www.samajalive.in
Monday, December 15, 2025
17.1 C
Bhubaneswar

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ମନ୍ତବ୍ୟ, ତୀବ୍ର ସମାଲୋଚନା କଲା ଭାରତ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ଉପରେ ଜର୍ମାନ ମନ୍ତ୍ରଣାଳୟ ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ସମାଲୋଚନା କରିଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବା ନେଇ କେନ୍ଦ୍ର ସରକାର ଜର୍ମାନ ଦୂତାବାସର ଉପ ପ୍ରମୁଖଙ୍କୁ ଡକାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜର୍ମାନୀର ରାଜଦୂତଙ୍କ ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି।

୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ

- Advertisement -

ଜର୍ମାନ ବିଦେଶ ମନ୍ତ୍ରାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫ ପରେ ମନ୍ତବ୍ୟ ଦେଇଥିଲା ଯେ, ନିରପେକ୍ଷ ତଦନ୍ତ ନ କରି ସାଧାରଣ ଲୋକ ଭଳି ତାଙ୍କୁ ଗିରଫ କରିବା ଆଇନର ଶାସନର ପରିପନ୍ଥୀ। ତାଙ୍କ କ୍ଷେତ୍ରରେ ମଧ୍ୟ ଆଇନର ଦ୍ୱାରସ୍ତ ହେବାର ଅଧିକାର ଅଛି ବୋଲି ଜର୍ମାନ ବିଦେଶ ମନ୍ତ୍ରାଳୟ ମନ୍ତବ୍ୟ ଦେଇଥିଲା।

ପ୍ଲାଷ୍ଟିକ୍‌‌ ବୋତଲରେ ନିୟମିତ ପାଣି ପିଉଛନ୍ତି କି? ସାବଧାନ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories