www.samajalive.in
Saturday, December 6, 2025
19.1 C
Bhubaneswar

ଆପତ୍ତିଜନକ ପୋଷ୍ଟକୁ ନେଇ ସୁପ୍ରିୟାଙ୍କୁ ଟାର୍ଗେଟ କଲା ବିଜେପି, ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ନେତା

ଡେସ୍କ: ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରିଥିବା କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ଭାରତୀୟ ଜନତା ପାର୍ଟି ତୀବ୍ର ସମାଲୋଚନା କରିଛି। ତେବେ ଶ୍ରୀନେଟ୍ ସ୍ପଷ୍ଟ କରିଛନ୍ତି ଯେ ସୋସିଆଲ ମିଡିଆରେ କିଛି ପ୍ୟାରୋଡି ଆକାଉଣ୍ଟରେ ସମ୍ପୃକ୍ତ ପୋଷ୍ଟ କରାଯାଇଛି, ଯାହାକୁ ସେ ରିପୋର୍ଟ କରିଛନ୍ତି।

ବିଜେପି ନେତା ଶେହଜାଦ ପୁନାୱାଲା କହିଛନ୍ତି ଯେ ଶ୍ରୀନେତଙ୍କ ମନ୍ତବ୍ୟ ନିନ୍ଦନୀୟ। କଙ୍ଗନା ଟିମକୁ ନେଇ ସୁପ୍ରିୟା ଦେଇଥିବା ମନ୍ତବ୍ୟ ନିନ୍ଦନୀୟ। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ସେ କହିଥିଲେ ଯେ ସୁପ୍ରିୟା ଶ୍ରୀନେତ କଙ୍ଗନା ରାଣାୱତଙ୍କ ଉପରେ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି, ଯାହାଙ୍କୁ ମଣ୍ଡିରୁ ଲୋକସଭା ଟିକେଟ ଦିଆଯାଇଛି। ଏମାନେ ହିଁ ମୋହବତ କଥା କହୁଛନ୍ତି, କିନ୍ତୁ ବେଳେବେଳେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗୁଲଜ କରନ୍ତି, ପ୍ରଧାନମନ୍ତ୍ରୀଙ୍କ ସ୍ବର୍ଗତ ମା’ଙ୍କୁ ଗାଳି ଗୁଲଜ କରନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories