www.samajalive.in
Friday, December 5, 2025
20.1 C
Bhubaneswar

କେନ୍ଦ୍ରକୁ ଝଟକା – ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଡେସ୍କ: କେନ୍ଦ୍ର ସରକାରଙ୍କ ବିଷୟରେ ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍ ଗଠନ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମ, ୨୦୨୧ ଅଧୀନରେ ମାର୍ଚ୍ଚ ୨୦ରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ଗଣମାଧ୍ୟମ ସଂସ୍ଥାଗୁଡିକ ସମ୍ଭାବ୍ୟ ସେନ୍ସରସିପ୍ ପାଇଁ ଏହାର ଅପବ୍ୟବହାର ସମ୍ଭାବନା ବିଷୟରେ ଚିନ୍ତା ପ୍ରକଟ କରିଥିଲେ।

ଆଇପିଏଲରେ ନଜର ଆସିବେ ଏହି ବଲିଉଡ ତାରକା, ଉଦଘାଟନୀ ସମାରୋହରେ ଦେଖାଇବେ ଧମାକା

- Advertisement -

ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ବିଷୟରେ ଡିଜିଟାଲ ମିଡିଆରେ ନକଲି ଏବଂ ମିଥ୍ୟା ବିଷୟବସ୍ତୁ ଚିହ୍ନଟ କରିବା ପାଇଁ ସଂଶୋଧିତ ଆଇଟି ନିୟମ ଅନୁଯାୟୀ ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଥିବା ବମ୍ବେ ହାଇକୋର୍ଟଙ୍କ ମାର୍ଚ୍ଚ ୧୧ର ଆଦେଶକୁ ଖାରଜ କରିଦେଇଛନ୍ତି।

ଆଇପିଏଲର ଦିନକ ପୂର୍ବରୁ କ୍ରୀଡ଼ାପ୍ରେମୀଙ୍କୁ ଝଟ୍‌କା; ସିଏସକେ ଅଧିନାୟକ ପଦ ଛାଡ଼ିଲେ ଧୋନୀ

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories