ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ,ରାଜ୍ୟରେ ୩ ଦିନ ଲାଗି ରହିବ ବର୍ଷା..

ଦିଲ୍ଲୀ ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣା..

ତିନି ଜଣଙ୍କ ମୃତ୍ୟୁ..

ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍‍..

ଜାମିନ ପ୍ରଦାନ କଲେ ଝାଡଖଣ୍ଡ ହାଇକୋର୍ଟ..

ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଥିଲେ..

‘କଳ୍କି ୨୮୯୮ ଏଡି’: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି ; ୫୦ କୋଟି ପାର୍

ଦିଗପହଣ୍ଡି: ସ୍କୁଲରେ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ..

ଜଣେ ଛାତ୍ରଙ୍କୁ ଛୁରି ଭୁସିଲା ଅନ୍ୟ ଜଣେ ଛାତ୍ର, ପାଟପୁର ଥାନା ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଘଟିଛି ଛୁରାମାଡ଼..

ବାଲେଶ୍ଵର: ପାଣି ଟାଙ୍କି ଭୁଶୁଡ଼ି ଛାତ୍ରଙ୍କ ମୃତ୍ୟୁ..

ସାରଗାଁ ପଦ୍ମପୁରସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଘଟଣ..

୪ ଛାତ୍ର ହାତ ଧୋଇବାକୁ ଯାଇଥିଲାବେଳେ ଭୁଶୁଡ଼ିଲା ପାଣି ଟାଙ୍କି କାନ୍ଥ..

ଫାଇନାଲରେ ଭାରତ..

ଇଂଲଣ୍ଡକୁ ୬୮ ରନରେ ହରାଇଲା ଭାରତ..

ଟି-୨୦ ବିଶ୍ବକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ..

ସୋର-ବାଇକକୁ ପିଟିଲା ଟ୍ରକ୍‍: ଜଣେ ମୃତ, ୨ ଗୁରୁତର..

କଟକ: ସିଡ଼ିଏ ସେକ୍ଟର-୯ ରାସ୍ତା ଉପରେ ଜଳିଗଲା ମୋ ବସ୍‍..

ସମସ୍ତ ଯାତ୍ରୀ ସୁରକ୍ଷିତ..

ମିନି ବସ୍ – ଟ୍ରକ ଧକ୍କା ; ୧୩ ତୀର୍ଥ ଯାତ୍ରୀ ମୃତ 

Comments are closed.