www.samajalive.in
Monday, December 15, 2025
27.1 C
Bhubaneswar

୨୦ ବର୍ଷ ପରେ ପୁନରାବୃତ୍ତି ହେବ ୨୦୦୪ର ଇତିହାସ – କଂଗ୍ରେସ ନେତା ଜୟରାମ ରମେଶ

ଡେସ୍କ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶୁକ୍ରବାର ୨୦୨୪ ନିର୍ବାଚନ ଫଳାଫଳକୁ ପୂର୍ବ ନିଷ୍ପତି ବୋଲି ବିଜେପିର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ‘ଟାଇଗର ମେଁ ଅଭି ବହୁତ ଜାନ ହୈ’ ଏବଂ ବିରୋଧୀ ଗୋଷ୍ଠୀ ୨୦୦୪ର ଇତିହାସର ପୁନରାବୃତ୍ତି କରିବେ ଯେତେବେଳେ ବିଜେପି ‘ଉଜ୍ଜ୍ୱଳ ଭାରତ’ ଅଭିଯାନ ସତ୍ତ୍ୱେ କ୍ଷମତାରୁ ବିଚ୍ଛିନ୍ନ ହୋଇଥିଲା।

କର୍ପୋରେଟ କୋଠାରେ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି

- Advertisement -

କଂଗ୍ରେସର ସାଧାରଣ ସମ୍ପାଦକ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ନିଜର ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ସହ ଲୋକସଭା ନିର୍ବାଚନକୁ ଯାଉଛି ଏବଂ ବିରୋଧୀ ଇଣ୍ଡିଆ ଗୋଷ୍ଠୀ ସ୍ପଷ୍ଟ ଜନାଦେଶ ପାଇବ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି।

ଭୁଶୁଡି ଥିବା ଟନେଲ ନିର୍ମାଣକାରୀ କମ୍ପାନୀ ବିଜେପିକୁ ଦେଇଛି ୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ

ଏକ ସାକ୍ଷାତକାରରେ ରମେଶ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ଗ୍ୟାରେଣ୍ଟି ଜଣେ ବ୍ୟକ୍ତିଙ୍କ ନୁହେଁ ବରଂ ଦଳର ଓ ଏହାର ଘୋଷନା ପତ୍ରକୁ ‘ନ୍ୟାୟପତ୍ର’ କୁହାଯିବ, ଯେଉଁଥିରେ ଯୁବ ନ୍ୟାୟ, ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ, କିସାନ ନ୍ୟାୟ ଏବଂ ହିସେଦାରୀ ନ୍ୟାୟ ଏବଂ ଏହା ଅଧୀନରେ ଥିବା ୨୫ଟି ଗ୍ୟାରେଣ୍ଟି ଉପରେ ଧ୍ୟାନ ଦିଆଯିବ।

ରାଜନୀତି କରୁଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲା ତୃଣମୂଳ କଂଗ୍ରେସ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories