www.samajalive.in
Friday, December 12, 2025
14.1 C
Bhubaneswar

ମେ ୧୫ରୁ ୩୧ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ ଏନଟିଏ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପୂର୍ବ ଘୋଷଣା ଅନୁଯାୟୀ ମେ ୧୫ରୁ ୩୧ ତାରିଖ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ। ଏହି ସମୟ ମଧ୍ୟରେ ମେ’ ୨୦ ଓ ୨୫ ତାରିଖରେ ସାଧାରଣ ନିର୍ବାଚନ ତାରିଖ ରହିଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ମାର୍ଚ୍ଚ ୨୬ରେ ଆବେଦନ ପତ୍ର ଦାଖଲର ଶେଷ ତାରିଖ ପରେ ସିୟୁଇଟି-ୟୁଜି ପାଇଁ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ଭୌଗୋଳିକ ବଣ୍ଟନ ଜଣାପଡ଼ିବ।

ବିବେକ ସହାୟ ପଶ୍ଚିମବଙ୍ଗ ନୂଆ ପୁଲିସ ମହାନିର୍ଦ୍ଦେଶକ, ୨୦୨୧ରେ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ

- Advertisement -

ଏହି ତଥ୍ୟ ଏବଂ ନିର୍ବାଚନ ତାରିଖକୁ ଆଧାର କରି ଏନଟିଏ ସିୟୁଇଟି-ୟୁଜି ପରୀକ୍ଷା ପାଇଁ ମେ ୧୫ରୁ ୩୧ ମଧ୍ୟରେ ତାରିଖ ଘୋଷଣା କରିବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories