୀ ଭାରତରେ ଦେଖାଯାଆନ୍ତି। ବିଶ୍ୱର ୧୨ ପ୍ରତିଶତ ପକ୍ଷୀ ଆମ ଦେଶରେ ମହଜୁଦ ଅଛନ୍ତି। ତେବେ ବିଭିନ୍ନ ପ୍ରଜାତିର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।…
Read More...

ବିଲୁଆ ବିଚାର

ଆମ ସମାଜରେ ନିତିପ୍ରତି ଘଟୁଥିବା ବିଭିନ୍ନ ଘଟଣାର ପ୍ରାସଙ୍ଗିକତା ଦେଖି ଲୋକମାନେ ବହୁ ଭାବେ ଚର୍ଚ୍ଚା ବା ଆଲୋଚନା କରିଥାନ୍ତି; କିନ୍ତୁ ସବୁ ବିଷୟ ସମୀକ୍ଷା କଲାବେଳେ ଚର୍ଚ୍ଚିତ ପ୍ରସଙ୍ଗଟି ବେଳେ ବେଳେ ବିଚାର ବିମର୍ଶର…
Read More...

ଅଧରର ହସ ମନଟି ମୋହେ

ଗୋଟେ ଦେଶରେ ଜଣେ ରାଜା ଥିଲେ। ଯାହାଙ୍କ ମୁଖମଣ୍ଡଳ ସବୁ ସମୟରେ ଗମ୍ଭୀର ଦିଶୁଥିଲା। ଅତି ଆପଣାର ଲୋକଟି ବି ତାଙ୍କ ସହିତ ପଦିଏ କଥା ହେବାକୁ ସାହସ କରୁନଥିଲା। ରାଜାଙ୍କର କିନ୍ତୁ ନିଜ ସ୍ବଭାବ ଉପରେ ତିଳେ ମାତ୍ର ସଙ୍କୋଚ…
Read More...

ଜୀବନ ଯୁଦ୍ଧର କୌଶଳ ଶିକ୍ଷା

ନବମ ଲୁଇ ଥିଲେ ଫ୍ରାନ୍ସ ରାଜ ପରିବାରର ଜଣେ ଲୋକପ୍ରିୟ ପ୍ରଭାବଶାଳୀ ଓ ତେଜସ୍ବୀ ରାଜା, ଯିଏ ଜୀବନର ସମସ୍ତ ସଫଳତାର ଶ୍ରେୟ ତାଙ୍କ ମାତାଙ୍କୁ ହିଁ ଦେଇଥିଲେ। ଯେତେବେଳେ ସେ ଛୋଟ ଅବୋଧ ଶିଶୁଟିଏ ଥିଲେ ସେତେବେଳେ ତାଙ୍କ…
Read More...

ପରିବେଶ ଅନୁକୂଳ ହୋଲି

ସମାଜ: ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ହୋଲିକୁ ସ୍ବାଗତ କରାଯିବା ଉଚିତ୍‌; କାରଣ ବସନ୍ତ ଋତୁରେ ମଣିଷ ଶରୀର ଉପରେ ବସନ୍ତ ରୋଗର ପ୍ରାଦୁର୍ଭାବ ପରିଲକ୍ଷିତ ହୁଏ। ହୋଲିରେ ବ୍ୟବହୃତ ‘ଅବିର’ ବସନ୍ତ ରୋଗର ନିରାକରଣ…
Read More...

ଆରଡିରେ କଂଗ୍ରେସ ଦଳର ମିଶ୍ରଣ ପର୍ବ

ଆରଡି: ଶୁକ୍ରବାର ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଅଧିନସ୍ଥ ଆରଡି ପଞ୍ଚାୟତରେ ଅନ୍ୟ ଦଳ ଛାଡି ୪୦ ପରିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କଂଗ୍ରେସ ଦଳର ଜିଲ୍ଲା ସଭାପତି ବୈଲୋଚନ ପଣ୍ଡା, ବିଧାୟକ…
Read More...

କଲ୍ୟାଣସିଂହପୁରରେ ଆଚରଣବିଧି ଉଲ୍ଲଙ୍ଘନ

କଲ୍ୟାଣସିଂହପୁର: ୨୦୨୪ ସାଧାରଣ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଚଳିତ ମାସ ୧୭ ତାରିଖରୁ ଆଚରଣବିଧି ନିୟମ ଲାଗୁ କରାଯାଇଛି। ଏହାର ବ୍ୟତିକ୍ରମ ରାୟଗଡା ଜିଲା…
Read More...

ମରଣକୁ ନିମନ୍ତ୍ରଣ କରୁଛି କଲେଜ ସମ୍ମୁଖରେ ଥିବା ଗର୍ତ୍ତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ରହିଛି ଅତାବିରା ଆବାସିକ ମହାବିଦ୍ୟାଳୟ। ଅଞ୍ଚଳର ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି। ପାଖକୁ ଲାଗି ରହିଛି ନିୟନ୍ତ୍ରିତ ବଜାର। ପ୍ରତିଦିନ…
Read More...

ନିର୍ବାଚନୀ ଇସ୍ତାହାରରେ ସୀମିତ କେନ୍ଦୁଝରରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା

କେନ୍ଦୁଝରଗଡ଼଼: ଇସ୍ପାତ କାରଖାନା ପାଇଁ ଆବଶ୍ୟକ କଞ୍ଚାମାଲ ଲୁହାପଥର ଦେଶର ୩୪ ପ୍ରତିଶତ କେବଳ କେନ୍ଦୁଝର ଜିଲାରେ ଗଛିତ ଅଛି। ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପରଠାରୁ ରାଜ୍ୟର ଦ୍ୱିତୀୟ ବୃହତ୍‌‌ ଇସ୍ପାତ…
Read More...

କରନ୍‌ଙ୍କ ୬୩, ଦିଲ୍ଲୀକୁ ହରାଇଲା ପଞ୍ଜାବ

ସମାଜ: ୪୫୩ ଦିନ ପରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରି ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍‌ସର ନେତୃତ୍ବ ନେଇଥିଲେ ହେଁ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଆଇପିଏଲ୍‌ର ୨ୟ ମ୍ୟାଚ୍‌ରେ ଦିଲ୍ଲୀକୁ ୪…
Read More...

ସାପ୍ତାହିକ ରାଶିଫଳ (ମାର୍ଚ୍ଚ ୨୪ – ୩୦)

ମେଷ: ରବିବାର ଓ ସୋମବାର ଆର୍ଥିକ ଉନ୍ନତି ହେବ। ମଙ୍ଗଳବାର ଓ ବୁଧବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପଦୋନ୍ନତି ପାଇପାରନ୍ତି।…
Read More...

ଭାରତ-ଜାପାନ ସଂସ୍କୃତି ସମ୍ପର୍କିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଡେସ୍କ: ଭାରତ ଓ ଜାପାନ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ଉପରେ ଦୁଇଟି ପୁସ୍ତକ, ସିଦ୍ଧମ କ୍ୟାଲିଗ୍ରାଫି ଅଫ ସଂସ୍କୃତ ହେରୋନିମସ ଏବଂ ସଂସ୍କୃତ ମାନୁସ୍କ୍ରିପଟସ ଫ୍ରମ ଜାପାନର ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ…
Read More...

ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ନିଜକୁ ନିୟନ୍ତ୍ରଣ କରିପାରିବ – ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଗଣମାଧ୍ୟମ ଏପରି ଏକ ସଂଗଠନ ହେବା ଉଚିତ ଯାହା ଭାରତକୁ ବୁଝିବା ପାଇଁ ସଠିକ୍ ଦୃଷ୍ଟିକୋଣ ପ୍ରଦାନ କରିବ ଏବଂ ଦେଶର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ସୁପରିକଳ୍ପିତ…
Read More...

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଚୂଡାନ୍ତ ହୋଇପାରେ ପ୍ରାର୍ଥୀ ତାଲିକା

ଡେସ୍କ: ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଚାଲିଛି। ଏଥିରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଅନୁମୋଦନ କରାଯିବ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…
Read More...

ପଞ୍ଜାବ ବିଷାକ୍ତ ମଦ ପ୍ରସଙ୍ଗ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ

ଡେସ୍କ: ପଞ୍ଜାବର ସଙ୍ଗରୁର ଜିଲ୍ଲାର ବିଭିନ୍ନ ଗାଁରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିବା ବେଳେ ୨୦ରୁ ଅଧିକ ଲୋକ ଡାକ୍ତରଖାନାରେ ଅଛନ୍ତି। କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।…
Read More...

୩୫ ସୋମାଲି ଡକାୟତଙ୍କୁ ପୁଲିସକୁ ହସ୍ତାନ୍ତର କଲା ଭାରତୀୟ ନୌସେନା

ଡେସ୍କ: ଭାରତୀୟ ନୌସେନା ଜାହାଜ ଆଇଏନଏସ କୋଲକାତା ଆଜି ୩୫ ଜଣ ସୋମାଲି ଡକାୟତଙ୍କୁ ନେଇ ମୁମ୍ବାଇରେ ପହଞ୍ଚିଛି। ଡକାୟତମାନଙ୍କୁ ୟେଲୋ ଗେଟ୍ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏହି ଜାହାଜକୁ ଆଦେନ୍ ଉପସାଗରରେ ମୁତୟନ…
Read More...

ଟଳିଗଲା ସଙ୍କଟ, ଆମେରିକୀୟ ସିନେଟରେ ୧.୨ ଟ୍ରିଲିୟନ ଡଲାର ପାଣ୍ଠି ପ୍ୟାକେଜ୍ ପାରିତ

ଡେସ୍କ: ଶେଷ ମୁହୂର୍ତ୍ତରେ ହୋଇଥିବା ବୁଝାମଣା ପରେ ଆମେରିକୀୟ ସିନେଟ୍ ୧.୨ ଟ୍ରିଲିୟନ ଡଲାର ପାଣ୍ଠି ପ୍ୟାକେଜ୍ ପାରିତ କରିଛି, ଯାହା ଫଳରେ ଆର୍ଥିକ ପରିସ୍ଥିତିକୁ ଏଡାଇ ଦିଆଯାଇ ପାରିଛି। ମଧ୍ୟରାତ୍ରି ପରେ ଦୁଇ…
Read More...

କେଜ୍ରିୱାଲ ଗିରଫ ପ୍ରସଙ୍ଗ: ଦିଲ୍ଲୀରେ ଆପ କର୍ମୀ – ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ଆଜି ଦାବି କରିଛନ୍ତି ଯେ ଦିଲ୍ଲୀରେ ଥିବା ତାଙ୍କ ଦଳୀୟ କାର୍ଯ୍ୟାଳୟକୁ ସବୁ ଦିଗରୁ ସିଲ୍ କରାଯାଇଛି। ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ। ସୋସିଆଲ…
Read More...

ରୁଷ ଗୁଳିକାଣ୍ଡ – ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି, ଶତାଧିକ ଆହତ

ଡେସ୍କ: ରୁଷରେ ଗତକାଲି ମସ୍କୋର କ୍ରୋକସ୍ ସିଟି ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଥିବା ବେଳେ ୧୨୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ…
Read More...

୪ ଜିଲ୍ଲାପାଳଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ

ଡେସ୍କ: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ୪ଟି ଜିଲ୍ଲାରେ ୪ ଜଣ ଜିଲ୍ଲାପାଳଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବ ମେଦିନୀପୁରରେ ଜୋୟୋଶି ଦାସ ଗୁପ୍ତା (ଆଇଏଏସ୍), ଝାରଗ୍ରାମରେ ମୌମିତା ଗୋଦାର ବସୁ (ଆଇଏଏସ୍), ପୂର୍ବ…
Read More...

ମୋଦୀଙ୍କୁ ଆପ୍’ର ଜବାବ, ଆମକୁ ଗୁଳି କରିଦିଅ…

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବେ ଧମକ ଦେବା ଭଳି କୌଶଳ ଅବଲମ୍ବନ କରୁଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ଦିଲ୍ଲୀ ମନ୍ତ୍ରୀ ସୌରଭ…
Read More...

‘ତୁମ ଭାଇ, ତୁମ ପୁଅ ବହୁତ ଶକ୍ତିଶାଳୀ…’, ପତ୍ନୀ ସୁନୀତା ପଢ଼ିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ…

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଗିରଫ ହେବା ପରଠାରୁ ଆମ୍ ଆଦମୀ ପାର୍ଟି ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କିଛି ଦିନ ତଳେ ମଦ ଦୁର୍ନୀତି…
Read More...

ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳାଙ୍କ ହୋଲି ଖେଳ, ଭିଡିଓ ଭାଇରାଲ

ଡେସ୍କ: ହୋଲି ପାଖେଇ ଆସୁଥିବା ବେଳେ କଣ୍ଟେଣ୍ଟ କ୍ରିଏଟରମାନେ ପ୍ରଥମେ ଏହି ପର୍ବରେ ପାଦ ଥାପି ସୋସିଆଲ ମିଡିଆରେ ରିଲ୍ ଓ ଭିଡିଓ ଜରିଆରେ ନିଜର ନିଆରା ଉତ୍ସବକୁ ସେୟାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦିଲ୍ଲୀ ମେଟ୍ରୋ…
Read More...

ବନ୍ଧୁତାରୁ ପ୍ରେମ….କଣ ହୁଏ ସମ୍ପର୍କର ଭବିଷ୍ୟତ

ଡେସ୍କ: ଯଦି ଦୁଇ ଜଣ ଭଲ ବନ୍ଧୁ ଏକାଠି ଜୀବନ ବିତାଇବାକୁ ସ୍ଥିର କରନ୍ତି ତେବେ ଏହା ସବୁଠାରୁ ସୁନ୍ଦର ସମ୍ପର୍କରେ ପରିଣତ ହୋଇପାରେ। ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ ଅଧିକାଂଶ ଝିଅ…
Read More...

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ମନ୍ତବ୍ୟ, ତୀବ୍ର ସମାଲୋଚନା କଲା ଭାରତ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ଉପରେ ଜର୍ମାନ ମନ୍ତ୍ରଣାଳୟ ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ସମାଲୋଚନା କରିଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବା ନେଇ କେନ୍ଦ୍ର ସରକାର…
Read More...

୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ

ଡେସ୍କ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସଇ ଅନିୟମିତତା ପାଇଁ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିଛି। ଏଥିରେ ଦିଲ୍ଲୀର ୫ଟି ସ୍କୁଲ ରହିଛି। ସିବିଏସଇର ବିଜ୍ଞପ୍ତିରେ କୁହାଯାଇଛି ଯେ ବୋର୍ଡର ଅଚାନକ…
Read More...

ତଦନ୍ତର ସମ୍ମୁଖୀନ ହୋଇଥିବା ୪୧ କମ୍ପାନୀ ବିଜେପିକୁ ଦେଇଛନ୍ତି ୨୪୭୧ କୋଟି

ଡେସ୍କ: ସିବିଆଇ, ଇଡି ଏବଂ ଆୟକର ବିଭାଗ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ୪୧ଟି କମ୍ପାନୀ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପିକୁ ୨ ହଜାର ୪୭୧ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଚଢ଼ାଉ ପରେ ସେହି କମ୍ପାନୀଗୁଡ଼ିକ…
Read More...

କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି: ଅଭିଷେକ ମନୁ ସିଂଘଭି

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ବିରୋଧୀ ମାନେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଭେଟିଥିବା ଏକ ସର୍ବଦଳୀୟ ବିରୋଧୀ…
Read More...

ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ

ଡେସ୍କ: ଭୁଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ଶୁକ୍ରବାର ଥିମ୍ପୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ୍ ଦ ଡ୍ରୁକ୍ ଗୟାଲପୋ ପ୍ରଦାନ କରିଛନ୍ତି। ଏହି…
Read More...

ସେନା ପ୍ରତ୍ୟାହାର ପରେ ଭାରତଠାରୁ ମାଳଦ୍ୱୀପର ଋଣ ଛାଡ଼ ଦାବି

ଡେସ୍କ: ଭାରତ ବିରୋଧୀ ବୟାନ ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ଭାରତ ତାଙ୍କ ଦେଶର ଘନିଷ୍ଠ ସହଯୋଗୀ ରହିବ ଏବଂ ଦ୍ୱୀପପୁଞ୍ଜ ଦେଶକୁ ଋଣ ଛାଡ଼ ପ୍ରଦାନ କରିବାକୁ ନୂଆଦିଲ୍ଲୀକୁ ଅନୁରୋଧ…
Read More...

୨୦ ବର୍ଷ ପରେ ପୁନରାବୃତ୍ତି ହେବ ୨୦୦୪ର ଇତିହାସ – କଂଗ୍ରେସ ନେତା ଜୟରାମ ରମେଶ

ଡେସ୍କ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶୁକ୍ରବାର ୨୦୨୪ ନିର୍ବାଚନ ଫଳାଫଳକୁ ପୂର୍ବ ନିଷ୍ପତି ବୋଲି ବିଜେପିର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ 'ଟାଇଗର ମେଁ ଅଭି ବହୁତ ଜାନ ହୈ' ଏବଂ ବିରୋଧୀ ଗୋଷ୍ଠୀ…
Read More...

ଜଳ ହିଁ ଶାନ୍ତିର ବାର୍ତ୍ତାବହ ହୋଇ ପାରିବ

ଡେସ୍କ: ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌, କଟକଠାରେ ବିଶ୍ୱ ଜଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଜଳ ଦିବସ ପାଳନ ନିମନ୍ତେ ୟୁ.ଏନ୍‌‌ ୱାଟର ତରଫରୁ ବିଷୟବସ୍ତୁ ରହିଛି ୱାଟର୍‌‌ ଫର୍‌‌ ପିସ୍‌‌’ ବା…
Read More...

ଭୁଶୁଡି ଥିବା ଟନେଲ ନିର୍ମାଣକାରୀ କମ୍ପାନୀ ବିଜେପିକୁ ଦେଇଛି ୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ

ଡେସ୍କ: ଉତ୍ତରାଖଣ୍ଡରେ ସିଲ୍କିୟାରା-ବାରକୋଟ ଟନେଲ ନିର୍ମାଣ କରୁଥିବା ହାଇଦ୍ରାବାଦସ୍ଥିତ ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍ (ଏନ୍ଇସି) ୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛି ଏବଂ ସମ୍ପୂର୍ଣ୍ଣ ଅର୍ଥ…
Read More...

ରାଜନୀତି କରୁଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲା ତୃଣମୂଳ କଂଗ୍ରେସ

ଡେସ୍କ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଗାମୀ ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ବେଆଇନ ଭାବେ ହସ୍ତକ୍ଷେପ କରିବା ଏବଂ ନିର୍ବାଚନ କମିସନଙ୍କ ଭଳି ସମାନ୍ତରାଳ କାର୍ଯ୍ୟାଳୟ ଚଳାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ…
Read More...

ବିଜେଡି ଛାଡିଲେ ସାଂସଦ ଭର୍ତ୍ତୃହରି, କହିଲେ ସୀମା ଟପିଲା ଧୈର୍ଯ୍ୟ

ଡେସ୍କ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ଦେଇଛନ୍ତି। କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।…
Read More...

ଚର୍ଚ୍ଚାରେ ପୂର୍ଣ୍ଣଛେଦ! ମେଣ୍ଟ ନୁହେଁ, ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି – ମନମୋହନ

ଡେସ୍କ: ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ବଢୁଥିବା ଚର୍ଚ୍ଚାରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟ ପୋଷ୍ଟ କରିଛନ୍ତି।…
Read More...

ଯୋଗୀ ସରକାରଙ୍କ ମଦ୍ରାସା ଶିକ୍ଷା ଆଇନ ରଦ୍ଦ, ଅସାମ୍ବିଧାନିକ ବୋଲି କହିଲେ ଆହ୍ଲାବାଦ ହାଇକୋର୍ଟ

ଡେସ୍କ: ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟରେ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ, ୨୦୦୪କୁ ଅସାମ୍ବିଧାନିକ ଏବଂ ଧର୍ମନିରପେକ୍ଷତା ନୀତିର ଉଲ୍ଲଂଘନ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନର…
Read More...

ନିର୍ବାଚନୀ ବଣ୍ଡର ନମ୍ବର ସମେତ ତଥ୍ୟ ଜାରି କଲେ ନିର୍ବାଚନ ଆୟୋଗ

ଡେସ୍କ: ନିର୍ବାଚନ ଆୟୋଗ ଆଜି ନିର୍ବାଚନୀ ବଣ୍ଡର ନମ୍ବର ସମେତ ତଥ୍ୟ ଜାରି କରିଛନ୍ତି। ଏହି ନମ୍ବରଗୁଡ଼ିକ ବଣ୍ଡର କ୍ରେତାମାନଙ୍କୁ ଟଙ୍କା ଗ୍ରହଣ କରୁଥିବା ରାଜନୈତିକ ଦଳମାନଙ୍କ ସହିତ ମେଳ କରିବାରେ ସାହାଯ୍ୟ କରିପାରିବ।…
Read More...

ପଶ୍ଚିମବଙ୍ଗର ୪ ଜିଲ୍ଲାପାଳଙ୍କୁ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଡେସ୍କ: ପଶ୍ଚିମବଙ୍ଗର ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହଟାଇବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ଣ୍ଣ ବର୍ଦ୍ଧମାନ ଓ ବୀରଭୂମ। ଆୟୋଗ…
Read More...

ସାମାଜିକ ଗଣମାଧ୍ୟମରେ ଅନଲାଇନ୍ ବେଟିଂ ଓ ଜୁଆ ଖେଳ ବିଜ୍ଞାପନ ଉପରେ ରୋକ

ଡେସ୍କ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରି ସାମାଜିକ ଗଣମାଧ୍ୟମରେ ଥିବା ସମର୍ଥକ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କୌଣସି ପ୍ରକାରରେ ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ସରୋଗେଟ୍ ବିଜ୍ଞାପନ…
Read More...

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦୁର୍ନୀତିର ମାଷ୍ଟରମାଇଣ୍ଡ – ବିଜେପି

ଡେସ୍କ: ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବା ପରେ ସେ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟ କାର୍ଯ୍ୟାଳୟରେ ଏକ…
Read More...

​ସିବିଆଇ – ୟୁରୋପୋଲ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ, ମିଳିତ ମୁକାବିଲା ଦିଗରେ ମିଳିବ ସହଯୋଗ

ଡେସ୍କ: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍, ସିବିଆଇ ଏବଂ ୟୁରୋପୀୟ ୟୁନିୟନ ଏଜେନ୍ସି ଫର୍ ଲ ଏନଫୋର୍ସମେଣ୍ଟ କୋଅପରେସନ୍, ୟୁରୋପୋଲ୍ ମଧ୍ୟରେ ସହଯୋଗ ସମ୍ପର୍କ ସ୍ଥାପନ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।…
Read More...

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଡେସ୍କ: ଅବକାରୀ ନୀତି ସହ ଜଡ଼ିତ ଅର୍ଥ ଠକେଇ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁରକ୍ଷା ନଦେବା ପାଇଁ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସେ ଗୁରୁବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି, ଗିରଫ ସମ୍ଭାବନା

ଡେସ୍କ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ମନା କରିବାର କିଛି ସମୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କ ବାସଭବନ ଉପରେ ଚଢ଼ାଉ…
Read More...

କଂଗ୍ରେସକୁ ଅଚଳ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନାବଦ୍ଧ ପ୍ରୟାସ – ସୋନିଆ

ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁର୍ବଳ ଆର୍ଥିକ ସ୍ଥିତି ଉପରେ ଆଲୋକପାତ କରି କଂଗ୍ରେସର ଶୀର୍ଷ ନେତୃବୃନ୍ଦ ଗୁରୁବାର ଏହାର ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ସଚଳ କରିବାକୁ ଦାବି କରିଥିବା…
Read More...

‘ମୋଦି ପରିବାର’ ଓ ‘ମୋଦି କି ଗ୍ୟାରେଣ୍ଟି’ ବିଜ୍ଞାପନ ବିରୋଧରେ ନିର୍ବାଚନ କମିଶନଙ୍କ…

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସମ୍ବଳର ଅପବ୍ୟବହାର ଅଭିଯୋଗ କରି କଂଗ୍ରେସ ଗୁରୁବାର 'ମୋଦୀ ପରିବାର' ଏବଂ 'ମୋଦୀ କି ଗ୍ୟାରେଣ୍ଟି' ବିଜ୍ଞାପନ ବିରୋଧରେ ନିର୍ବାଚନ…
Read More...

ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ପ୍ରଦାନ କଲା ଷ୍ଟେଟ ବ୍ୟାଙ୍କ

ଡେସ୍କ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗୁରୁବାର ସୁପ୍ରିମକୋର୍ଟଙ୍କୁ କହିଛି ଯେ ନିର୍ବାଚନୀ ବଣ୍ଡର ସମସ୍ତ ବିବରଣୀ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି। ଏସବିଆଇ ଅଧ୍ୟକ୍ଷ କହିଛନ୍ତି ଯେ ରାଜନୈତିକ ଦଳଗୁଡ଼ିକର…
Read More...

କେଜ୍ରିଓ୍ଵାଲଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି ବିଜେପି: ଆତିଶୀ

ଡେସ୍କ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତୀବ୍ର ବିରୋଧ ସତ୍ତ୍ୱେ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅନ୍ତରୀଣ ରିଲିଫ୍ ଆବେଦନ ଖାରଜ ନ କରିବା ସେମାନଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ଆପର ବରିଷ୍ଠ ନେତା…
Read More...

କୋଲକାତା କୋଠା ଭୁଶୁଡିବା ଘଟଣା: ବିସ୍ଥାପିତଙ୍କୁ ଥଇଥାନ କର – ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ପଶ୍ଚିମବଙ୍ଗର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ଅନଧିକୃତ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଥଇଥାନ କରିବାକୁ କଲିକତା ହାଇକୋର୍ଟ ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ…
Read More...

କେନ୍ଦ୍ରକୁ ଝଟକା – ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଡେସ୍କ: କେନ୍ଦ୍ର ସରକାରଙ୍କ ବିଷୟରେ ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍ ଗଠନ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।…
Read More...

ଆଇପିଏଲରେ ନଜର ଆସିବେ ଏହି ବଲିଉଡ ତାରକା, ଉଦଘାଟନୀ ସମାରୋହରେ ଦେଖାଇବେ ଧମାକା

ଡେସ୍କ: ଟାଟା ଆଇପିଏଲ ୨୦୨୪ର ଉଦଘାଟନୀ ସମାରୋହରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ଏଆର ରେହମାନ ଏବଂ ସୋନୁ ନିଗମ ଦେଖାଇବେ ଧମାକା। ଆଇପିଏଲ୍ ତରଫରୁ ଏହି ତାରକାଙ୍କ ଫଟୋ ଜାରି କରାଯାଇଛି। ଚେନ୍ନାଇର ଚିଦାମ୍ବରମ…
Read More...

ବଢ଼ିଲା ଗିରଫ ଆଶଙ୍କା – ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଡେସ୍କ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। କେଜ୍ରିଓ୍ଵାଲଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ମିଳିନାହିଁ। କେଜ୍ରିଓ୍ଵାଲଙ୍କୁ ଦଣ୍ଡମୂଳକ…
Read More...

ହ୍ଵାଟ୍ସଆପରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କରିବାକୁ ସରକାରଙ୍କୁ ନିର୍ବାଚନ କମିଶନଙ୍କ…

ଡେସ୍କ: ସରକାରଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ପାଇଁ 'ବିକଶିତ ଭାରତ ସମ୍ପର୍କ' କାର୍ଯ୍ୟକ୍ରମ ଅଧୀନରେ ଲୋକଙ୍କୁ ତୁରନ୍ତ ହ୍ୱାଟ୍ସଆପ୍ ବାର୍ତ୍ତା ପହଞ୍ଚାଇବା ବନ୍ଦ କରିବାକୁ ନିର୍ବାଚନ ଆୟୋଗ ଗୁରୁବାର କେନ୍ଦ୍ର…
Read More...

ଦେଶର ପ୍ରତିରକ୍ଷା ସାମର୍ଥ୍ୟରେ ନୂଆ ଯୁଗର ଶୁଭାରମ୍ଭ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫୦୦ ହର୍ସପାୱାର ଇଞ୍ଜିନର…

ଡେସ୍କ: ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବିଇଏମଏଲର ମହୀଶୂର କ୍ୟାମ୍ପସରେ ଇଞ୍ଜିନ୍ ବିଭାଗରେ ଯୁଦ୍ଧ ଟ୍ୟାଙ୍କ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫୦୦ ହର୍ସପାୱାର (ଏଚପି) ଇଞ୍ଜିନର ପ୍ରଥମ…
Read More...

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ଗେଜେଟ୍ ବିଜ୍ଞପ୍ତି ଜାରି

ଡେସ୍କ: ଆଜି ସକାଳୁ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ଲୋକସଭା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତର ନିର୍ବାଚନ ଆୟୋଗ ଆଜି ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି…
Read More...

​ଲୋକସଭା ନିର୍ବାଚନ ୨୦୨୪ – ଆୟକର ନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଡେସ୍କ: ନିର୍ବାଚନରେ କଳାଧନ କାରବାର ରୋକିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ନିର୍ଦ୍ଦେଶାଳୟ ଆଦର୍ଶ ଆଚରଣ ବିଧି ସମୟରେ ନିର୍ବାଚନ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ଭାବ୍ୟ/ସନ୍ଦିଗ୍ଧ ନଗଦ…
Read More...

୨୦୨୪ ଜାନୁଆରୀରେ ଦେଶରେ ଖଣିଜ ଉତ୍ପାଦନ ୫.୯% ବୃଦ୍ଧି

ଡେସ୍କ: ୨୦୨୪ ଜାନୁଆରୀ ମାସ ପାଇଁ ଖଣି ଓ ଖନନ କ୍ଷେତ୍ରର ଖଣିଜ ଉତ୍ପାଦନର ସୂଚକାଙ୍କ ୧୪୪.୧ ରହିଛି, ଯାହା କି ୨୦୨୩ ଜାନୁଆରୀ ମାସର ସ୍ତର ଠାରୁ ୫.୯% ଅଧିକ ଅଟେ। ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ତଥ୍ୟ ଅନୁଯାୟୀ,…
Read More...

ଭାରତ ମଣ୍ଡପମରେ ଷ୍ଟାର୍ଟଅପ୍ ମହାକୁମ୍ଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଷ୍ଟାର୍ଟଅପ୍ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ସେ ପରିଦର୍ଶନ କରିଥିଲେ। ସଭାକୁ ସମ୍ବୋଧିତ…
Read More...

ଭାରତର ନିରନ୍ତର ମାନବିକ ସହାୟତାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରଶଂସା

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ୍ ଭାଗିଦାରୀକୁ ଆହୁରି ସୁଦୃଢ଼…
Read More...

ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ, ଆଭିମୁଖ୍ୟ ଲୋଡ଼ିଲେ ହାଇକୋର୍ଟ

ଡେସ୍କ: ଅବକାରୀ ନୀତି ସହ ଜଡ଼ିତ ଅର୍ଥ ଠକେଇ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜାରି କରାଯାଇଥିବା ସମନକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ପ୍ରବର୍ତ୍ତନ…
Read More...

କେନ୍ଦୁଝର କେନ୍ଦ୍ରୀୟ ସଞ୍ଚାର ବୁରୋ ପକ୍ଷରୁ ଭୋଟର ସଚେତନତା କର୍ମଶାଳା

ଡେସ୍କ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ପିପିଳିଆ ସ୍ଥିତ ଲଷ୍ମୀନାରାୟଣ ମହାବିଦ୍ୟାଳୟ ଠାରେ…
Read More...

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ

ଡେସ୍କ: କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ପଶୁପତି କୁମାର ପାରସ ଗତକାଲି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେବା ପରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ…
Read More...

ତେଲେଙ୍ଗାନା ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ

ଡେସ୍କ: ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ତେଲେଙ୍ଗାନା ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ସକାଳେ ହାଇଦ୍ରାବାଦସ୍ଥିତ ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରାଧାକ୍ରିଷ୍ଣନ ଏହି ଦାୟିତ୍ୱ…
Read More...

ନିର୍ବାଚନ-୨୦୨୪: ଆନ୍ଧ୍ରରେ ୧୭୬ କୋଟି ଟଙ୍କା ଜବତ

ଡେସ୍କ: ଆନ୍ଧ୍ରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ମୁକେଶ କୁମାର ମୀନା ବୁଧବାର କହିଛନ୍ତି ଯେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଜାନୁଆରୀ ପହିଲାରୁ ୧୭୬ କୋଟି ଟଙ୍କାର ନଗଦ ଟଙ୍କା,…
Read More...

ଆମେ ଏକାଠି ଲଢ଼ିବୁ! – ଅମିତ ଶାହ

ଡେସ୍କ: ଓଡ଼ିଶାରେ ବିଜେଡି ଓ ବିଜେପି ଏକାକୀ ନିର୍ବାଚନ ଲଢ଼ିବେ କି ମେଣ୍ଟ ହେବ, ସେ ନେଇ ଗତ ୨ ମାସ ହେବ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଥିବା ବେଳେ, ଆଜି ବିଜେପିର ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହ…
Read More...

କେମିତି କଟିବ ଆଜି – ବୁଧବାର ରାଶିଫଳ

ମେଷ: ନିଜ ବଳାର୍ଜିତ ଧନରେ ଧନୀ ହେବାର ହେବାର ସମୟ ଉପସ୍ଥିତ। ଚତୁଷ୍ପଦ ପ୍ରାଣୀ ସୁଖଦାୟକ ହୋଇପାରନ୍ତି। ଅନ୍ନପାନାଦି ସୁଖଦାୟକ ହେବ। ସତ୍ୟ ପରାୟଣ ହେବେ। ନୂତନ ଯାନବାହନଯୁକ୍ତ ହୋଇପାରନ୍ତି। ବୃଷ: ସରକାରଙ୍କ…
Read More...

ଏନସିପିରେ ଗୋଷ୍ଠୀ ବିବାଦ, ଅନ୍ତରୀଣ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଡେସ୍କ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶରଦ ପାୱାର ଗୋଷ୍ଠୀକୁ 'ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର' ନାମ ବ୍ୟବହାର କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏହି ନିର୍ବାଚନରେ ଦଳୀୟ ଚିହ୍ନ…
Read More...

ଆଇପିଏସ୍ ଅଧିକାରୀ ସଞ୍ଜୟ ମୁଖାର୍ଜୀ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ

ଡେସ୍କ: ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସଞ୍ଜୟ ମୁଖାର୍ଜୀ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଓ ଆଇଜି ହେବେ। ରାଜୀବ କୁମାରଙ୍କ ବଦଳି ପରେ ଗତକାଲି ଆଇପିଏସ୍ ଅଫିସର ବିବେକ ସହାୟଙ୍କୁ ନିର୍ବାଚନ କମିଶନ…
Read More...

ସିସୋଦିଆଙ୍କ ହାଜତ ମିଆଦ ଏପ୍ରିଲ ୬ ଯାଏଁ ବୃଦ୍ଧି

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ଏକ ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତକୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରବର୍ତ୍ତନ…
Read More...

ଲୋକସଭା ନିର୍ବାଚନ – ମଣିପୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଡେସ୍କ: ମଣିପୁରରେ ଆଗାମୀ ୧୮ତମ ଲୋକସଭା ନିର୍ବାଚନ ଅବାଧ ଓ ନିରପେକ୍ଷ ପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର…
Read More...

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିରାଟ ସୁଡ଼ଙ୍ଗ ଖୋଳିଦେଲା ଛୋଟିଆ ଜୀବ

ଡେସ୍କ: ଏକଦା ପୂର୍ବ କାଳରେ ନିର୍ମାଣ ହୋଇଥିବା ସୁଡ଼ଙ୍ଗଗୁଡ଼ିକ ମୁଖ୍ୟତଃ ଧାର୍ମିକ ଭାବନାକୁ ପ୍ରତିଫଳନ କରୁଥିବା ବିଶ୍ୱାସ କରାଯାଉଥିଲା, କିନ୍ତୁ ପ୍ରକୃତରେ ତାହା କିଏ ନିର୍ମାଣ କରିଥିଲା ଓ କ'ଣ ପାଇଁ ସୃଷ୍ଟି…
Read More...

ସୁପ୍ରିମକୋର୍ଟଙ୍କୁ କହିଲେ ଆପ୍ ନେତା, ବିନା ସମନରେ ଗିରଫ କରିଛି ଇଡି

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ହାଜତରେ ଥିବା ଆପ୍ ନେତା ସଞ୍ଜୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗିରଫ ହେବା ପୂର୍ବରୁ ତାଙ୍କୁ କୌଣସି ସମନ ଜାରି କରାଯାଇ ନାହିଁ। ୨୦୨୩ ଜୁଲାଇରେ…
Read More...

ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ – ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ଡେସ୍କ: ନାଗରିକତା ସଂଶୋଧନ ଆଇନ ଉପରେ ରୋକ୍ ଲଗାଇବା ପାଇଁ ଦାୟର ଆବେଦନର ଜବାବ ୩ ସପ୍ତାହ ମଧ୍ୟରେ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ…
Read More...

ମେ ୧୫ରୁ ୩୧ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ ଏନଟିଏ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପୂର୍ବ ଘୋଷଣା ଅନୁଯାୟୀ ମେ ୧୫ରୁ ୩୧ ତାରିଖ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ। ଏହି ସମୟ ମଧ୍ୟରେ ମେ' ୨୦ ଓ ୨୫ ତାରିଖରେ ସାଧାରଣ ନିର୍ବାଚନ ତାରିଖ ରହିଛି।…
Read More...

ବିବେକ ସହାୟ ପଶ୍ଚିମବଙ୍ଗ ନୂଆ ପୁଲିସ ମହାନିର୍ଦ୍ଦେଶକ, ୨୦୨୧ରେ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ

ଡେସ୍କ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିବେକ ସହାୟଙ୍କୁ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରାଜୀବ କୁମାରଙ୍କୁ ନିର୍ବାଚନ ଆୟୋଗ ପଦରୁ ହଟାଇବାର କିଛି ସମୟ ପରେ ଆଜି…
Read More...

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅର୍ଥ ଠକେଇ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଅଙ୍କୁଶ ଓ ବୈଭବ ଜୈନଙ୍କ ଜାମିନ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ସେମାନଙ୍କୁ ତୁରନ୍ତ ଆତ୍ମସମର୍ପଣ…
Read More...

୨୦୨୩ ସରସ୍ୱତୀ ସମ୍ମାନ ପାଇବେ ବିଶିଷ୍ଟ କବି ପ୍ରଭା ବର୍ମା

ଡେସ୍କ: ପ୍ରସିଦ୍ଧ କବି ପ୍ରଭା ବର୍ମା ମାଲାୟାଲମ ଭାଷାରେ ଉଲ୍ଲେଖନୀୟ କୃତ୍ତି ନିମନ୍ତେ ୨୦୨୩ ବର୍ଷ ପାଇଁ ସରସ୍ୱତୀ ସମ୍ମାନ ପାଇବେ। ତାଙ୍କର ମାଲାୟାଲମ ଭାଷାର କବିତା କୃତି 'ରୁଦ୍ର ସାଥୱିକମ୍' ଏବଂ ୨୦୧୩ରୁ ୨୦୨୨…
Read More...

କୋଲକାତାରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୭ ମୃତ, କଠୋର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ମମତା

ଡେସ୍କ: କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଶନିବାର ଏକ ନିର୍ମାଣାଧୀନ ୫ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଦୁଇ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସୋମବାର ପୁଲିସ ଏହି ସୂଚନା…
Read More...

ପଶ୍ଚିମବଙ୍ଗ ଡିଜିପି ବଦଳି ପ୍ରସଙ୍ଗ, ନିର୍ବାଚନ ଆୟୋଗକୁ ନିୟନ୍ତ୍ରଣ କରୁଛି ବିଜେପି – ତୃଣମୂଳ କଂଗ୍ରେସ

ଡେସ୍କ: ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ହଟାଇବା ଘଟଣାକୁ ସମାଲୋଚନା କରି ତୃଣମୂଳ କଂଗ୍ରେସ କହିଛି ଯେ ଏହା ନିର୍ବାଚନ ଆୟୋଗ (ଇସି) ଉପରେ ବିଜେପିର 'ନିୟନ୍ତ୍ରଣ'ର ଏକ ଜ୍ୱଳନ୍ତ ଉଦାହରଣ। ଏକ ସାମ୍ବାଦିକ…
Read More...

ନିର୍ବାଚନୀ ବଣ୍ଡ ମାମଲା – ଦଳ ଜାଣିନି ଦାତା କିଏ?

ଡେସ୍କ: ନିର୍ବାଚନୀ ବଣ୍ଡ ମାମଲାକୁ ନେଇ ସୁପ୍ରିମକୋର୍ଟ ଆଜି ଷ୍ଟେଟବ୍ୟାଙ୍କକୁ ନୂଆ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ, କେତେକ ରାଜନୈତିକ ଦଳ ଦାତା କିଏ ଜାଣିନାହାନ୍ତି ବୋଲି କହିଛନ୍ତି। ସେହିପରି କେତେକ ରାଜନୈତିକ…
Read More...

ମହମ୍ମଦ ମୋକିମ୍‌ଙ୍କୁ ଆଶ୍ୱସ୍ତି – ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଡେସ୍କ: ମହମ୍ମଦ ମୋକିମ୍‌ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। କଟକ ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିବା ବେଳେ ଆଜି ସୁପ୍ରିମକୋର୍ଟ ସେହି ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ଗତ…
Read More...

ଲୋକସଭା ନିର୍ବାଚନ: ବଡ଼ ଧରଣର ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ହଟିଲେ ପଶ୍ଚିମବଙ୍ଗ ଡିଜିପି

ଡେସ୍କ: ଲୋକସଭା ନିର୍ବାଚନରେ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ସୋମବାର ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ…
Read More...

ଷ୍ଟେଟବ୍ୟାଙ୍କକୁ ପୁଣି ଡେଡ଼ଲାଇନ, ମାର୍ଚ୍ଚ ୨୧ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦିଅ –…

ଡେସ୍କ: ମାର୍ଚ୍ଚ ୨୧ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିବାକୁ ଷ୍ଟେଟବ୍ୟାଙ୍କକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ…
Read More...