ବିବେକ ସହାୟ ପଶ୍ଚିମବଙ୍ଗ ନୂଆ ପୁଲିସ ମହାନିର୍ଦ୍ଦେଶକ, ୨୦୨୧ରେ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ

ଡେସ୍କ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିବେକ ସହାୟଙ୍କୁ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରାଜୀବ କୁମାରଙ୍କୁ ନିର୍ବାଚନ ଆୟୋଗ ପଦରୁ ହଟାଇବାର କିଛି ସମୟ ପରେ ଆଜି ଅପରାହ୍ନ ୫ଟା ସୁଦ୍ଧା କୁମାରଙ୍କ ବଦଳି ପାଇଁ ୩ ଜଣ ଯୋଗ୍ୟ ଅଧିକାରୀଙ୍କ ତାଲିକା ପ୍ରଦାନ କରିବାକୁ ନିର୍ବାଚନ କମିଶନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ। ପୂର୍ବରୁ ଶ୍ରୀ ସାହାଇ ହୋମଗାର୍ଡର ମହାନିର୍ଦ୍ଦେଶକ ଓ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦିଲ୍ଲୀର … Continue reading ବିବେକ ସହାୟ ପଶ୍ଚିମବଙ୍ଗ ନୂଆ ପୁଲିସ ମହାନିର୍ଦ୍ଦେଶକ, ୨୦୨୧ରେ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ