www.samajalive.in
Saturday, December 6, 2025
15.1 C
Bhubaneswar

ଜୁଲାଇରେ ଏହି ରାଶିଙ୍କ ରହିବନି ଚିନ୍ତା : ଖୋଲିବ ବନ୍ଦ ଭାଗ୍ୟର ତାଲା, ମିଳିବ ଚାକିରି,ଧନ..

ଜୁଲାଇ ମାସ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଏହି ରାଶିଙ୍କ ଭାଗ୍ୟ ଚମକିବା ସହ ସଫଳତା ମିଳିବ। କିଛି ସ୍ୱତନ୍ତ୍ର ରାଶି ମାନଙ୍କର କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ଲାଭବାନ୍ ହେବେ। ଜୁଲାଇ ମାସରେ ୪ଟି ସ୍ୱତନ୍ତ୍ର ରାଶି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ସୁନା ଭଳି ଚମକିବ। ଧନ ଲାଭ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ।

ମେଷ – ମେଷ ରାଶି ବ୍ୟକ୍ତି ବିଶେଷ ପାଇଁ ଜୁଲାଇ ମାସ ବେଶ ଶୁଭଙ୍କର। ଏହି ମାସରେ ନୂଆ ସୁଯୋଗ ମିଳିବ। ଆୟରେ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହେବ। ପଦନ୍ନୋତି ମଧ୍ୟ ହୋଇପାରେ।

- Advertisement -

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଜୁଲାଇ ମାସରେ ଅତ୍ୟନ୍ତ ଶୁଭଫଳ ମିଳିବ। ନୂତନ ଚାକିରି ମିଳିବାର ସମ୍ଭାବନା ରହିଛି। ଆପଣଙ୍କ କାମ ପାଇଁ ପ୍ରଶଂସିତ ହେବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଶୁଭ ଖବର ମିଳିବ।

ଏହି ରାଶି ମାନେ ଲୁହାର କଡା ପିନ୍ଧିଲେ ମିଳେ ଶନିଙ୍କ କୃପା, ଚମକିଥାଏ ଭାଗ୍ୟ..

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଜୁଲାଇ ମାସ ଶୁଭଙ୍କର ହେବା ସହ ସଫଳତା ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ପରିବାରରେ ହସଖୁସିର ବାତାବରଣ ରହିବ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଅଟକି ଥିବା କାମ ପୂରଣ ହେବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। ନୂତନ ଚାକିରି ମିଳିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସଫଳତା ମିଳିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories