ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ସମନ

ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି। ଆସନ୍ତା ମାସ ୪ ତାରିଖରେ ଏହି ମାମଲାର ତଦନ୍ତରେ ହାଜର ହେବାକୁ ଇଡି କହିଛି। ଏହା ପୂର୍ବରୁ କେଜ୍ରିଓ୍ଵାଲଙ୍କୁ ୭ ଥର ସମନ କରାଯାଇଛି ଏବଂ ସେ ଥରେ ବି ଇଡି ନିକଟରେ ହାଜର ହୋଇନାହାନ୍ତି। ଆମ୍ ଆଦମୀ ପାର୍ଟି ଏହି ସମନକୁ ଏକ ରାଜନୈତିକ ପଦକ୍ଷେପ ବୋଲି କହୁଛି। Related Posts ନାବାଳିକା … Continue reading ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ସମନ