ପୁଣି କେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟକା..

ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଝଟକା। ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି। ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ୍ ଉପରେ ଦିଲ୍ଲୀ ହାଇକୋର୍ଟ ଲଗାଇଥିବା ରୋକକୁ ହଟାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତିକୁ ଅପେକ୍ଷା କରିବା ସହ ଆଗକୁ କ’ଣ ହେଉଛି , ଯଦି ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ଏଥିରେ ହସ୍ତକ୍ଷେପ କରିବା ଉପଯୁକ୍ତ ନୁହେଁ। ମଙ୍ଗଳବାର ସୁଦ୍ଧା ହାଇକୋର୍ଟଙ୍କ … Continue reading ପୁଣି କେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟକା..