ଗୋଇଠି ଫାଟିବା ଦିଏ ଏହି ମାରାତ୍ମକ ରୋଗର ସଙ୍କେତ: କରନ୍ତୁ ନାହିଁ ଅଣଦେଖା..

ଶୀତଦିନେ ତ୍ୱଚା ଶୁଷ୍କ ଦେଖାଯିବା, ଓଠ ଫାଟିବା, ଗୋଇଠି ଫାଟିବା ସାଧାରଣ କଥା। ମାତ୍ର କେତେକ ଲୋକଙ୍କର ନିୟମିତ ଭାବେ ପାଦ ଫାଟିବା ସହ ତ୍ୱଚା ଜନିତ ସମସ୍ୟା ଲାଗି ରହିଥାଏ। ଅନେକ ସମୟରେ ନିଶ୍ଚୟ ଶୁଣିଥିବେ ଗୋଇଠି…
Read More...

ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

ଡେସ୍କ: ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୨୦୨୩ ଅକ୍ଟୋବର ୪ ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି…
Read More...

ସୋସିଆଲ ମିଡିଆରେ ବିରୁଷ୍କାଙ୍କ ଭିଡିଓ କଲ୍ ଭାଇରାଲ୍

ନୂଆଦିଲ୍ଲୀ : ବିରୁଷ୍କାଙ୍କ ଭିଡିଓ କଲ୍ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ପ୍ରଶଂସକ ଖୁବ୍ ପସନ୍ଦ କରି ଥାଆନ୍ତି। ନିକଟରେ…
Read More...

ଦେଖନ୍ତୁ ଭିଡିଓ.. ଖୋଲା କୂଅରେ ପଡିଥିଲା ଭାଲୁ, ହାବୁଡରେ ପଡି ଆକ୍ରମଣର ଶିକାର ହେଲେ ବୃଦ୍ଧା

ନାକଟିଦେଉଳ : ଖୋଲା ମାଟି କୂଅରେ ପଡିଥିଲା ଜଙ୍ଗଲୀ ଭାଲୁ। ଭାଲୁ ଦେଖିବାକୁ ଯାଉଥିବା ବେଳେ କୂଅ ଭିତରୁ ବାହାରକୁ ଆସି ଦେଖଣାହାରି ଲୋକଙ୍କୁ ଗୋଡ଼ାଇବା ଫଳରେ ଏହି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା…
Read More...

ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ନହେଲେ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର : ବୁଧବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଦରଦାମ୍ ବୃଦ୍ଧିକୁ ନେଇ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୃଦ୍ଧି ପାଉଥିବା ଦରଦାମ୍ ନିୟନ୍ତ୍ରଣ ପାଇଁ ବିଜେଡି ପକ୍ଷରୁ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆସାମରେ ପ୍ରଳୟଙ୍କାରୀ ବନ୍ୟାରେ ୩୮ ଜଣଙ୍କ ମୃତ୍ୟୁ.. ୨୨୦୮ ଗାଁ ପ୍ରଭାବିତ, କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟାସ୍ଥିତି ଗମ୍ଭୀର.. ବନ୍ୟାରେ ଭାସିଯାଇ ୪ ହରିଣଙ୍କ ମୃତ୍ୟୁ ସୂଚନା.. ୧୧ ଦିନର ନିରବଛିନ୍ନ…
Read More...

ହାଥରସରେ ଏଯାଏଁ ୧୨୧ ମୃତ ; ଏଥିପାଇଁ ଘଟିଥିଲା ଅଘଟଣ, ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ..

ନୂଆଦିଲ୍ଲୀ : ହାଥରସରେ ସତସଙ୍ଗ୍ ରେ ଦଳାଚକଟାରେ ଏଯାଏଁ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଲୋକେ ଏଣେତେଣେ ଦୌଡି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…
Read More...

ଧଳପୁର ପ୍ରାଥମିକ ବିଦ୍ୟାଳୟ ; ବୁଲା ଗାଈ ଗୋରୁଙ୍କ ଆଡ୍ଡାସ୍ଥଳୀ

ନାକଟିଦେଉଳ : ବିଦ୍ୟାଳୟ ଭିତରକୁ ବିନା ବାଧାରେ ପ୍ରବେଶ କରୁଛନ୍ତି ବୁଲା ଗାଈ ଗୋରୁ। କେବଳ ସେତିକି ନୁହେଁ ରାତିରେ ଏହି ଗାଈ ଗୋରୁ ମାନେ ସେମାନଙ୍କର ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି ବିଦ୍ୟାଳୟ ବାରଣ୍ଡାକୁ।…
Read More...

ଜୁଲାଇରୁ ନଭେମ୍ବର ମା’ଲକ୍ଷ୍ମୀ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ : ମିଳିବ ଧନ ହିଁ ଧନ, ଚାକିରି, ରହିବନି ଚିନ୍ତା..

ଚର୍ତୁମାସର ୪ ମାସରେ ଭଗବାନ ଶ୍ରୀହରି ବିଷ୍ଣୁ ଯୋଗ ନିଦ୍ରାରେ ରହି ଥାଆନ୍ତି। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ସେହିପରି ଧାର୍ମିକ ଦୃଷ୍ଟି କୋଣରୁ ଚର୍ତୁମାସର ଖୁବ୍ ମହତ୍ତ୍ୱ ରହିଛି। ତେବେ…
Read More...

ଉତ୍ତରପ୍ରଦେଶରେ ବଡ ଅଘଟଣ ; ସତସଙ୍ଗରେ ଦଳାଚକଟାରେ ୨୭ ମୃତ

ଲଖନଉ : ଉତ୍ତରପ୍ରଦେଶ ଏକ ସତସଙ୍ଗରେ ଦଳାଚକଟାରେ ୨୭ ଜଣଙ୍କ ଜୀବନ ଚାଲି ଯାଇଛି। ହାଥରସ୍ ଫୁଲୁରୀ ଗାଁରେ ସତସଙ୍ଗ ବେଳେ ଏହି ଦଳାଚକଟା ଘଟିଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା,…
Read More...

କଲ୍ୟାଣସିଂହପୁରରେ ନୂତନ ବିଧାୟକ ସମୀକ୍ଷା ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ସମିତି କାର୍ଯ୍ୟାଳୟ ସଦଦ୍ଭାବନା ଗୃହ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ.. ଚଳିତ ଥର ଦୁଇ ଦିନ ଧରି ରଥଯାତ୍ରା ହେବାକୁ ଥିବାରୁ ସରକାରୀ ଭାବେ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ.. ସମସ୍ତ ଭତ୍ତା ହେବ ୩ହଜାର…
Read More...

ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ପାଳିତ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ନର୍ଲା ବନାଞ୍ଚଳ ଅନ୍ତର୍ଗତ କମର୍ଦ୍ଧା ସେକ୍ସନ ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। କମର୍ଦ୍ଧା ସେକ୍ସନର ବନପାଳ ରମେଶ ଚନ୍ଦ୍ର…
Read More...

ଏହି ଦିଗକୁ ମୁଣ୍ଡ କରି ଶୋଇଲେ କମିଥାଏ ଆୟୁ..

ଦୁନିଆର ସବୁଠାରୁ ପୁରୁଣା ଧର୍ମ ମଧ୍ୟରେ ସନାତନ ଧର୍ମ ଗୋଟିଏ। ହିନ୍ଦୁ ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ…
Read More...

ମନମୁଖୀ କାର୍ଯ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟରେ ତାଲା

ବାସୁଦେବପୁର : ବ୍ଲକରେ ଚାଲିଥିବା ମନମୁଖୀ କାର୍ଯ୍ୟ ଶୈଳୀକୁ ନେଇ କଂଗ୍ରେସ କର୍ମୀମାନେ ତାଲା ପକାଇବା ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ସଭାପତି ରମେଶଚନ୍ଦ୍ର ବଳଙ୍କ ନେତୄତ୍ବରେ ବ୍ଲକ ମହିଳା ସଭାପତି ମଞ୍ଜୁଲତା…
Read More...

ବିଳମ୍ବରେ ଜଳଖିଆ କଲେ ସାବଧାନ୍ ; ୯୦% ଲୋକ ଜାଣନ୍ତି ନାହିଁ ସଠିକ୍ ସମୟ..

ସକାଳର ଜଳଖିଆ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ମଧ୍ୟରୁ ଗୋଟିଏ। ଏହା ଦିନଯାକ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହାସହ ମସ୍ତିଷ୍କ ସଠିକ୍ ଭାବେ କାମ କରିଥାଏ। ଆପଣ ଜାଣନ୍ତି କି ୯୦ % ଲୋକେ ଭୁଲ୍ ସମୟରେ ଜଳଖିଆ କରି…
Read More...

ଖୋଲିଲା ରହସ୍ୟ ; ୨୫ ଲକ୍ଷ ସୁପାରୀ ଠାରୁ ଏକେ-୪୭,ସଲମାନଙ୍କ ହତ୍ୟା ପାଇଁ ଏମିତି ଥିଲା ଯୋଜନା..

ମୁମ୍ବଇ : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘର ବାଲକୋନିକୁ ଗୁଳି ଚାଳନା ଘଟଣାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସଲମାନ୍ ଙ୍କୁ ହତ୍ୟା କରିବାକୁ ସୁପାରୀ ୨୫ ଲକ୍ଷ ଟଙ୍କା ନେଇଥିଲେ।…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା.. ରଥଯାତ୍ରା ଶେଷ ସମନ୍ୱୟ ବୈଠକ.. ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଚାଲିଛି ରଥଯାତ୍ରା ସମନ୍ୱୟ ବୈଠକ.. ସମସ୍ତ ଭତ୍ତା ହେବ ୩ହଜାର ଟଙ୍କା.. ବାର୍ଦ୍ଧକ୍ୟ, ବିଧବା,…
Read More...

ପାଟଣାରେ ମହିଳାଙ୍କୁ ଲକ୍ଷପତି ଦିଦି ପ୍ରଶିକ୍ଷଣ

ପାଟଣା : ସରକାରଙ୍କ ଲକ୍ଷପତି ଦିଦି ଯୋଜନାକୁ ସଫଳ କରାଇବା ପାଇଁ ପାଟଣା ବ୍ଲକ ଓଡ଼ିଶାଜୀବିକା ମିଶନ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି।…
Read More...

ଦେଖନ୍ତୁ ଭିଡିଓ ; ସୁନା ଦୋକାନରେ ବୁଲାଇଲେ କଳା କନା

ରାଜଗାଙ୍ଗପୁର : ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ଳକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ଥାନରେ ଅଭିଯୋଗ ହୋଇଛି। ୧୦ କେଜି ରୁପା ସହ…
Read More...

ଜୁଲାଇ ୫ରେ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବଦଳିବ ଭାଗ୍ୟ..

ଆଷାଢ ମାସ ଆରମ୍ଭ ହୋଇଛି। ଜୁଲାଇ ୫ରେ ଆଷାଢ ମାସର ଅମାବାସ୍ୟା। ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥିର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ପୂର୍ବ ପୁରୁଷଙ୍କୁ ତର୍ପଣ ଅର୍ପଣ କରାଯାଏ। ତାଙ୍କ ପାଇଁ ଦାନ ମଧ୍ୟ କରାଯାଏ।…
Read More...

ରେଳ ଧାରଣାରୁ ଗୁରୁତର ଯୁବକ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ସମ୍ବଲପୁରରୁ ଟିଟିଲାଗଡ଼କୁ ସଂଯୋଗ କରିଥିବା ରେଳପଥର ଚକୁଳି ଫାର୍ମ ନିକଟବର୍ତ୍ତୀ ରେଳ ଧାରଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ପଡି ରହିଥିଲେ। ଖବରପାଇ ଅତାବିରା ଥାନା ଅଧିକାରୀ ସୁକୁମାର…
Read More...

ନନ୍ଦପୁରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି, ୪୭ ଅଭିଯୋଗର ବିଚାର

ନନ୍ଦପୁର: ନିର୍ବାଚନ ଲାଗି ବନ୍ଦ ଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ସୋମବାର ପୁନଃ ନନ୍ଦପୁର ବ୍ଲକରୁ ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍, ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର,…
Read More...

ଏଣିକି ରାଜଧାନୀରେ ବାର୍, ପବ୍ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜଧାନୀରେ ବାର୍, ପବ୍ ଉପରେ ଏଣିକି ନିଆଯିବ କାର୍ଯ୍ୟାନୁଷ୍ଠାନ। ରାତି ତମାମ ଖୋଲୁଥିବା ବାର୍, ପବ୍ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ କମିଶନର ନିର୍ଦ୍ଦେଶ…
Read More...

ବୀଭତ୍ସ ହତ୍ୟାକାଣ୍ଡ ; ନାତି ହାତରେ ଅଜାର କଟାମୁଣ୍ଡ

କୋଇଡା : ସୁନ୍ଦରଗଡରୁ ଏକ ଚାଞ୍ଚଲ୍ୟକର ଘଟଣା ସୋମବାର ସାମ୍ନାକୁ ଆସିଛି। ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି। ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ବେଳେ ଗ୍ରାମବାସୀ ନାତିକୁ ଧରିଛନ୍ତି। କେ.ବଲାଙ୍ଗ ଥାନା…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ବିନା ଅନୁମତିରେ କାଟିପାରିବେନି ତାଳଗଛ.. ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ.. ରାଜ୍ୟରେ ଏବର୍ଷ ଲାଗିବ ୧୯ଲକ୍ଷ ତାଳ ଗଛ.. ପ୍ରତିଶ୍ରୁତି ପାଣିର ଗାର ନହେଉ- ପ୍ରତାପ ଦେବ.. ଓଡ଼ିଶା ଜନସାଧାରଣଙ୍କୁ…
Read More...

ଆରମ୍ଭ ହେଲା ଶନିଙ୍କ ବକ୍ର ଚଳନ ; ଏହି ରାଶିଙ୍କ ବଦଳିଯିବ ଭାଗ୍ୟ, ମିଳିବ ଧନ ହିଁ ଧନ..

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି। ଜୁଲାଇ ୧ ଠାରୁ ଶନିଙ୍କ ବକ୍ର ଚଳନ ଆରମ୍ଭ ହୋଇଛି। ୧୪ ନଭେମ୍ବର ପର୍ଯ୍ୟନ୍ତ ବକ୍ରୀ ରହିବେ। ଶନି କୁମ୍ଭ ରାଶିରେ ବକ୍ରୀ ହେବା ଫଳରେ କିଛି ରାଶି…
Read More...

ଏଣିକି ତାଳ ଗଛ କାଟିବା ପାଇଁ ନେବାକୁ ପଡିବ ଅନୁମତି

ଭୁବନେଶ୍ୱର : ଆଉ ମନଇଚ୍ଛା କାଟି ପାରିବେନି ତାଳଗଛ। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ତାଳ ଗଛ କଟାରେ ରୋକ ନେଇ…
Read More...

ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥାନୀୟ ଥାନାରେ ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲା ଆରକ୍ଷୀକ ହରିସ ବିଶିଙ୍କ ନିର୍ଦ୍ଦେଶ କ୍ରମେ…
Read More...

ଜାଣନ୍ତୁ ରାତିରେ ଭାତ ଖାଇଲେ ହୋଇପାରେ ମାରାତ୍ମକ ରୋଗ..

ଅନେକ ଲୋକଙ୍କୁ ଭାତ ଖାଇବା ଖୁବ୍ ପସନ୍ଦ ଓ ଅଭ୍ୟାସ ମଧ୍ୟ। ମାତ୍ର ଏହି ଅଭ୍ୟାସ ପାଇଁ କିଛି ଲୋକେ ରାତିରେ ମଧ୍ୟ ଭାତ ଖାଇ ଥାଆନ୍ତି। ମାତ୍ର କିଛି ସ୍ୱତନ୍ତ୍ର କାରଣରୁ ରାତିରେ ଭାତ ଖାଇବା କେଉଁ ମାନଙ୍କ ସ୍ୱାସ୍ଥ୍ୟ…
Read More...

ଦିନ ୧ଟା ମୁଖ୍ୟ ଖବର

ଢେଙ୍କାନାଳ ସପ୍ତଶଯ୍ୟା ପାହାଡକୁ ବୁଲିବାକୁ ଯାଇ ନିଖୋଜ ହୋଇଥିବା ୫ ନିଖୋଜ ଛାତ୍ର ଉଦ୍ଧାର.. ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୁଲିସ୍ .. ସପ୍ତଶଯ୍ୟା ବୁଲିବାକୁ ଯାଇ ଅନ୍ଧାରରେ ଫସି…
Read More...

ଦେଖନ୍ତୁ ଭିଡିଓ ; କାହିଁକି ବିଜୁଳି ଖୁଣ୍ଟରେ ଏକାଠି ଚଢିଗଲେ ଅନେକ ଲୋକେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେବେଳେ କେଉଁ ଭିଡିଓ ଦେଖିବାକୁ ମିଳିବ , ତାହା କଳ୍ପନା କରିହେବ ନାହିଁ। ଅନେକ ସମୟରେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ। ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏଭଳି ହିଁ ଏକ ଭିଡିଓ ଏବେ…
Read More...

ଦେଖନ୍ତୁ ଛାତି ଥରା ଭିଡିଓ ; ଝରଣାର ପ୍ରଖର ଜଳ ସ୍ରୋତରେ ଭାସିଗଲେ ପୁରା ପରିବାର..

ମୁମ୍ବଇ : ଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଲୋନାବଲାରେ ପରିବାରର ୭ ସଦସ୍ୟ ମାନେ କିଛି ହସଖୁସି ସମୟ ଅତିବାହିତ କରିବା ପାଇଁ ଝରଣା ନିକଟକୁ ଯାଇ ଆଉ ଫେରିପାରିଲେ ନାହିଁ। ହଠାତ୍ ପ୍ରବଳ ସ୍ରୋତ ଆସି ଏଥିରେ ସାରା ପରିବାର…
Read More...

ବାସ୍ ଏହି ଗଛ ଘରେ ଥିଲେ ଦୂର ହୁଏ ଗ୍ରହ ଦୋଷ, ଧନକୁ କରେ ଆକର୍ଷିତ, ରୁହେନି ଅଭାବ..

ଅନେକ ଲୋକେ ଘରେ ଓ ବଗିଚାରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହାଦ୍ୱାରା ବାତାବରଣ ମଧ୍ୟ ଶୁଦ୍ଧ ରହିଥାଏ। ସତେଜ ଅନୁଭବ ହୋଇଥାଏ। ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ। ସକରାତ୍ମକ ଶକ୍ତି…
Read More...

ଦିନ ୩ଟା ମୁଖ୍ୟ ଖବର

ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଶତାୟୁ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା; ବିଷୟବସ୍ତୁ: ଗୋପବନ୍ଧୁଙ୍କ…
Read More...

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ କୋରାପୁଟ ଶିଶୁ ବିଦ୍ୟା ମନ୍ଦିରରେ ପ୍ରବନ୍ଧ ପ୍ରତିଯୋଗିତା

କୋରାପୁଟ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଶତାୟୁ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଛି।…
Read More...

ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..

ଉଚ୍ଚ କୋଲେଷ୍ଟେରୋଲ୍ ଶରୀରର ଖୁବ୍ କ୍ଷତି କରିଥାଏ। ଯାହା ଉଚ୍ଚ ରକ୍ତଚାପ, ହୃଦଘାତ, ଷ୍ଟ୍ରୋକ୍ ଭଳି ମାରାତ୍ମକ ରୋଗର କାରଣ ପାଲଟିଥାଏ। ଏହି କାରଣରୁ ଡାକ୍ତର ସର୍ବଦା କୋଲେଷ୍ଟେରୋଲ୍ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର…
Read More...

ଜୁଲାଇରେ ଏହି ରାଶିଙ୍କ ରହିବନି ଚିନ୍ତା : ଖୋଲିବ ବନ୍ଦ ଭାଗ୍ୟର ତାଲା, ମିଳିବ ଚାକିରି,ଧନ..

ଜୁଲାଇ ମାସ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଏହି ରାଶିଙ୍କ ଭାଗ୍ୟ ଚମକିବା ସହ ସଫଳତା ମିଳିବ। କିଛି ସ୍ୱତନ୍ତ୍ର ରାଶି ମାନଙ୍କର କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ବ୍ୟବସାୟ…
Read More...

ସାମାନ୍ୟ ଘରୋଇ କଳହ ; ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର, ଅଭିଯୁକ୍ତ ଗିରଫ

ରେଙ୍ଗାଲିକ୍ୟାମ୍ପ :ସାମାନ୍ୟ ଘରୋଇ କଳହକୁ ନେଇ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ବଡ ମାଆ ଓ ଝିଆରୀକୁ ଟାଙ୍ଗିଆରେ ହାଣି ମାରିବା ପାଇଁ ମରଣାନ୍ତକ ଆକ୍ରମଣ କରିଛି। ଆକ୍ରମଣରେ ଉଭୟ ମାଆ-ଝିଅ ଗୁରୁତର ଅବସ୍ଥାରେ ବୁର୍ଲାରେ…
Read More...

ଦେଖନ୍ତୁ ଭାବବିହ୍ୱଳ ଭିଡିଓ ; ଟି-୨୦ ବିଶ୍ୱକପ ଜିିତିବା ପରେ ରୋହିତ ଶର୍ମା କଲେ ଏମିତି, ଜିତିଲେ ହୃଦୟ..

ବାର୍ବୋଡାସ୍: ଟି-୨୦ ବିଶ୍ବକପ ଜିତିଲା ଭାରତ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ରନରେ ପରାସ୍ତ କରିଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚମ୍ପିଆନ ହୋଇଛି। ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦…
Read More...

ଗଛରୁ ପଡି ଯୁବକଙ୍କ ମୃତ୍ୟୁ

ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ବାତେରଲିମା ପଞ୍ଚାୟତ ଟୁରିଗୁଡା ଗାଁର ଜଣେ ଯୁବକ ଗଛରୁ ପଡି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ…
Read More...

ହେଲମେଟ ନପିନ୍ଧିଲେ ମିଳିବନି ଦରମା

ଗଜପତି : ଗାଡି ଚଳାଇବା ବେଳେ ହେଲମେଟ ନପିନ୍ଧିଲେ ମିଳିବନି ଦରମା। ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ମୋହନା ବିଇଓ ଏନେଇ ଶିକ୍ଷକଙ୍କୁ କରିଛନ୍ତି ତାଗିଦ୍। ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ…
Read More...

ରବର୍ଟ ହାଇସ୍କୁଲରେ ପାଠକୀୟ ଅଭିଯାନ

ବାସୁଦେବପୁର : ଅରଣ୍ଡୁଆ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଥିବା ରବର୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ଲୋକନାଥ ପାଠାଗାର ପକ୍ଷରୁ ଭ୍ରାମ୍ୟମାଣ ପାଠକୀୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଇଚଢ଼େଇ ସାହିତ୍ୟ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ବଡ ଅଘଟଣ ; ଲଦାଖରେ ନଦୀରେ ଭାସି ଯାଇ ୫ ଯବାନ ଶହୀଦ୍.. ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା.. ତଦନ୍ତ ଓ ପଚରାଉଚରା ପାଇଁ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା କ୍ୟାପିଟାଲ…
Read More...

ଏହି ରାଶି ମାନେ ଲୁହାର କଡା ପିନ୍ଧିଲେ ମିଳେ ଶନିଙ୍କ କୃପା, ଚମକିଥାଏ ଭାଗ୍ୟ..

ଅନେକ ଲୋକେ ଲୁହାର କଡା ପିନ୍ଧି ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁହାର ସମ୍ବନ୍ଧ ଶନି ଗ୍ରହଙ୍କ ସହ ରହିଛି। ତେଣୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲୁହାର କଡା ପିନ୍ଧିବା ଶୁଭଙ୍କର। କିଛି ଲୋକେ ହାତରେ…
Read More...

ଦେଖନ୍ତୁ ଭିଡିଓ ; ଗାଡି ଚଲାଇବା ପୂର୍ବରୁ ସାବଧାନ, ଥାଇପାରେ ସାପ..

ନୂଆଦିଲ୍ଲୀ : ସ୍କୁଟିର ତେଲ ଟାଙ୍କି ଚାରି ପଟେ ଗୁଡାଇ ହୋଇଥିବା ଅଜଗର ସାପର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଘଟଣାଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ। ତେବେ କେରଳର ଭିଡିଓ ବୋଲି ଅନୁମାନ…
Read More...

ଏହି ଦିନ ରିଲିଜ୍ ହେବ ‘କଙ୍ଗୁଭା’; ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ବବି ଦେଓଲ – ସୂର୍ଯ୍ୟା ସିଙ୍ଘମ୍..

ମୁମ୍ବଇ : ବର୍ତ୍ତମାନ ସମୟରେ ସାଉଥ୍ ଚଳଚ୍ଚିତ୍ର ପାଇଁ ପ୍ରଶଂସକ ଖୁବ୍ ଉତ୍କଣ୍ଠା ଦେଖାଯାଉଛି। ବଡ ବଜେଟ୍ ଠାରୁୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ସେଟ୍ ପର୍ଯ୍ୟନ୍ତ ଅଧିକାଂଶ ସାଉଥ୍ ଚଳଚ୍ଚିତ୍ରରେ ଦେଖିବାକୁ…
Read More...

ମର୍ମନ୍ତୁଦ ; ୨ କାର୍ ମୁହାଁମୁହିଁ ଧକ୍କା, ୬ ମୃତ

ମୁମ୍ବଇ : ମୁମ୍ବଇ ନାଗପୁର ସମୃଦ୍ଧି ମହାମାର୍ଗରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତି ପ୍ରାୟ…
Read More...

ବଡ ଅଘଟଣ ; ଲଦାଖରେ ନଦୀରେ ଭାସି ଯାଇ ୫ ଯବାନ ଶହୀଦ୍

ନୂଆଦିଲ୍ଲୀ : ଲଦାଖରୁ ଏକ ବଡ ଦୁଃଖଦ ଘଟଣା ଶନିବାର ସାମ୍ନାକୁ ଆସିଛି। ସେନା ଟ୍ୟାଙ୍କ୍‍ ଅଭ୍ୟାସ ବେଳେ ବଡ ଅଘଟଣ ଘଟିଛି । ନଦୀ ପାର ବେଳେ ଦୌଲତ ବାଗ୍‍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କ୍‍ ଭାସିଯିବାରୁ ଏଥିରେ ୫ ଜଣ ଯବାନ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦୁଇ ଦିନ ଧରି ରାଜ୍ୟରେ ହେବ ପ୍ରବଳ ବର୍ଷା.. ବଙ୍ଗୋପସାଗରରେ ଲଘୁଚାପ ପାଇଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ.. ଆଜି ପାଇଁ ୯ ଜିଲ୍ଲା ଏବଂ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ୟେଲୋ…
Read More...

ବାପାକୁ ବାଉଁଶ ବାଡିରେ ପିଟି ପିଟି ହତ୍ୟା ; ପୁଅ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ଘେନୁପାଲି ବୁଦେଲଛିଣ୍ଡା ଗ୍ରାମରେ ନିଜର ପିତାକୁ ହତ୍ୟା କରିଥିବା ହତ୍ୟାକାରୀ ପୁଅକୁ ସଦର ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି। ପୁଲିସର ସୂଚନାନୂଯାୟୀ, ରାମ ପ୍ରସାଦ ବାଗଙ୍କୁ…
Read More...

ବୁଧଙ୍କ ରାଶି ପରିବର୍ତ୍ତନ ;ବଦଳିବ ଭାଗ୍ୟ, ୧୨ ରାଶିରେ ପ୍ରଭାବ, ଏହି ରାଶିଙ୍କୁ ମିଳିବ ଚାକିରି, ହେବ ବିବାହ..

ଜୁନ୍ ୨୯ ମଧ୍ୟାହ୍ନ ୧୨ଟା ୨୯ ମିନିଟ୍ ରେ ବୁଧ ରାଶି ପରିବର୍ତ୍ତନ କରିବେ। ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। କର୍କଟ ରାଶିରେ ବୁଧ ୧୯ ଜୁଲାଇ ପର୍ଯ୍ୟନ୍ତ ରହିବେ। ୧୯…
Read More...

ନିଶା କଫସିରପ ସମେତ କାର ଜବତ, ୨ ଗିରଫ

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ବାରମ୍ବାର ଦାବି ପରେ ପୁଲିସ ପକ୍ଷରୁ ପଦକ୍ଷେପ ନେବାର ଆରମ୍ଭ ହୋଇଛି। ଏଭଳି ଏକ ଘଟଣାରେ ଗୁରୁବାର ଦିନ ସମୟରେ ପାଟ୍ରୋଲିଂ ସମୟରେ ବିପୁଳ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଲୋକସଭାରେ ଉଠିଲା ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ପ୍ରସଙ୍ଗ.. ସୋମବାର ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି.. ଆଇପିଏସ୍‍ ଆଶିଷ ସିଂହଙ୍କୁ ନେଇ ମୁହଁ ଖୋଲିଲେ ପୁଲିସ ଡିଜି.. ଜୁନ ୩ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି…
Read More...

କେନାଲ ମରାମତି କଲେ ଚାଷୀ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ କେନାଲ ମରାମତି କଲେ ତିନି ଖଣ୍ଡ ଗ୍ରାମ ବାସୀ। ବର୍ଷା ଅଭାବ ଯୋଗୁଁ ଚାଷରେ ପହଞ୍ଚି ପାରୁନି ପାଣି। ଏମିତି ଏକ ଅଭାବନୀୟ ଦୃଶ୍ୟ…
Read More...

କେନ୍ଦୁପତ୍ର ତୋଳାଳୀଙ୍କ ଅଭିଯୋଗ ; ପହଞ୍ଚି ପାରୁନି ପ୍ରାପ୍ୟ ଅର୍ଥରାଶି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୁରତୁଲୀ ଗ୍ରାମର କୁମ୍ଭାର ସାହି ବାସୀ ନିଜର ଅନେକ ସମସ୍ୟା ନେଇ ଅଭିଯୋଗ କରିଛନ୍ତି। କେନ୍ଦୁପତ୍ର ତୋଳାଳୀ ଅଭିଯୋଗ କରି…
Read More...

ବାସ୍ ମହୁର ଏହି ସରଳ ଉପାୟ ; ମାଲାମାଲ୍ କରିବା ସହ ଦୂର ହୁଏ ଗ୍ରହ ଦୋଷ..

ମହୁକୁ ସ୍ୱାସ୍ଥ୍ୟ ପାଇଁ ବରଦାନ ବୋଲି କୁହାଯାଏ। ମାତ୍ର ସ୍ୱାସ୍ଥ୍ୟ ସହ ମହୁ ଭାଗ୍ୟକୁ ମଧ୍ୟ ଚମକାଇଥାଏ। ମହୁର କିଛି ସ୍ୱତନ୍ତ୍ର ଉପାୟ ଗ୍ରହ ଦୋଷ, ଚାକିରି-ଧନ ଆଦି ସମସ୍ୟାକୁ ଦୂର କରିଥାଏ। ମହୁର ବ୍ୟବହାର ଅଧିକାଂଶ…
Read More...

ଦେଖନ୍ତୁ ଭିଡିଓ ; ପେରୁରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦକ୍ଷିଣ ପେରୁରେ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୨୮ କିଲୋମିଟର ଗଭୀର ସହ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଅନେକ ସମୟ ପର୍ଯ୍ୟନ୍ତ ଭୂକମ୍ପର ଝଟକା…
Read More...

ମଙ୍ଗଳଗ୍ରହରେ ଶହଶହ କଳା ବୁଢିଆଣୀ ନା ଆଉ କିଛି ; ବୈଜ୍ଞାନିକ କହିଲେ ଏମିତି..

ନୂଆଦିଲ୍ଲୀ : ମଙ୍ଗଳଗ୍ରହର ଏକ ଫଟୋ ବର୍ତ୍ତମାନ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇବା ସହ ଆଶ୍ଚର୍ଯ୍ୟ କରିଛି। ଏହି ଫଟୋ ୟୁରୋପିଆନ୍ ସ୍ପେସ୍ ଏଜେନ୍ସୀ (ESA )ର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟରରେ ଥିବା କଲର…
Read More...

ପ୍ରାତଃଭ୍ରମଣ କରୁଥିଲେ ମହିଳା ; ଦୁର୍ବୃତ୍ତ ସୁନା ଚେନ୍ ନେଇ ଚମ୍ପଟ..

କଟକ: ମହିଳାଙ୍କ ଠାରୁ ପ୍ରାତଃଭ୍ରମଣ ବେଳେ ସୁନା ଚେନ୍ ଲୁଟ୍। ଶୁକ୍ରବାର କଟକରେ ବାଲିକୁଦା ଜଗନ୍ନାଥ କଲୋନୀରେ ମହିଳାଙ୍କ ଠାରୁ ଏହି ଲୁଟ୍ ହୋଇଛି। ୩ ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଚେନ୍ ଲୁଟି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ,ରାଜ୍ୟରେ ୩ ଦିନ ଲାଗି ରହିବ ବର୍ଷା.. ଦିଲ୍ଲୀ ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣା.. ତିନି ଜଣଙ୍କ ମୃତ୍ୟୁ.. ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍‍.. ଜାମିନ…
Read More...

‘କଳ୍କି ୨୮୯୮ ଏଡି’: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି ; ୫୦ କୋଟି ପାର୍

ମୁମ୍ବଇ : ଅନେକ ଦିନର ଅପେକ୍ଷା ପରେ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପ୍ରେକ୍ଷାଳୟରେ ରିଲିଜ୍ ହୋଇ ସାରିଛି। ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ରେ ହଇଚଇ ସୃଷ୍ଟି କରିଛି କଳ୍କି। ଏହି ଫିଲ୍ମ ପ୍ରଥମ ଦିନରେ ଭାରତୀୟ ବକ୍ସ…
Read More...

ମିନି ବସ୍ – ଟ୍ରକ ଧକ୍କା ; ୧୩ ତୀର୍ଥ ଯାତ୍ରୀ ମୃତ 

ବେଙ୍ଗାଲୁରୁ: କର୍ଣ୍ଣାଟକର ହାବେରୀ ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଭୟଙ୍କର ସଡକ ଦୁର୍ଘଟଣାରେ ୧୩ ଜଣ ତୀର୍ଥ ଯାତ୍ରୀଙ୍କ ଜୀବନ ଚାଲି ଯାଇଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା…
Read More...

ଗାଧୁଆଘର ବାସ୍ତୁ ; ଏହି ଜିନିଷ ଥିଲେ ଟାଣି ଆଣେ ଦୁର୍ଭାଗ୍ୟ, ଟଙ୍କା ଅଭାବ, କରି ଦିଏ କାଙ୍ଗାଳ..

ଅନେକ ସମୟରେ ଦେଖାଯାଏ,ଲୋକେ ଅନେକ ପରିଶ୍ରମ କରିବା ପରେ ମଧ୍ୟ ଆର୍ଥିକ ସ୍ଥିତିରେ ସମସ୍ୟା ଲାଗି ରହିଥାଏ। ବାସ୍ତୁ ଅନୁଯାୟୀ, ଘରର ପ୍ରତ୍ୟେକ ଅଂଶ ମହତ୍ତ୍ୱ ପୂର୍ଣ୍ଣ। ଶୟନ କକ୍ଷ, ରୋଷେଇ ଘର ଭଳି ଗାଧୁଆଘରର ମଧ୍ୟ…
Read More...

ପିଚୁ ରାସ୍ତାରେ ମାଟି ଗଦା

ଭବାନୀପାଟଣା : ପ୍ରଥମେ ପିଚୁ ରାସ୍ତା ତିଆରି ହେଲା। ରାସ୍ତା ଦୁଇକଡେ ଧଳା ରଙ୍ଗର ଲାଇନିଂ ଦିଆଯାଇ ଚକାଚକ କରାଗଲା। ଆଉ ଏବେ ତା ଉପରେ ମାଟି ଗଦା କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହା ହେଉଛି କଳାହାଣ୍ଡି…
Read More...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ବିଜେପି ପକ୍ଷରୁ ଲକ୍ଷ୍ମୀପୁରରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ର କୋରାପୁଟ ଗଲା ବେଳେ ତାଙ୍କୁ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ.. ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା.. ଗତ ୨୪ ଘଣ୍ଟାରେ ୮ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା.. ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ…
Read More...

ବେଆଇନ କରତକଳରେ ଚଢାଉ , ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ 

ସିମୁଳିଆ : ଦୀର୍ଘଦିନ ଧରି ସିମୁଳିଆ ଅଞ୍ଚଳରେ ବେଆଇନ କରତକଳ ଚାଲୁଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଆଜି ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ସିମୁଳିଆ ଥାନାଠାରୁ ଦୁଇ ଶହ ମିଟର ଦୂରରେ ଥିବା…
Read More...

ସକ୍ରିୟ ମୌସୁମୀ ; ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ଏସବୁ ଜିଲାରେ ପ୍ରବଳ ବର୍ଷିବ..

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୫…
Read More...

ଅତ୍ୟଧିକ ଝାଳ ବୋହିବା ଦେଇଥାଏ ଏହି ମାରାତ୍ମକ ରୋଗର ହେବାର ସଙ୍କେତ..

ଶରୀରରୁ ଝାଳ ବୋହିବା ସାଧାରଣ କଥା। ମାତ୍ର ଆବଶ୍ୟକତା ଠାରୁ ନିୟମିତ ଅଧିକ ଝାଳ ବୋହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ହାଇପରହିଡ୍ରୋସିସ୍ (Hyperhidrosis)ର ସଙ୍କେତ ହୋଇପାରେ। ଯାହା…
Read More...

ବର୍ଷା ଦିନେ ଖରାପ ହୋଇପାରେ ଏସି ; କରନ୍ତୁ ନାହିଁ ଏହି ଭୁଲ୍..

ଦେଶର ଅନେକ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇ ସାରିଛି। ବର୍ଷା ହେବା ପରେ ତାପମାତ୍ରାରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି। ବର୍ଷା ସମୟରେ ଅଧିକାଂଶ ଲୋକେ ନିଜର ଏସିର ସଠିକ୍ ଭାବେ ଯତ୍ନ ନେଇ ନଥାଆନ୍ତି। ଏହାଦ୍ୱାରା…
Read More...

ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଆଖି ବୁଜିଛି ବାଘୁଣୀ ସାରା। ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଛି। ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ୨୦୦୬ ମସିହାରେ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ: ଦିଲ୍ଲୀ ଏମ୍ସରେ ଭର୍ତ୍ତି, ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା.. ଭଦ୍ରକ ଚାନ୍ଦବାଲି ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ପୁଲିସ୍ ଘୋଷାଡି ନେବା ଘଟଣା.. ଜଣେ…
Read More...

ଦେଖନ୍ତୁ ଭିଡିଓ ; ବର୍ଷାରେ ନାଚୁଥିଲେ ଯୁବତୀ, ହଠାତ୍ ମାରିଲା ବିଜୁଳି, ଆଉ ତା’ପରେ..

ନୂଆଦିଲ୍ଲୀ : ଯୁବପିଢି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ରିଲ୍ସ ଓ ଭିଡିଓ କରିବାର ନିଶା ଲଗାତର ବୃଦ୍ଧି ପାଉଥିବା ଦେଖାଯାଉଛି। ପରସ୍ପରକୁ ଦେଖି ଲୋକେ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।…
Read More...

ବାସ୍ ଗୋଟିଏ ସରଳ ଉପାୟ; ତକିଆ ତଳେ ରଖି ଦିଅନ୍ତୁ ; ଧନ ଅଭାବ ଠାରୁ ଦୂର ହେବ ରାହୁଙ୍କ ପ୍ରଭାବ..

ବାସ୍ତୁ ଶାସ୍ତ୍ରରେ ଶୋଇବାର ଦିଗ ସହ କିଛି ଏଭଳି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ଧନସମ୍ପତ୍ତି, ସୁଖସମୃଦ୍ଧିକୁ ଆକର୍ଷିତ କରିଥାଏ। ଏଥିପାଇଁ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ଏପରି କିଛି ଜିନିଷ ରଖି ପାରିବେ,…
Read More...

ମିଶନ ଶକ୍ତି ମଞ୍ଚର ସହାୟତା ରାଶି ହେରଫେର ଅଭିଯୋଗ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ମିଶନ ଶକ୍ତି ମଞ୍ଚର ସହାୟତା ରାଶି ହେରଫେର କରାଯାଇଥିବା ନେଇ ବିଡ଼ିଓଙ୍କ ଠାରେ ଅଭିଯୋଗ ହୋଇଛି। ଏପରିକି ଏହି ସମସ୍ୟାର ଆଗାମୀ ସାତ ଦିନ…
Read More...

ଜୁଲାଇ ମାସରେ ଏହି ରାଶିଙ୍କ ଆଉ ରହିବନି ଚିନ୍ତା ; ଖାଲି ମିଳିବ ଧନ, ଚମକିବ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୪ର ଜୁଲାଇ ମାସରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଜୁଲାଇ ମାସ ଆରମ୍ଭ ହେବା ପୂର୍ବରୁ ବୁଧ ଓ ଶୁକ୍ର ଉଦୟ ହୋଇଛନ୍ତି। ସେହିପରି ଜୁଲାଇ ମାସରେ ଶୁକ୍ର ରାଶି ପରିବର୍ତ୍ତନ…
Read More...

ଲୋକସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ଅନନ୍ତ ନାୟକ

ପାଟଣା : କେନ୍ଦୁଝର ଲୋକସଭା ଆସନରୁ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ଅନନ୍ତ ନାୟକ ଆଜି ସଂସଦରେ ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଚଳିତ ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ କାମଚଳା ବାଚସ୍ପତି…
Read More...

ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ

ପୁରୀ : ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ। ପହଣ୍ଡି ଟିକେଟ୍ ହେବନି, ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ବାରଣ। ସମୟ କମ୍ ଥିବାରୁ ଭିଡ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ : ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ.. ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା, ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଓମ୍ ବିର୍ଲା.. ବିଜେଡି ସଙ୍ଗଠନ ସମ୍ପାଦକ…
Read More...

ଶୋଇବା ପୂର୍ବରୁ ଏହି ୫ଟି ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ..

ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାତ୍ର ଏପରି କିଛି ଫଳ ରହିଛି, ଯାହାକୁ ଖାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଛି। ସେପରି କେତେକ ଫଳ ବିଷୟରେ ଜାଣନ୍ତୁ, ଯାହାକୁ ରାତିରେ ସେବନ କରିବା ଦ୍ୱାରା ଶରୀର ପାଇଁ କ୍ଷତିକାରକ…
Read More...

ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟି ପୋତିବା ବେଳେ ଅଘଟଣ ; ଶ୍ରମିକ ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟି ପୋତିବା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ଅଘଟଣ ଘଟିଛି । ୩୩ କେଭି ବିଦ୍ୟୁତ୍‍ ଆଘାତରେ ଏକ ଘରୋଇ ଠିକା ସଂସ୍ଥାର ଜଣେ…
Read More...

ମସ୍ତିଷ୍କ ଖାଉଥିବା ଏମିବା ; ଜାଣନ୍ତୁ କ’ଣ ଏହି ରୋଗ, କେମିତି ହୁଏ, ମାତ୍ର ଏତିକି ଦିନରେ ହୁଏ ମୃତ୍ୟୁ..

ନୂଆଦିଲ୍ଲୀ : କେରଳରେ ଏକ ବିଶେଷ ପ୍ରକାର ସଂକ୍ରମଣ କାରଣରୁ ଜଣେ ୫ ବର୍ଷ ନାବାଳିକାର ଜୀବନ ଚାଲି ଯାଇଥିଲା। ସେ ପ୍ରାଥମିକ ଏମୋବିକ୍ ମେନିଙ୍ଗୋଏନ୍ସଫାଲାଇଟିସ୍ (PAM) ପାଇଁ ଚିକିତ୍ସିତ ହେଉଥିଲେ। (Naegleria…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ; କାଲିଠୁ ବଢିବ ବର୍ଷା, ଏସବୁ ଜିଲାରେ ପ୍ରବଳ ବର୍ଷିବ..

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା। ୨୭ରେ ମଧ୍ୟ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା…
Read More...

ଦେଖନ୍ତୁ ଭିଡିଓ ; ବାରାଣସୀ ଚାଟ୍ ଦୋକାନରେ ନୀତା ଅମ୍ବାନୀ, ଆଳୁ ଚାଟ୍ ଖାଇ ଏମିତି କହିଲେ..

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ସୋମବାର ବାରାଣସୀରେ ଥିଲେ। ଏହି ସମୟରେ ସେ ଏକ ସାଧାରଣ ଚାଟ୍ ଦୋକାନକୁ ଯାଇ ସେଠାରେ ଥିବା ସ୍ୱାଦିଷ୍ଟ…
Read More...

ନାମାଙ୍କନ ପତ୍ର ଦାଖଲ କଲେ ଓମ୍ ବିର୍ଲା

ନୂଆଦିଲ୍ଲୀ : ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର…
Read More...

ବାଲି ବୋଝେଇ ଟ୍ରାକ୍ଟର – ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଦୁଇ ଆହତ

ପାତ୍ରପୁର :  ଜରଡ଼ା ଥାନା ତୁମ୍ବା ଫାଣ୍ଡି ବଙ୍ଗଳା ଛକ ଠାରେ ଗତକାଲି ରାତ୍ରରେ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ମଧ୍ୟାହ୍ନରେ ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ.. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଉପସ୍ଥିତ.. ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ.. ମାଲକାନଗିରି ସୀମାନ୍ତ…
Read More...

ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି.. ବିମାନବନ୍ଦର ଅଧିକାରୀ ଏମିତି କଲେ ଆତ୍ମହତ୍ୟା, କାରଣ ଖୋଜୁଛି ପୁଲିସ..

ନୂଆଦିଲ୍ଲୀ : ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି, ଶରୀରରେ ମହିଳାଙ୍କ ପୋଷାକ ପିନ୍ଧି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରାଖଣ୍ଡରେ ଘଟିଛି। ଉତ୍ତରାଖଣ୍ଡର ପନ୍ତନଗର ବିମାନବନ୍ଦର ବିମାନ…
Read More...

ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ରାହୁ ଓ ନ୍ୟାୟର ଦେବତା ଶନି ଗ୍ରହଙ୍କ ଖୁବ୍ ମହତ୍ତ୍ୱ ରହିଛି। ଶନି ଓ ରାହୁଙ୍କର ଖୁବ୍ ଶୀଘ୍ର ଏକ ରୋଚକ ସ୍ଥିତି ତିଆରି ହେବାକୁ ଯାଉଛି। ଜୁଲାଇ ୮ରେ ରାହୁ ନକ୍ଷତ୍ର ପରିବର୍ତ୍ତନ କରି ଉତ୍ତରା…
Read More...

ବାରଙ୍ଗରେ ଖଣି ବିଭାଗର ଚଢଉ ଜାରି ; ୩ ଦିନରେ ୧୦ ଗାଡି ଜବତ

ନନ୍ଦନକାନନ : ବାରଙ୍ଗରେ ଲଘୁ ଖଣିଜ ବିଭାଗର ଚଢାଉ ଜାରି ରହିଥିବା ବେଳେ ପୁଣି ରବିବାର ବିଳମ୍ବିତ ରାତିରେ ଆଉ ୭ଟି ଗାଡି ଜବତ କରା ଯାଇଥିଲା। ସେଥିମଧ୍ୟରେ ୬ଟି ଟ୍ରକ ଓ ଗୋଟିଏ ହାଇୱା ରହିଛି । ବାରଙ୍ଗର ବିଭିନ୍ନ…
Read More...

ଅପପୃଷ୍ଟିର କବଜାରେ ଜଳଭଣ୍ଡାରର ଜନବସତି

ଭବାନୀପାଟଣା : ପ୍ରାୟ ୧୧୦ ବର୍ଗ କିମିର ଇନ୍ଦ୍ରାବତୀ ଜଳଭଣ୍ଡାର। ତାରି ଭିତରେ ରହିଛି କଳାହାଣ୍ଡିର ୧୭ ରୁ ଅଧିକ ଗାଁ। ଏକଦା ଜିଲ୍ଲା ସ୍ଵାସ୍ଥ୍ୟ ସମିତି ବା ଜେଡଏସଏସର ଟିମ୍ ନିୟମିତ ଭାବେ ଏସବୁ ଅଞ୍ଚଳ ଗସ୍ତ କରୁଥିଲେ।…
Read More...

ଥାନାରେ ସର୍ପ ଦଂଶନରେ ସାପ ଧରାଳୀ ମୃତ

ସୁବର୍ଣ୍ଣପୁର : ସର୍ପ ଦଂଶନରେ ସାପ ଧରାଳୀ ମୃତ। ଏଭଳି ଏକ ଅଘଟଣ ସୋମବାର ସାମ୍ନାକୁ ଆସିଛି। ବୀରମହାରାଜପୁର ଥାନା ଚମ୍ପାମାଳରେ ଜଣଙ୍କ ଘରୁ ସାପ ଧରିଥିଲେ ସାପ ଧରାଳୀ । ସାପ ଧରି କୌଣସି କାମରେ ଥାନାକୁ ଆସିଥିବା ବେଳେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

୨୬ରୁ ବଢିବ ବର୍ଷା.. ଜୁନ୍ ୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ.. ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି.. କେଜ୍ରିୱାଲଙ୍କ ଅନ୍ତରୀଣ…
Read More...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ; ୨୬ରୁ ବର୍ଷିବ..

ଭୁବନେଶ୍ୱର : ମିଳିବ ଆଶ୍ୱସ୍ତି। ୨୬ରୁ ବଢିବ ବର୍ଷା। ଜୁନ୍ ୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏନେଇ ସୋମବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପକ୍ଷରୁ ସୂଚନା ମିଳିଛି।…
Read More...

ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ; ହୁମ୍ମା -ବଟେଶ୍ଵର ମୁଖ୍ୟରାସ୍ତା ପାର୍ଶ୍ଵରେ ଗର୍ତ୍ତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଠାରୁ ବଟେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପାଦୁକାଇ ମନ୍ଦିର ନିକଟରେ ବୁଲାଣି ରାସ୍ତାରେ ଏକ ଗାତ ଖୋଳା ହୋଇ ପାଞ୍ଚ ଦିନରୁ ଅଧିକ ହେବ ପଡି ରହିଛି । ଯାହାକି…
Read More...

ବାଃ ବାଃରେ ହରିଣ ସାହସ ; ଦେଖନ୍ତୁ ଭିଡିଓ, ସିଂହ ସହ କଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଖୁବ୍ ମନଛୁଆଁ ହୋଇଥିବା ବେଳେ ବିଶ୍ୱାସ କରିବା ସମ୍ଭବ ହୋଇନଥାଏ। ଅନେକ ସମୟରେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ଆଶ୍ଚର୍ଯ୍ୟ ଚକିତ କରି…
Read More...

ପୁଣି କେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟକା..

ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଝଟକା। ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି। ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ୍ ଉପରେ…
Read More...

ଏହି ସମୟରେ ଭଗବାନ ଶଙ୍କରଙ୍କୁ ପୂଜା କଲେ ଘରେ ରହିବନି ଧନର ଅଭାବ..

ସନାତନ ଧର୍ମରେ ସୋମବାର ଦିନର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହ ମନସ୍କାମନା ପୂରଣ ହୋଇଥାଏ।…
Read More...