ସୁବର୍ଣ୍ଣପୁର : ସର୍ପ ଦଂଶନରେ ସାପ ଧରାଳୀ ମୃତ। ଏଭଳି ଏକ ଅଘଟଣ ସୋମବାର ସାମ୍ନାକୁ ଆସିଛି। ବୀରମହାରାଜପୁର ଥାନା ଚମ୍ପାମାଳରେ ଜଣଙ୍କ ଘରୁ ସାପ ଧରିଥିଲେ ସାପ ଧରାଳୀ । ସାପ ଧରି କୌଣସି କାମରେ ଥାନାକୁ ଆସିଥିବା ବେଳେ ସେଠାରେ ତାଙ୍କୁ ସର୍ପ ଦଂଶନ କରିଥିଲା। ଥାନା ଭିତରେ ଲୋକଙ୍କୁ ଦେଖାଇବା ସମୟରେ ସାପ ଦଂଶନ କରିଥିଲା। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଏକ ନାଗସାପ କାମୁଡି ଥିବା ଜଣାପଡିଛି।
Popular Categories



