ଆଇପିଏଲରେ ନଜର ଆସିବେ ଏହି ବଲିଉଡ ତାରକା, ଉଦଘାଟନୀ ସମାରୋହରେ ଦେଖାଇବେ ଧମାକା

ଡେସ୍କ: ଟାଟା ଆଇପିଏଲ ୨୦୨୪ର ଉଦଘାଟନୀ ସମାରୋହରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ଏଆର ରେହମାନ ଏବଂ ସୋନୁ ନିଗମ ଦେଖାଇବେ ଧମାକା। ଆଇପିଏଲ୍ ତରଫରୁ ଏହି ତାରକାଙ୍କ ଫଟୋ ଜାରି କରାଯାଇଛି। ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଏହି ବଲିଉଡ ତାରକାମାନେ ଧମାଲ କରିବେ। ଆଇପିଏଲର ଦିନକ ପୂର୍ବରୁ କ୍ରୀଡ଼ାପ୍ରେମୀଙ୍କୁ ଝଟ୍‌କା; ସିଏସକେ ଅଧିନାୟକ ପଦ ଛାଡ଼ିଲେ ଧୋନୀ ଆଇପିଏଲର ପ୍ରଥମ ମ୍ୟାଚ୍ ରାତି ୮ଟାରେ ଖେଳାଯିବ। ଆଇପିଏଲ୍ ଉଦଘାଟନୀ ସମାରୋହ ସନ୍ଧ୍ୟା ୬ଟାରୁ ଆରମ୍ଭ … Continue reading ଆଇପିଏଲରେ ନଜର ଆସିବେ ଏହି ବଲିଉଡ ତାରକା, ଉଦଘାଟନୀ ସମାରୋହରେ ଦେଖାଇବେ ଧମାକା