www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ ; ଗାଡି ଚଲାଇବା ପୂର୍ବରୁ ସାବଧାନ, ଥାଇପାରେ ସାପ..

ନୂଆଦିଲ୍ଲୀ : ସ୍କୁଟିର ତେଲ ଟାଙ୍କି ଚାରି ପଟେ ଗୁଡାଇ ହୋଇଥିବା ଅଜଗର ସାପର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଘଟଣାଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ। ତେବେ କେରଳର ଭିଡିଓ ବୋଲି ଅନୁମାନ କରାଯାଉଛି।
ସାପକୁ ଏମିତି ସ୍ଥାନରେ ଲୁଚିଥିବା ଦେଖି ଲୋକେ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି।


ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତି ସାବଧାନ ପୂର୍ବକ ଏକ ବାଡି ସାହାଯ୍ୟରେ ଗାଡି ସିଟକୁ ଉଠାଉଛନ୍ତି। ଏହାପରେ ପେଟ୍ରୋଲ ଟାଙ୍କି ନିକଟରେ ଏକ ସାପ ଏହା ଚାରିପଟେ ଗୁଡାଇ ହୋଇ ରହିଥିବା ଦେଖାଯାଉଛି।
ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଏହି ଦିନ ରିଲିଜ୍ ହେବ ‘କଙ୍ଗୁଭା’; ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ବବି ଦେଓଲ – ସୂର୍ଯ୍ୟା ସିଙ୍ଘମ୍..

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories