www.samajalive.in
Saturday, December 6, 2025
26.1 C
Bhubaneswar

ଏହି ରାଶି ମାନେ ଲୁହାର କଡା ପିନ୍ଧିଲେ ମିଳେ ଶନିଙ୍କ କୃପା, ଚମକିଥାଏ ଭାଗ୍ୟ..

ଅନେକ ଲୋକେ ଲୁହାର କଡା ପିନ୍ଧି ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁହାର ସମ୍ବନ୍ଧ ଶନି ଗ୍ରହଙ୍କ ସହ ରହିଛି। ତେଣୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲୁହାର କଡା ପିନ୍ଧିବା ଶୁଭଙ୍କର।

କିଛି ଲୋକେ ହାତରେ ବିଭିନ୍ନ ଧାତୁର କଡା ପିନ୍ଧି ଥାଆନ୍ତି। ଲୋକେ ସୁନା, ରୁପା, ପିତ୍ତଳ, ଲୁହା ଧାତୁରେ ତିଆରି କଡା ପିନ୍ଧି ଥାଆନ୍ତି। ଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଧାତୁର ସମ୍ବନ୍ଧ ବିଭିନ୍ନ ଗ୍ରହଙ୍କ ସହ ରହିଛି।

ବୁଧଙ୍କ ରାଶି ପରିବର୍ତ୍ତନ ;ବଦଳିବ ଭାଗ୍ୟ, ୧୨ ରାଶିରେ ପ୍ରଭାବ, ଏହି ରାଶିଙ୍କୁ ମିଳିବ ଚାକିରି, ହେବ ବିବାହ..

- Advertisement -

କିଛି ସ୍ୱତନ୍ତ୍ର ରାଶିର ବ୍ୟକ୍ତି ବିଶେଷ ଲୁହାର କଡା ପିନ୍ଧିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ। କାରଣ ଲୁହାର ସମ୍ବନ୍ଧ ଶନିଙ୍କ ସହ ରହିଛି। ତେବେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବିଶେଷ ଲୁହାର କଡା ପିନ୍ଧିବା ଦ୍ୱାରା ଶନିଦେବଙ୍କ କୃପା ମିଳିଥାଏ।

ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲୁହାର କଡା ପିନ୍ଧିବା ଅତ୍ୟନ୍ତ ଶୁଭଙ୍କର। କାରଣ ଏହି ରାଶିଙ୍କ ସ୍ୱାମୀ ଶନି ଦେବ। ମକର ରାଶି ବ୍ୟକ୍ତି ବିଶେଷଙ୍କୁ ଲୁହାର କଡା ପିନ୍ଧିବା ଦ୍ୱାରା ବିଶେଷ ଲାଭ ହୋଇଥାଏ। ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଖୁବ୍ ଲାଭ ମିଳିଥାଏ।

କୁମ୍ଭ ରାଶିର ସ୍ୱାମୀ ଶନି ଦେବତା। ତେଣୁ ଏହି ରାଶି ବ୍ୟକ୍ତି ବିଶେଷ ମଧ୍ୟ ଲୁହାର କଡା ପିନ୍ଧିବା ଶୁଭଙ୍କର। ଲୁହା କଡା ପିନ୍ଧିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସଫଳତା ପ୍ରାପ୍ତି ହୋଇଥାଏ।

କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଶୁଭଙ୍କର। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ବୁଧ ଗ୍ରହ। ବୁଧ-ଶନି ମଧ୍ୟରେ ମିତ୍ରତା ଭାବ ରହିଥାଏ। ତେଣୁ କନ୍ୟା ରାଶି ବ୍ୟକ୍ତି ବିଶେଷ ଲୁହାର କଡା ପିନ୍ଧିବା ଦ୍ୱାରା କର୍ମକ୍ଷେତ୍ର- ବ୍ୟବସାୟରେ ସଫଳତା ମିଳିଥାଏ।

ଲୁହା କଡା ପିନ୍ଧିବା ପାଇଁ ଶନିବାର ଦିନ ସବୁଠାରୁ ଉତ୍ତମ। ଶୁଭ ନକ୍ଷତ୍ରରେ ମଧ୍ୟ ଲୁହାର କଡା ପିନ୍ଧି ପାରିବେ। ଏହାଦ୍ୱାରା ଜୀବନରେ ଶୁଭ ଫଳ ଓ ସଫଳତା ମିଳିଥାଏ।

ଦେଖନ୍ତୁ ଭିଡିଓ ; ଗାଡି ଚଲାଇବା ପୂର୍ବରୁ ସାବଧାନ, ଥାଇପାରେ ସାପ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories