ଆରଡି: ଶୁକ୍ରବାର ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଅଧିନସ୍ଥ ଆରଡି ପଞ୍ଚାୟତରେ ଅନ୍ୟ ଦଳ ଛାଡି ୪୦ ପରିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କଂଗ୍ରେସ ଦଳର ଜିଲ୍ଲା ସଭାପତି ବୈଲୋଚନ ପଣ୍ଡା, ବିଧାୟକ ପାର୍ଥୀ ଅମୀୟ ମହାପାତ୍ରଙ୍କ ସହ ବରିଷ୍ଠ ନେତା ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



