ପଞ୍ଜାବ ବିଷାକ୍ତ ମଦ ପ୍ରସଙ୍ଗ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ

ଡେସ୍କ: ପଞ୍ଜାବର ସଙ୍ଗରୁର ଜିଲ୍ଲାର ବିଭିନ୍ନ ଗାଁରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିବା ବେଳେ ୨୦ରୁ ଅଧିକ ଲୋକ ଡାକ୍ତରଖାନାରେ ଅଛନ୍ତି। କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ନିର୍ବାଚନ ଆୟୋଗ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।

୩୫ ସୋମାଲି ଡକାୟତଙ୍କୁ ପୁଲିସକୁ ହସ୍ତାନ୍ତର କଲା ଭାରତୀୟ ନୌସେନା

prayash

ଅନ୍ୟପକ୍ଷରେ ଏହି ପୂରା ମଦ କାରବାରର ପର୍ଦ୍ଦାଫାସ କରିବା ପାଇଁ ରାଜ୍ୟ ପୁଲିସ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଗୁରିନ୍ଦର ସିଂହ ଧିଲନଙ୍କ ନେତୃତ୍ୱରେ ଏକ ୪ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଏହି ମାମଲାର ତଦାରଖ କରିଛି। ପଟିଆଲା ରେଞ୍ଜ ଡିଆଇଜି ହରଚରଣ ସିଂ ଭୁଲର, ଏସଏସପି ସଙ୍ଗରୁର ସରତାଜ ଚହଲ ଏବଂ ଅତିରିକ୍ତ କମିଶନର (ଅବକାରୀ) ନରେଶ ଦୁବେ ଏହାର ଅନ୍ୟ ସଦସ୍ୟ ଅଛନ୍ତି।

ଟଳିଗଲା ସଙ୍କଟ, ଆମେରିକୀୟ ସିନେଟରେ ୧.୨ ଟ୍ରିଲିୟନ ଡଲାର ପାଣ୍ଠି ପ୍ୟାକେଜ୍ ପାରିତ

ଏ ସଂକ୍ରାନ୍ତରେ ୩ଟି ଏତଲା ରୁଜୁ ହୋଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି।

kalyan agarbati

Comments are closed.