ଏହି ଦିନ ରିଲିଜ୍ ହେବ ‘କଙ୍ଗୁଭା’; ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ବବି ଦେଓଲ – ସୂର୍ଯ୍ୟା ସିଙ୍ଘମ୍..

ମୁମ୍ବଇ : ବର୍ତ୍ତମାନ ସମୟରେ ସାଉଥ୍ ଚଳଚ୍ଚିତ୍ର ପାଇଁ ପ୍ରଶଂସକ ଖୁବ୍ ଉତ୍କଣ୍ଠା ଦେଖାଯାଉଛି। ବଡ ବଜେଟ୍ ଠାରୁୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ସେଟ୍ ପର୍ଯ୍ୟନ୍ତ ଅଧିକାଂଶ ସାଉଥ୍ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ। ଏଭଳି ହିଁ ଏକ ଫିଲ୍ମ ଆଉ ଅଳ୍ପ ଦିନରେ ଆସିବାକୁ ଯାଉଛି। ଚଳଚ୍ଚିତ୍ର ହେଉଛି ‘କଙ୍ଗୁଭା’। ଏଥିରେ ‘ଆନିମଲ୍’ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇ ପ୍ରଶଂସକଙ୍କ ମନକୁ କିଣିଥିବା ଅଭିନେତା ବବି ଦେଓଲ ସୂର୍ଯ୍ୟା ସିଂଘମ୍ ଙ୍କ ସହ ଲଢେଇ … Continue reading ଏହି ଦିନ ରିଲିଜ୍ ହେବ ‘କଙ୍ଗୁଭା’; ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ବବି ଦେଓଲ – ସୂର୍ଯ୍ୟା ସିଙ୍ଘମ୍..