ବୁଧଙ୍କ ରାଶି ପରିବର୍ତ୍ତନ ;ବଦଳିବ ଭାଗ୍ୟ, ୧୨ ରାଶିରେ ପ୍ରଭାବ, ଏହି ରାଶିଙ୍କୁ ମିଳିବ ଚାକିରି, ହେବ ବିବାହ..

ଜୁନ୍ ୨୯ ମଧ୍ୟାହ୍ନ ୧୨ଟା ୨୯ ମିନିଟ୍ ରେ ବୁଧ ରାଶି ପରିବର୍ତ୍ତନ କରିବେ। ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। କର୍କଟ ରାଶିରେ ବୁଧ ୧୯ ଜୁଲାଇ ପର୍ଯ୍ୟନ୍ତ ରହିବେ। ୧୯ ଜୁଲାଇ ରାତି ୮ଟା ୪୮ ମିନିଟରେ ବୁଧ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ତେବେ ଜାଣନ୍ତୁ ବୁଧଙ୍କ ଏହି ରାଶି ପରିବର୍ତ୍ତନ ଦ୍ୱାରା ରାଶି ଉପରେ କି ପ୍ରଭାବ ପଡିବ.. … Continue reading ବୁଧଙ୍କ ରାଶି ପରିବର୍ତ୍ତନ ;ବଦଳିବ ଭାଗ୍ୟ, ୧୨ ରାଶିରେ ପ୍ରଭାବ, ଏହି ରାଶିଙ୍କୁ ମିଳିବ ଚାକିରି, ହେବ ବିବାହ..