www.samajalive.in
Sunday, December 7, 2025
23.1 C
Bhubaneswar

ଆମେ ଏକାଠି ଲଢ଼ିବୁ! – ଅମିତ ଶାହ

ଡେସ୍କ: ଓଡ଼ିଶାରେ ବିଜେଡି ଓ ବିଜେପି ଏକାକୀ ନିର୍ବାଚନ ଲଢ଼ିବେ କି ମେଣ୍ଟ ହେବ, ସେ ନେଇ ଗତ ୨ ମାସ ହେବ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଥିବା ବେଳେ, ଆଜି ବିଜେପିର ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହ ମେଣ୍ଟ ଗଠନ ହେବା ନେଇ ବଡ ବୟାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶାହ କହିଛନ୍ତି ଯେ ମେଣ୍ଟକୁ ନେଇ କିଛି ବି ହୋଇପାରେ।

ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି, କିଛି ବି ହୋଇପାରେ। ମେଣ୍ଟ ହେବ କି ନ ହେବ ସେ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଶ୍ରୀ ଶାହ କହିଛନ୍ତି। ସେ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ହାସଲ କରିବ। ମେଣ୍ଟ ବିଷୟରେ ଶ୍ରୀ ଶାହ କହିଛନ୍ତି ଯେ କିଛି ବି ହୋଇପାରେ, ଆମେ ଏକାଠି ଲଢ଼ିବୁ କି ଏକାକୀ ସେ ବିଷୟରେ ନିଷ୍ପତ୍ତି ହେବ। ତେବେ ଏକାଠି ଲଢ଼ିବା ପାଇଁ ଯଦି ନିଷ୍ପତ୍ତି ହେବ, ତେବେ ନବୀନ ବାବୁଙ୍କ ସାଥି ହୋଇ ଲଢ଼ିବେ ବୋଲି ସେମାନେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories