ପ୍ଲାଷ୍ଟିକ୍‌‌ ବୋତଲରେ ନିୟମିତ ପାଣି ପିଉଛନ୍ତି କି? ସାବଧାନ..

ଖରାଦିନ ଆରମ୍ଭ ହୋଇ ସାରିଛି। ଯାତ୍ରା ସମୟରେ ହେଉ କିମ୍ବା କାର୍ଯ୍ୟାଳୟରେ ଲୋକେ ନିଜ ସହ ପାଣି ବୋତଲ ରଖିବାକୁ ପସନ୍ଦ କରିଥାଆନ୍ତି। ତେବେ ପାଣି ରଖିବା ପାଇଁ ଅଧିକାଂଶ ଲୋକେ ପ୍ଲାଷ୍ଟିକ୍‌‌ ବୋତଲର ବ୍ୟବହାର କରି ଥାଆନ୍ତି। ମାତ୍ର ଡାକ୍ତର ଏହି ବୋତଲ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥାଆନ୍ତି। ଡାକ୍ତରଙ୍କ କହିବାନୁଯାୟୀ, ପ୍ଲାଷ୍ଟିକ୍‌‌ ବୋତଲ ବଦଳରେ ତମ୍ବା, ଷ୍ଟିଲ୍‌‌ ଆଦି ବୋତଲରେ ପାଣି ପିଇବା ଅଧିକ ଲାଭଦାୟକ।ଲୋକେ ସୁସ୍ଥ ରହିବା ପାଇଁ ଏଭଳି ବୋତଲର ବ୍ୟବହାର … Continue reading ପ୍ଲାଷ୍ଟିକ୍‌‌ ବୋତଲରେ ନିୟମିତ ପାଣି ପିଉଛନ୍ତି କି? ସାବଧାନ..