www.samajalive.in
Sunday, December 14, 2025
23.1 C
Bhubaneswar

ସାରା ଦେଶରେ ପାଳିତ ହେଉଛି ରଙ୍ଗର ପର୍ବ ହୋଲି

ଡେସ୍କ: ଆଜି ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳିତ ହେଉଛି। ଏହି ପର୍ବ ମନ୍ଦ ଉପରେ ଭଲର ବିଜୟକୁ ସୂଚିତ କରେ ଏବଂ ବସନ୍ତ ଋତୁର ଆଗମନକୁ ଦର୍ଶାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଆଦାନ ପ୍ରଦାନ କରନ୍ତି, ମିଠା ଖାଆନ୍ତି ଏବଂ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତି। ବ୍ରଜ ମଣ୍ଡଳଠାରୁ ଆରମ୍ଭ କରି ଅଯୋଧ୍ୟା ଧାମ ପର୍ଯ୍ୟନ୍ତ ସମଗ୍ର ଉତ୍ତରପ୍ରଦେଶରେ ହୋଲିର ଆନନ୍ଦ ଦେଖିବାକୁ ମିଳୁଛି। ପଞ୍ଜାବରେ ପାକିସ୍ତାନ ସହ ଲାଗିଥିବା ଭାରତର ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବାହିନୀ ଯବାନମାନେ ରଙ୍ଗ ଲଗାଇ ହୋଲି ପାଳନ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories