ବଡ ଅଘଟଣ ; ଲଦାଖରେ ନଦୀରେ ଭାସି ଯାଇ ୫ ଯବାନ ଶହୀଦ୍..
ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା..
ତଦନ୍ତ ଓ ପଚରାଉଚରା ପାଇଁ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୁଲିସ୍..
ଏହି ରାଶି ମାନେ ଲୁହାର କଡା ପିନ୍ଧିଲେ ମିଳେ ଶନିଙ୍କ କୃପା, ଚମକିଥାଏ ଭାଗ୍ୟ..
ବୁଧଙ୍କ ରାଶି ପରିବର୍ତ୍ତନ ;ବଦଳିବ ଭାଗ୍ୟ, ୧୨ ରାଶିରେ ପ୍ରଭାବ, ଏହି ରାଶିଙ୍କୁ ମିଳିବ ଚାକିରି, ହେବ ବିବାହ..
ଦୁଇ ଦିନ ଧରି ରାଜ୍ୟରେ ହେବ ପ୍ରବଳ ବର୍ଷା..
ବଙ୍ଗୋପସାଗରରେ ଲଘୁଚାପ ପାଇଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ..
ଆଜି ପାଇଁ ୯ ଜିଲ୍ଲା ଏବଂ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି..
ଆଜି ଟି-୨୦ ବିଶ୍ଵକପର ଫାଇନାଲ ମୁକାବିଲା..
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ଲଢେଇ, ରାତି ୮ଟାରେ ବାରବାଡୋସରେ ମୁହାଁମୁହିଁ ହେବେ ଦୁଇ ଦଳ..
ଆରମ୍ଭ ହେଲା ଅମରନାଥ ଯାତ୍ରା: ପ୍ରଥମ ବ୍ୟାଚ୍ ଜମ୍ମୁ କାଶ୍ମୀର ବାଲାତାଲ୍ ବେସ୍ କ୍ୟାମ୍ପରୁ ବାହାରିଲେ ୪ ହଜାର ତୀର୍ଥଯାତ୍ରୀ..
୫୨ ଦିନିଆ ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ମୋଟ୍ ସାଢେ ୩ ଲକ୍ଷ ତୀର୍ଥଯାତ୍ରୀ..
ରାସ୍ତାରେ କଡା ସୁରକ୍ଷା ବ୍ୟବସ୍ଥା..
ଅନୁଗୁଳ: କୁମ୍ଭୀର ଆକ୍ରମଣରେ ନାବାଳକ ମୃତ..
ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଟାଣି ନେଲା କୁମ୍ଭୀର..
ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଅଘଟଣ..
ମୃତ ନାବାଳକ ଘାଟସାହିର ସମୀର ନାଏକ..



