www.samajalive.in
Monday, December 8, 2025
20.1 C
Bhubaneswar

ଆଇପିଏସ୍ ଅଧିକାରୀ ସଞ୍ଜୟ ମୁଖାର୍ଜୀ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ

ଡେସ୍କ: ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସଞ୍ଜୟ ମୁଖାର୍ଜୀ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଓ ଆଇଜି ହେବେ। ରାଜୀବ କୁମାରଙ୍କ ବଦଳି ପରେ ଗତକାଲି ଆଇପିଏସ୍ ଅଫିସର ବିବେକ ସହାୟଙ୍କୁ ନିର୍ବାଚନ କମିଶନ ନିଯୁକ୍ତି ଦେଇଥିଲେ। ପୂର୍ବରୁ ସଞ୍ଜୟ ମୁଖାର୍ଜୀ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗରେ କାର୍ଯ୍ୟ କରୁଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories