ଦେଖନ୍ତୁ ଭିଡିଓ ; ଗାଡି ଚଲାଇବା ପୂର୍ବରୁ ସାବଧାନ, ଥାଇପାରେ ସାପ..

ନୂଆଦିଲ୍ଲୀ : ସ୍କୁଟିର ତେଲ ଟାଙ୍କି ଚାରି ପଟେ ଗୁଡାଇ ହୋଇଥିବା ଅଜଗର ସାପର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଘଟଣାଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ। ତେବେ କେରଳର ଭିଡିଓ ବୋଲି ଅନୁମାନ କରାଯାଉଛି। ସାପକୁ ଏମିତି ସ୍ଥାନରେ ଲୁଚିଥିବା ଦେଖି ଲୋକେ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି। View this post on Instagram A post shared by Salihkt Mullambath (@salihktmullambath) ଭିଡିଓରେ … Continue reading ଦେଖନ୍ତୁ ଭିଡିଓ ; ଗାଡି ଚଲାଇବା ପୂର୍ବରୁ ସାବଧାନ, ଥାଇପାରେ ସାପ..