ସାମାଜିକ ଗଣମାଧ୍ୟମରେ ଅନଲାଇନ୍ ବେଟିଂ ଓ ଜୁଆ ଖେଳ ବିଜ୍ଞାପନ ଉପରେ ରୋକ

ଡେସ୍କ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରି ସାମାଜିକ ଗଣମାଧ୍ୟମରେ ଥିବା ସମର୍ଥକ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କୌଣସି ପ୍ରକାରରେ ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ସରୋଗେଟ୍ ବିଜ୍ଞାପନ ସମେତ ସମସ୍ତ ବିଜ୍ଞାପନ ଏବଂ ପ୍ରଚାର ସାମଗ୍ରୀ ପ୍ରଦର୍ଶନ ନ କରିବାକୁ କହିଛି। ଗ୍ରାହକ, ବିଶେଷ କରି ଯୁବବର୍ଗଙ୍କ ଉପରେ ଅନଲାଇନ୍ ବେଟିଂ ଓ ଜୁଆ ଖେଳର ଆର୍ଥିକ ଓ ସାମାଜିକ-ଅର୍ଥନୈତିକ ପ୍ରଭାବକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଏହି ପରାମର୍ଶବଳୀ ଜାରି … Continue reading ସାମାଜିକ ଗଣମାଧ୍ୟମରେ ଅନଲାଇନ୍ ବେଟିଂ ଓ ଜୁଆ ଖେଳ ବିଜ୍ଞାପନ ଉପରେ ରୋକ