www.samajalive.in
Monday, December 15, 2025
24.1 C
Bhubaneswar

ସିନେମା ହଲରେ ପ୍ରଦର୍ଶିତ ହେବ ଭୋଟର ସଚେତନତା ସମ୍ବନ୍ଧୀୟ ଚଳଚ୍ଚିତ୍ର

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟର ସଚେତନତା ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଓ ବ୍ୟବଧାନରେ ଏକ ଭୋଟର ସଚେତନତା ଚଳଚ୍ଚିତ୍ର ‘ମେରା ମତ ମେରା କର୍ତ୍ତବ୍ୟ’ ପ୍ରଦର୍ଶିତ କରିବାକୁ ସିନେମା ମାଲିକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଆୟୋଗ ମନ୍ତ୍ରଣାଳୟକୁ କହିଛନ୍ତି। ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀ ଏହି ଚଳଚ୍ଚିତ୍ର ଉପଲବ୍ଧ କରାଇବେ। ଆକାଶବାଣୀ ଓ ଦୂରଦର୍ଶନକୁ ଭୋଟର ଶିକ୍ଷା ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ କୁହାଯାଇପାରିବ ବୋଲି କମିଶନ କହିଛନ୍ତି। ଭୋଟର ସଚେତନତା କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିବା ପାଇଁ ନିରବଚ୍ଛିନ୍ନ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ନୋଡାଲ ଅଫିସର ନିଯୁକ୍ତ କରିବାକୁ କମିଶନ କହିଛନ୍ତି।

ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ସମନ

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories