ପଶ୍ଚିମବଙ୍ଗର ୪ ଜିଲ୍ଲାପାଳଙ୍କୁ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଡେସ୍କ: ପଶ୍ଚିମବଙ୍ଗର ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହଟାଇବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ଣ୍ଣ ବର୍ଦ୍ଧମାନ ଓ ବୀରଭୂମ। ଆୟୋଗ କହିଛନ୍ତି ଯେ ଏହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ସିଧାସଳଖ କ୍ୟାଡରରୁ ନୁହଁନ୍ତି ବରଂ ଭାରତୀୟ ପ୍ରଶାସନିକ ସେବା, ଆଇଏଏସକୁ ପଦୋନ୍ନତି ପାଇଥିବାରୁ ସେମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାମାଜିକ ଗଣମାଧ୍ୟମରେ ଅନଲାଇନ୍ ବେଟିଂ ଓ ଜୁଆ ଖେଳ ବିଜ୍ଞାପନ ଉପରେ ରୋକ

Comments are closed.