‘କଳ୍କି ୨୮୯୮ ଏଡି’: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି ; ୫୦ କୋଟି ପାର୍

ମୁମ୍ବଇ : ଅନେକ ଦିନର ଅପେକ୍ଷା ପରେ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପ୍ରେକ୍ଷାଳୟରେ ରିଲିଜ୍ ହୋଇ ସାରିଛି। ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ରେ ହଇଚଇ ସୃଷ୍ଟି କରିଛି କଳ୍କି। ଏହି ଫିଲ୍ମ ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସ୍ ରେ ଦମଦାର୍ ରେକର୍ଡ କରିଛି। ପ୍ରଶଂସକ ଫିଲ୍ମଟିକୁ ଖୁବ୍ ପସନ୍ଦ କରୁଛନ୍ତି ବୋଲି ଏହା ପ୍ରମାଣ କରି ଦେଇଛି। ସାରା ଦେଶରେ ସିନେମା ଘରେ ଫିଲ୍ମର ଶୋ’ ହାଉସ୍ ଫୁଲ୍ ରହିବା ସହ … Continue reading ‘କଳ୍କି ୨୮୯୮ ଏଡି’: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି ; ୫୦ କୋଟି ପାର୍